Browsing Category

ରାଜ୍ୟ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷର ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ…

(Video) କିଛି ନାରୀ ବାବା ବେଶଧାରୀଙ୍କ ପ୍ରତି କାହିଁକି ଆକୃଷ୍ଟ ହେଉଛନ୍ତି: ସବୁ କାରଣ ବୁଝାଇଲେ ବାବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଜଣେ ନାବାଳକଙ୍କ କଳକୀ ଅବତାରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବେଶ୍ ଚର୍ଚ୍ଚା ଚାଲିଛି । ରାଜଧାନୀର ଖଣ୍ଡଗିରିରେ ସରକାରୀ ଜମିରେ ରହିଥିବା ଶ୍ରୀ ବୈକୁଣ୍ଠ ଆଶ୍ରମକୁ ନେଇ…

ଗୋଟିଏ ଦିନ ବଢ଼ିବ ବାଲିଯାତ୍ରା! ନଭେମ୍ବର ୧୮ରେ ବାତିଲ୍ ହୋଇଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ ପାଇଁ ପ୍ରଶାସନ ନେଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇପାରେ । ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ହେବା ନେଇ ପୂର୍ବରୁ ପ୍ରଶାସନିକ ମହଲରେ ନିଷ୍ପତ୍ତି ହୋଇଛି । ଏନେଇ ମଧ୍ୟ ସମସ୍ତ…

Breaking- କ୍ୟାପିଟାଲ ହସ୍ପିଟାଲ ଡାଏଲୋସିସ ସିଟିଂକୁ ୩ରୁ ବଢାଇ ୪ କରାଯିବ: ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର- କ୍ୟାପିଟାଲ ହସ୍ପିଟାଲ ଉପରେ ରାଜଧାନୀର ଲୋକଙ୍କ ସହ ଆଖପାଖ ଜିଲ୍ଲା ନିର୍ଭରଶୀଳ । କଟକ ଏସସିବି ହସ୍ପିଟାଲ ପରେ ପରେ ଆସୁଛି କ୍ୟାପିଟାଲ ହସ୍ପିଟାଲର ବିଶ୍ୱସନୀୟତା । ଏହି ହସ୍ପିଟାଲ ସବୁ ସମୟରେ ରୋଗୀଙ୍କୁ…

Breaking- ଭରତପୁର ଘଟଣାର ତଦନ୍ତ ପାଇଁ ଥାନାରେ ପହଞ୍ଚିଲେ ମେଜର, ବାନ୍ଧବୀ

ଭୁବନେଶ୍ୱର- ଭରତପୁର ଥାନାରେ ମେଜର ବାନ୍ଧବୀ ମାମଲାର ତଦନ୍ତ କରିବାକୁ ପହଞ୍ଚିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ । ଥାନାରେ ପୋଲିସର ଦୁର୍ବ୍ୟବହାର ଓ ମାଡ ଘଟଣାର ତଦନ୍ତ କରିବେ ଜଷ୍ଟିସ୍ । ଏଥିସହ ଥାନାରେ ବାନ୍ଧବୀଙ୍କ…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଗଞ୍ଜାମର କୁନି ପ୍ରତିଭା

କଳାହାଣ୍ଡି: ପ୍ରତିଭା ସାମ୍ନାରେ ହାର ମାନିଲା ବୟସ । ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ନିଜ ପ୍ରତିଭାର ଚମକ ଦେଖାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ବୟସ ମାତ୍ର ୪ କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି ।…

ଆସନ୍ତା ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକତାରେ ହେବ ବୈଠକ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୬ ତାରିଖଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ନେଇ…

ଆସିବ କି ବାତ୍ୟା? ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଅବପାତର ରୂପ ନେଇ…

ଭୁବନେଶ୍ବର:  କିଛି ଦିନର ବ୍ୟବଧାନ ପରେ ପୁଣି ବର୍ଷାରେ ଭିଜିବ ଓଡିଶା । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 23 ତାରିଖ ସୁଦ୍ଧା ଲଘୁଚାପ ହେବା ନେଇ…

ଯାଜପୁର ରୋଡ୍ ଥାନା ଚୋରଦା ବାଇପାସ୍ ଚକରେ ବଡ଼ ଧରଣର ଦୁର୍ଘଟଣା, ମାଆ ମୃତ, ପୁଅ ଗୁରୁତର

ଯାଜପୁର: ଯାଜପୁରରୁ ଏକ ବଡ଼ଧରଣର ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ସ୍କୁଟିକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ମାଆଟିର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛନ୍ତି । ଯାଯପୁର ରୋଡ୍ ଥାନା ଚୋରଦା…

ରାତି ପାହିଲେ ଧାନକିଣା, ମଣ୍ଡିରେ ଅଧିକାରୀ ଜଗିବେ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଧାନକିଣା । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଖିବା ବେଳେ ବଡ ଅପଡେଟ୍ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦଲାଲ ଯେଉଁଭଳି ଭାବେ ମଣ୍ଡିକୁ ପହଞ୍ଚିପାରିବେ ନାହିଁ ସେନେଇ…