Browsing Category
ରାଜ୍ୟ
କାମୁଡ଼ା କାମୁଡ଼ି ହୋଇ ୨ଗୁରୁତର; ଜଣେ କଟକ ସ୍ଥାନାନ୍ତର
ଆନନ୍ଦପୁର: (ଓଡ଼ିଶା ଭାସ୍କର) ୨ଟି ଘଟଣାରେ କାମୁଡ଼ା କାମୁଡ଼ି ହୋଇ ୨ଜଣ ଗୁରୁତର ହୋଇଛନ୍ତି । ସୋସୋ ଥାନା ସଢ଼ା ଗାଁରେ ବିଲରେ କାମକରୁଥିବା ବେଳେ୨ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ଜଣେ ମହିଳା…
Breaking News…ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ମୃତ
ଓଡିଶା ଭାସ୍କର; ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ଯୁବକ ମୃତ । ମୃତ ଯୁବକ ଜଣଙ୍କ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ତେବେ…
(Video) ଲୋକଙ୍କ ମୋବାଇଲକୁ ଆସୁଛି ‘Emergency Alert’: କାହିଁକି ଆସୁଛି ଏହି ମେସେଜ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହଠାତ୍ ଲୋକଙ୍କ ମୋବାଇଲ ଫୋନକୁ ଆସୁଛି ‘ଏମର୍ଜେନ୍ସି ଆଲର୍ଟ’ । ଏହି ମେସେଜ ଆସିବା ସମୟରେ ମୋବାଇଲରେ ଭିନ୍ନ ଶବ୍ଦ ଓ କମ୍ପନ ସୃଷ୍ଟି ହେଉଛି । ଏହି ମେସେଜ୍ ଦେଖିବା ପରେ ପରେ ଅନେକ ଲୋକ…
BIG BREAKING; କୋରାପୁଟ କୁନ୍ଦୁଲି ହାଟପଦାରେ ଡବଲ ମର୍ଡର
ଓଡିଶା ଭାସ୍କର; କୋରାପୁଟରେ ଡବଲ ମର୍ଡର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଖବର ସାମ୍ନାକୁ ଆସିଛି । ଟେମା ଗ୍ରାମର ବାପା ପୁଅଙ୍କ ଠେଙ୍ଗା…
ଆଜି ଧରାପୃଷ୍ଠରୁ ମେଲାଣି ନେବେ ମାଆ; ପୁଣି ଗୋଟିଏ ବର୍ଷର ଅପେକ୍ଷା
ଓଡିଶା ଭାସ୍କର: ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ମା'ଙ୍କ ଆଗମନକୁ ନେଇ ପୁଣି ରହିବ ଗୋଟେ ବର୍ଷର ଅପେକ୍ଷା । ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ମା'ଙ୍କ ପୂଜାର ଆଜି ଅନ୍ତିମ ପର୍ୟ୍ୟାୟ । ଶେଷରେ…
ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ବାଇକ ଧକ୍କାରେ ୪ ମୃତ, ୩ ଗୁରୁତର
ଓଡିଶା ଭାସ୍କର; ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଏହା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା…
ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଶ୍ରୀଜିଉ
ଓଡିଶା ଭାସ୍କର; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ…
ଓଡ଼ିଶା ପାଇଁ ସୁନାମ ଆଣିଲେ ପ୍ରମୋଦ ଭଗତ: ଏସୀୟ ପାରା କ୍ରୀଡ଼ାରେ ଜିତିଲେ ପଦକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ…
ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ଘଟଣାସ୍ଥଳରେ ବନ ବିଭାଗ
ଓଡିଶା ଭାସ୍କର; ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ । ଟ୍ରେନଲାଇନ ପାର ହେଲା ବେଳେ ଟ୍ରେନ ଧକ୍କାରେ ଏହି ହାତୀର ମୃତ୍ୟୁ ହୋଇଥିବା ସୂଚନା । ଯୋଡ଼ା – ଚମ୍ପୁଆ ରେଞ୍ଜ ବାମେବାରି ବିଟ୍ ଅନ୍ତର୍ଗତ ପଳାସ…
ମିଳିଲାନି ମହାପ୍ରୟାଣ ଗାଡ଼ି: ୮କି.ମି. ରାସ୍ତା କାନ୍ଧରେ ଶବ ବୋହି ବୋହି ନେଲେ ପରିବାର ଲୋକେ
ଝରିଗାଁ: (ଓଡ଼ିଶା ଭାସ୍କର) ନବରଂଗପୁର ଜିଲ୍ଲାର ଶରଧାପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଚନ୍ଦାହାଣ୍ଡି ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ମୃତ ମହିଳାଙ୍କ ଶବକୁ କାନ୍ଧରେ ବୋହି ପ୍ରାୟ ୮ କି.ମି. ଦୂର…