Browsing Category
ଖବର
Myntra ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, 1654 କୋଟିର ଅନିୟମିତତା ଅଭିଯୋଗ
ନୂଆଦିଲ୍ଲୀ: Myntra ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଲୁରୁ ଜୋନାଲ କାର୍ଯ୍ୟାଳୟ, ବିଦେଶୀ ମୁଦ୍ରା ପରିଚାଳନା ଆଇନ 1999 (FEMA) ର ଧାରା 16(3) ଅନୁଯାୟୀ Myntra, ଏହାର ସହଯୋଗୀ କମ୍ପାନୀ ଏବଂ…
ସଂସଦ ଗୃହରେ ୧୬ ଘଣ୍ଟା ଧରି ‘ଅପରେସନ୍ ସିନ୍ଦୂର’ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ସଂସଦ ଗୃହରେ ହେବ ଆଲୋଚନା। ଆସନ୍ତା ମଙ୍ଗଳବାର ଦିନ ଗୃହରେ ଅପରେସନ ସିନ୍ଦୂର ଉପରେ ୧୬ ଘଣ୍ଟା ଆଲୋଚନା ହେବ।
ଅପରେସନ ସିନ୍ଦୂର ଉପରେ ପ୍ରତି ସପ୍ତାହରେ ଏକ ଆଲୋଚନା ଅଧିବେଶନ…
ପୁଣି ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେଲା ପାକିସ୍ତାନ
କ୍ୱେଟା: ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ କଡ଼ା ପ୍ରହାର କରିଥିଲା। ଆଉ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଏବେ ତାର ସାମରିକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏହାରି ଭିତରେ…
ଆସନ୍ତାକାଲିଠୁ ଲଘୁଚାପ ବର୍ଷା; ଏହି ଜିଲ୍ଲାରେ ପ୍ରବଳ କାଚିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି…
BREAKING: ରାଜଧାନୀରୁ ସିନ୍ଥେଟିକ ଡ୍ରଗ୍ସ ଜବତ, ଯୁବକ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ସିନ୍ଥେଟିକ୍ ଡ୍ରଗ୍ସ ଠାବ। ୨୩ ବର୍ଷିୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ।
ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ଏନସିବି।…
ଜନ୍ମ ଦିନରେ ପତଳା ଦେଖାଯିବା ପାଇଁ କଲେ ମାରାତ୍ମକ ଡାଏଟ୍, ଘଟିଲା ଏମିତି… ଚାଲିଯାଇଥାନ୍ତା ଜୀବନ
ନୂଆଦିଲ୍ଲୀ: ଆଜିର ସମୟରେ ଏବେ ଯୁବପୀଢ଼ିଙ୍କୁ ଘାରିଛି ଜିରୋ ଫିଗରର ଚିନ୍ତା। ପତାଳା ହେବା ନିଶାରେ ଶରୀରକୁ ପହଞ୍ଚାଉଛନ୍ତି କ୍ଷତି। ଜଣେ ୧୬ ବର୍ଷର ଝିଅ ଜିରୋ ସାଇଜ ଫିଗର କରିବା ପାଇଁ କିଛି ଏଭଳି ଡାଏଟ ଆପଣେଇଛନ୍ତି…
ନବବିବାହିତାଙ୍କୁ ମିଳିବ ସୁନା ସହ ରେଶମୀ ଶାଢ଼ି, ନିର୍ବାଚନ ପ୍ରତିଶ୍ରୁତି ଦେଲା ଏହି ଦଳ
ତାମିଲନାଡ଼ୁ: ତାମିଲନାଡ଼ୁରେ ୨୦୨୬ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଆଜିଠୁ ଆରମ୍ଭ ହୋଇଗଲାଣି ଦଳକୁ ଜିତେଇବାକୁ କସରତ୍। ଭୋଟରଙ୍କୁ କିଭଳି ମନେଇ କ୍ଷମତାକୁ ଆସିବେ ତା ପାଇଁ ଏଆଇଏଡିଏମକେ ପ୍ରସ୍ତୁତ କରିଛି…
please help me! ମୁଁ ଆଉ ସହିପାରୁନି, ବଲିଉଡ ଅଭିନେତ୍ରୀଙ୍କୁ ନିର୍ଯାତନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ, ଯିଏ ‘ଆଶିକ ବନାୟା ଆପନେ’ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା, ସେ ଏକ ଭାଇରାଲ ଭିଡିଓରେ କାନ୍ଦୁଥିବା ଅବସ୍ଥାରେ ଦେଖାଯାଇଛନ୍ତି। ଏହି ଭିଡିଓରେ ସେ ନିଜ ଘରେ ହଇରାଣ…
ମିଛ କହି ଶଶୁର-ସ୍ୱାମୀଙ୍କୁ ଜେଲ ପଠାଇଥିଲା IPS ବୋହୂ, ସତ ଜାଣିବା ପରେ ସୁପ୍ରିମକୋର୍ଟ ଦେଲେ ଏହି ଶାସ୍ତି
ନୂଆଦିଲ୍ଲୀ: ବାହାଘର ବିବାଦକୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ସର୍ବସାଧାରଣରେ ଆଇପିଏସ ପତ୍ନୀଙ୍କୁ ଶଶୁର ଘର ଲୋକଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟଳୟ। ମିଛ ମାମଲାରେ…
ହରମନପ୍ରୀତଙ୍କ ରେକର୍ଡ, ମିତାଲି ରାଜଙ୍କୁ ପଡ଼ିଲେ ପଛରେ, ଭାଙ୍ଗି ପାରିଲେନି ମନ୍ଧନାଙ୍କ ରେକର୍ଡ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ କୌର କଲେ ରେକର୍ଡ। ୮୨ ବଲ୍ରେ କଲେ ଶତକ। ଦିନିକିଆ ମ୍ୟାଚରେ ୭ମ ଶତକ କରି ରେକର୍ଡ କଲେ କୌର। ହେଲେ ମିତାଲି ରାଜଙ୍କ ସମକକ୍ଷ। ଇଂଲଣ୍ଡ ବିପକ୍ଷ ତୃତୀୟ…