Browsing Category

ଖବର

ପ୍ରଥମ ଦେଖାରେ ୨୩ ବର୍ଷୀୟ ମଡେଲଙ୍କୁ ପ୍ରେମ କରି ବସିଲେ ୬୨ ବର୍ଷୀୟ ବୃଦ୍ଧ, ଏମିତି ଡେଟ୍ କରି ଚର୍ଚ୍ଚାରେ ପ୍ରେମି ଯୁଗଳ….

ନୂଆଦିଲ୍ଲୀ: ନିଜ ଠାରୁ ପ୍ରାୟ ୪୦ ବର୍ଷ ସାନ ଜଣେ ଝିଅକୁ ଡେଟ୍‌ କରି ଚର୍ଚ୍ଚାରେ ଜଣେ ବୟସ୍କ ବ୍ୟକ୍ତି । ବ୍ୟକ୍ତିଙ୍କ ବୟସ ୬୨ ବର୍ଷ । ସେ ହେଉଛନ୍ତି ବୃତ୍ତିଗତ ଭାବେ ଜଣେ ବ୍ଲାକ୍‌ଜ୍ୟାକ୍‌ ଖେଳାଳି । ତାଙ୍କ ନାଁ…

ଉଦ୍ଧବ ସରକାରଙ୍କୁ ଆନ୍ନା ହଜାରଙ୍କ ଚେତାବନୀ, ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ୍‌ ଲାଗୁ ନହେଲେ ଆନ୍ଦୋଳନରେ ବସିବେ

ମୁମ୍ବାଇ: ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ୍‌ ଲାଗୁ କରିବା ଦାବି ନେଇ ସମାଜସେବୀ ଆନ୍ନା ହଜାରରେ ଉଦ୍ଧବ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି କି ଅଗଷ୍ଟ ୯ରୁ ମହାରାଷ୍ଟ୍ରର ରାଲେଗାଓଁ ସିଦେ୍ଧ ଠାରେ ଆନ୍ଦୋଳନ ଆରମ୍ଭ…

ଜୁନ୍‌ ୩୦ରୁ ଅମରନାଥ ଯାତ୍ରା, ଆଜି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ଅମିତ୍‌ ଶାହା

ନୂଆଦିଲ୍ଲୀ : ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ତାକୁ ନେଇ କେନ୍ଦ୍ର ସରକାର ପୂରା ଆଲର୍ଟ ଥିବା ଜଣାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି । ଦୁଇଦିନ…

ଆଣ୍ଡାମାନରେ ପ୍ରବଳ ବର୍ଷିଲା ମୌସୁମୀ ବର୍ଷା: ୨୭ରେ କେରଳ, ଜୁନ୍‌ରେ ୭ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରି…

ତାତିରୁ ମିଳିବ ଆଶ୍ୱସ୍ତି : କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ, ୨ଜିଲ୍ଲାକୁ ରେଡ ଓ ୬ ଜିଲ୍ଳାକୁ ଅରେଞ୍ଜ ଆଲର୍ଟ ଜାରି

ଥିରୁବନନ୍ତପୁରମ୍‌, : ପ୍ରଚଣ୍ଡ ଗ୍ରୀଷ୍ମ, ଟାଣ ଖରା ଓ ଗରମ ଗୁଳୁଗୁଳିରେ ଉତ୍ତର ଭାରତ ଏବେ ସଢ଼ୁଛି । ତେବେ କେରଳରୁ ଏକ ଭଲ ସଙ୍କେତ ଆସୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । କେରଳରେ ପ୍ରାକ୍‌ ମୌସୁମୀ ବର୍ଷା…

ଆଜି ଲୁମ୍ବିନି ଗସ୍ତରେ ଯିବେ ମୋଦି, ଭଗବାନ ବୁଦ୍ଧ ଜୟନ୍ତୀ ଉତ୍ସବରେ ଯୋଗ ଦେବେ

ନୂଆଦିଲ୍ଲୀ: ଆଜି ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ମୁଁ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର…

ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି, କାଳବୈଶଖୀ ଆଶଙ୍କା : ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ସକ୍ରିୟ ଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ…

ଖରାରେ ବୁଲି ମଳିନ ପଡିଛି କି ଚେହେରା ? ମୁହଁରେ ଚମକ ଆଣିବ କଫି ଫେସ୍‌ ପ୍ୟାକ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଭୁବନେଶ୍ବର: ସାଧାରଣତଃ କଫି ପିଇବାକୁ ସମସ୍ତେ ପସନ୍ଦ କରନ୍ତି । କାହିଁକି ନା ସକାଳୁ ଉଠିବା ମାତ୍ରେ କଫି ବା ଚା ପିଇବା ଦ୍ୱାରା ସତେଜ ଲାଗେ । ଏହାକୁ କେବଳ ପିଇବା ହିଁ ନୁହେଁ ବରଂ ଏହା ଆପଣ ତ୍ୱଚାରେ ଲଗାଇ ପାରିବେ ।…

ତାଲିବାନୀର ନୂଆ ନିୟମ: ଏକାଠି ଭୋଜନ କରିପାରିବେନି ସ୍ୱାମୀ-ସ୍ତ୍ରୀ, ଅଲଗା ଅଲଗା ଦିନ ଯିବେ ପାର୍କ

ହେରାତ୍‌ : ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରାନ୍ତରରେ ଲିଙ୍ଗଗତ ଭେଦଭାବକୁ ନେଇ ତାଲିବାନ୍‌ ଏକ ନୂଆ ଯୋଜନା ଲାଗୁ କରିଛି । ଏହି ନିୟମ ଅନୁଯାୟୀ ଫ୍ୟାମିଲି ରେଷ୍ଟୁରାଣ୍ଟରେ ପରିବାର ସଦସ୍ୟଙ୍କ ସହ ପୁରୁଷମାନେ ଭୋଜନ…

୧୫ଥର ଟାଇଟଲ ବିଜେତା ଚୀନକୁ ହରାଇ କୋରିଆ, ୧୨ ବର୍ଷ ପରେ ହାସଲ କଲା ଉବର କପ୍‌ ଚାମ୍ପିଅନ

ବ୍ୟାକଂକ(ଥାଇଲାଣ୍ଡ): ଦକ୍ଷିଣ କୋରିଆ ଜିତିଲା ସମ୍ମାନ ଜନକ ମହିଳା ଟିମ ଚାମ୍ପିଅନଶି୍‌ ଉବର କପ ବ୍ୟାଡମିଣ୍ଟନ ଟାଇଟଲ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗତ ଥରର ଚାମ୍ପିଅନ୍‌ ତଥା ୧୫ଥର ଟାଇଟଲ ବିଜେତା ଚୀନକୁ…