Browsing Category

City News

ବାଂଲାଦେଶୀ ନାବାଳିକା ଘଟଣା: ଲକ୍ଷ୍ମୀସାଗର ଅଞ୍ଚଳରୁ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ: (ଓଡ଼ିଶା ଭାସ୍କର) ବାଂଲାଦେଶୀ ନାବାଳିକା ଘଟଣାରେ ଆଉ ୨ ଜଣଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ୨ ବ୍ୟକ୍ତିଙ୍କୁ କଟକ ମଧୁପାଟଣା ଥାନା…

କୌସ୍ତଭ ଡ୍ରିମ୍ ୱାର୍କ୍ସ ତରଫରୁ କଟକ ବାଲିଯାତ୍ରାରେ ରିଲିଜ ହେଲା ‘ଘମାଘୋଟ’ ଫିଲ୍ମର ପୋଷ୍ଟର

କଟକ: ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେ ଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେ ପ୍ରେମିଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏହି ଧାରାରେ…

ଓଡ଼ିଶାରେ ବାଂଲାଦେଶୀ ଯୁବତୀଙ୍କ ଦୁଃଖ! ଚାକିରି ବାହାନାରେ ଯୁବତୀଙ୍କୁ ଡାକିଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି, ପୁଳାପୁଳା ଟଙ୍କା ଉପାର୍ଜନ…

କଟକ: ବାଂଲାଦେଶରୁ ଓଡ଼ିଶାକୁ ହେଉଛି ଯୁବତୀ ଚାଲାଣ । ପଲଙ୍କ ସେବାରେ ଏହି ଯୁବତୀମାନଙ୍କୁ ନିୟୋଜିତ କରାଯାଉଛି । ଏମିତି କିଛି ଖବର ଆସି ପହଞ୍ଚିଛି ଟୁଇନ୍ ସିଟିରୁ । ପଡୋଶୀ ଦେଶ ବାଂଲାଦେଶରୁ ଯୁବତୀ ଚାଲାଣ ଉପରୁ ଧୀରେ…

ଫେରାର୍ ମାରିଲେ ୨ ଚୋରଣୀ, ବାଲିଯାତ୍ରା ପଡ଼ିଆରେ ସୁନା ଚେନ୍ ଲୁଟବେଳେ ଧରାପଡ଼ିଥିଲେ

କଟକ: ହାଜତରୁ ୨ ମହିଳା ଲୁଟେରା ଫେରାର୍ ମାରିଛନ୍ତି । କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଫେରାର୍ ମାରିଥିବା ସୂଚନା । ବାଲିଯାତ୍ରା ଭିଡ଼ରେ ଲୁଟ୍ କରି ଧରାପଡ଼ିଥିଲେ ସମ୍ପୃକ୍ତ ମହିଳା । ଜନୈକ ବ୍ୟକ୍ତିଙ୍କ…

ଏମିତି ବି ମୃତ୍ୟୁ ଆସେ; କଟକ ବାଲିଯାତ୍ରା ବୁଲିଲା ବେଳେ ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ

କଟକ: (ଓଡ଼ିଶା ଭାସ୍କର) କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ମୃତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ହେକି ଅବମାନନା କରି ପାରିବେ ନାହିଁ । ଏହା ବି ସତ୍ୟ ମୃତ୍ୟୁ ଦେଖେନି ଧର୍ମ, ଲିଙ୍ଗ,…

ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ; ରାଜ୍ୟରେ ବୃଦ୍ଧି ହେବ ମଧୁର ମାଛ ଉତ୍ପାଦନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ । ଏନେଇ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ‘ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ ।…

ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା, କାର୍ଯ୍ୟସୂଚୀ ପ୍ରକାଶ କଲା CHSE

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା । +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଫେବ୍ରୁଆରୀ…

ପାଗଳ ମାଙ୍କଡ କାମୁଡ଼ାରେ ୩ ଗୁରୁତର , ମାଙ୍କଡକୁ କାବୁ କରିବା ପାଇଁ ଗାଁରେ ଡେରା ପକେଇଛି ବନ ବିଭାଗ

ବାଲିପାଟଣା: ବାଲିପାଟଣାରେ ପାଗଳ ମାଙ୍କଡ଼ ଆତଙ୍କ । ମାଙ୍କଡ଼ କାମୁଡ଼ାରେ ୩ ଜଣ ଗୁରୁତର ହୋଇପଡ଼ିଛନ୍ତି । ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି । ମାଙ୍କଡ଼ ଆକ୍ରମଣରେ ମୋଟ ୪ ଜଣ ଆହତ ହୋଇଛନ୍ତି…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷର ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ…

ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ସ୍ବର୍ଗତ ଦେ ' ଙ୍କ ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନୁଷ୍ଠିତ ହେବ। ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ…