Browsing Category

ରାଜ୍ୟ

ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ : ନକ୍ସା ହେଲା ଉନ୍ମୋଚିତ, ନଭେମ୍ବର ୧ରୁ ଆରମ୍ଭ ହେବ ଷ୍ଟଲ ବୁକିଂ

କଟକ: ରବିବାର ଦିନ ମଞ୍ଚେଶ୍ୱର ସତ୍ୟବିହାର ସ୍ଥିତ ଏକ ଘରୋଇ ମଣ୍ଡପରେ ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯଶୋବନ୍ତ ଓଝା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଚଳିତ ବର୍ଷ…

ଓଡ଼ିଶା ସରକାରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଜିଠୁ ସ୍ପଟ୍‍ ନାମଲେଖା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍‍ ନାମଲେଖା ହେବ । ଆଜିଠାରୁ ୩୧ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ଯୋଗ୍ୟ ତଥା…

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ଶେଷ ନିଃଶ୍ୱାସ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଞ୍ଚଳିକ ଫୋରେନସିକ ଲାବୋରେଟୋରୀ: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ AIIMS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର କ୍ଷତ ଆଜି ବି ମନରୁ ଲିଭି ନାହିଁ । ଉକ୍ତ ଦୁର୍ଘଟଣାର ଦୁଃଖଦ ଚିତ୍ର ସାରା ବିଶ୍ୱକୁ…

ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍‌-ବୋଲେରୋ ମୁହାଁମୁହିଁ, ୨ମୃତ, ୨ ଗୁରୁତର

କଣ୍ଟାବାଜି : ଦିନକୁ ଦିନ ଦୁର୍ଘ;ଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ପୁଣି ଏକ ଦୁର୍ଘଟଣା କଣ୍ଟାବାଞ୍ଜିରୁ ସାମ୍ନାକୁ ଆସିଛି । ଟ୍ରକ୍‌-ବୋଲେରୋ ମୁହାଁମୁହିଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି…

ଚାଷୀଙ୍କ ଆତ୍ମହତ୍ୟା : ଫସଲ କ୍ଷତି ହେବାରୁ ନେଲେ କିଛି ଏଭଳି ନିଷ୍ପତି

ଯାଜପୁର : ଫସଲ କ୍ଷତି ହେବାରୁ ଚାଷି ନେଲେ ଚରମ ନିଷ୍ଟତି । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଯାଜପୁର ଧର୍ମଶାଳା ବାଜବାଟି ଗାଁରେ ଘଟିଛି । ଫସଲ ନଷ୍ଟ ହେବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ନାମ…

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା: ନବୀନ ଆଜି ବି ଅପରାଜେୟ, ଆଜି ବି ସଭିଙ୍କ ପ୍ରିୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ପଟ୍ଟନାୟକ । ଏଇ ଦୁଇଟି ଶବ୍ଦ କେବଳ ଓଡ଼ିଶା ନୁହେଁ ସାରା ଭାରତବର୍ଷର ରାଜନୈତିକ ଇତିହାସର ଏକ ଉଚ୍ଚତମ ମାଇଲଖୁଣ୍ଟ । ଏହା କେବଳ ଦୁଇଟି ଶବ୍ଦ ନୁହେଁ, ଅନେକ ରେକର୍ଡ ଓ ସଫଳତାର…

ଆଉ ୩ ଦିନ ତାତିରୁ ନିସ୍ତାର ନାହିଁ, ୧୮ ରୁ ବଦଳିବ ପାଣିପାଗ !

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ତାତିର ରାଜ । ଉପକୂଳରୁ ଆଭ୍ୟନ୍ତର ସବୁଠି ତାତିର ପ୍ରଭାବ । ପ୍ରଚଣ୍ଡ ଗରମ ସହ ଅସହ୍ୟ ଗୁଳୁଗୁଳି । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ୩ ଦିନ…

ଥାନାରେ ଜବତ ହୋଇଥିବା ବାଣ ଓ ମଦ ଚୋରାଚାଲାଣ କରି ଧରାପଡ଼ିଲେ ହୋମଗାର୍ଡ ଓ ଡ୍ରାଇଭର୍

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡ଼ିଲେ ହୋମଗାର୍ଡ ଓ କାର୍ ଡ୍ରାଇଭର୍। ଏନେଇ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସଙ୍କ ସୂଚନା । ସୂଚନା…

ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା; ସିଂହଧ୍ୱଜରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ

ଯାଜପୁର: (ଓଡ଼ିଶା ଭାସ୍କର) ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ…