Browsing Category

ଖବର

ଆରବ ସାଗରର ଭାରତୀୟ ଜଳସୀମାରେ ଧରାପଡିଲା ୩୦୦ କୋଟିର ହେରୋଇନ୍, ୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ବାନ୍ଧିଲା କୋଷ୍ଟ୍‌ଗାର୍ଡ

ଅହମ୍ମଦାବାଦ : ଗୁଜୁରାଟ ଏଟିଏସ୍‌ ଓ କୋଷ୍ଟ୍‌ଗାର୍ଡର ମିଳିତ ଅପରେସନ୍‌ରେ ଆରବ ସାଗରରେ ଭାରତୀୟ ଜଳସୀମା ଜଖୋ ନିକଟରୁ ୩୦୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି । ଜଖୋ ନିକଟରେ ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ…

ରଣପୁର ଥାନା ଲାଖପଡାରେ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ, ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ବୃଦ୍ଧ

ରଣପୁର, (ଭାସ୍କର ନ୍ୟୁଜ୍‌) : ସାରା ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜନିତ ରୌଦ୍ର ତାପ ବଢିବାରେ ଲାଗିଥିବା ବେଳେ ପାଣିାଗ ବିଭାଗ ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ଥାନା…

ସୁମିତ-ତପସ୍ୱିନୀ ମଧ୍ୟସ୍ଥତା କେନ୍ଦ୍ରରେ ହାଜର, ଆସନ୍ତା ୪ ତାରିଖ ଉଭୟଙ୍କୁ ପୁଣିଥରେ ହାଜର ହେବାକୁ ଦିଆଗଲା ସମୟ

କଟକ (ଭାସ୍କର ନ୍ୟୁଜ୍‌): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ସୋମବାର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ ଉଭୟ ସୁମିତ-ତପସ୍ୱିନୀ ଦିନ ୩ଟା ସମୟରେ ମଧ୍ୟସ୍ଥତା…

ଆମେରିକା, ଚୀନ୍‌ ପରେ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ୨୦୨୧ରେ ଆମେରିକା, ଚୀନ୍‌ ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପରିମାଣର ଅର୍ଥ ବ୍ୟୟ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି ।…

ଶ୍ରୀମନ୍ଦିର ପରିଚାଳନା ପାଇଁ ୨୪୮.୫୧ କୋଟିର ବଜେଟ୍ ଅନୁମୋଦ, ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ନିର୍ମାଣ ହେବ

ପୁରୀ, (ଭାସ୍କର ନ୍ୟୁଜ୍‌): ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅନୁମୋଦିତ ହୋଇଛି । ବଜେଟ୍‌ର ପରିମାଣ ୨୪୮.୫୧ କୋଟି ବୋଲି ସୂଚନା ଦିଆଯାଇଛି…

ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପ୍ରଚଣ୍ଡ ଗ୍ରୀଷ୍ମ  ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୬ ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ନିମନ୍ତେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ…

ଧୋନୀଙ୍କ ପ୍ରଶଂସାରେ କହିଲେ ଇରଫାନ: କେତେ ଆସିଲେ ଆଉ ଗଲେ, କିନ୍ତୁ ଧୋନୀଙ୍କ ଜାଗା……

ମୁମ୍ବାଇ: ଦୁଇ ବର୍ଷ ପରେ ପୁଣି ଥରେ ଚଳିତ ଆଇପିଏଲ ସିଜନରେ ଗର୍ଜୁଛି ଧୋନୀଙ୍କ ବ୍ୟାଟ । ପୁଣି ଥରେ ପୁରୁଣା ଫିନିସର ରୂପରେ ନଜର ଆସିଛନ୍ତି କ୍ୟାପଟେନ କୁଲ ମାହି । ଶେର ବୁଢା ହୋ ଗୟା ଲେକିନ ଶିକାର କରନା ନେହିଁ ଭୁଲା…

ଜୁନ୍‌ ୧୨ରେ କମ୍ପିବ ବାରବାଟୀ ଷ୍ଟାଡିୟମ୍‌: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ ଦେଖିବେ ଦର୍ଶକ

କଟକ, (ଭାସ୍କର ନ୍ୟୁଜ୍‌): କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ ୧୨ରେ ଖେଳାଯିବାକୁ ଥିବା ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପୂର୍ଣ୍ଣ ପ୍ରସ୍ତୁତ । ଏନେଇ…

ମାଲକାନଗିରିରେ ଶୁଭାରମ୍ଭ ହେଲା ବାୟୁ ଆମ୍ବୁଲାନ୍ସ ସେବା, ମିଳିଲା ଉତ୍ତମ ସ୍ୱାସ୍ଥ୍ୟ ସେବା

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ସଚିବଙ୍କ ଫୋକସ୍‌ରେ ଏବେ ମାଲକାନଗିରି ଜିଲ୍ଲା । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା…