Browsing Category

ରାଜ୍ୟ

ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା; ୪ ତାରିଖ ବେଳକୁ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । 'ଲଘୁଚାପ ପ୍ରଭାବରେ ୪ ତାରିଖ…

୨ IPS ଅଧିକାରୀଙ୍କ ଟ୍ରାନ୍ସଫର: ମାଲକାନଗିରି ପାଇଲା ନୂଆ ଏସପି, ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଦୁଇଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ…

(Video) ଅକ୍ଟୋବରରେ ମହାବାତ୍ୟା ଭୟ! ୧୯୯୯ରେ ପାଣିପାଗ ଯେମିତି ଥିଲା ୨୦୨୪ରେ ସେମିତି ଅଛି, ୨୫ ପରେ ପୁଣି ଚିନ୍ତାରେ ରାଜ୍ୟବାସୀ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହାର ମହାବାତ୍ୟା କଥା ମନେପଡ଼ିଲେ ଆଜି ବି ମନରେ ଏକ ଅଜଣା ଭୟର ଶିହରଣ ଖେଳିଯାଏ । ସେହି ଭୟଙ୍କର ମହାବାତ୍ୟାରେ ଅନେକ ଜନଜୀବନ ହାନୀ ହେବା ସହ ରାଜ୍ୟବାସୀଙ୍କୁ ଦେଇଥିଲା ଏକ ଶକ୍ତ…

ସେବା, ସ୍ୱାଭିମାନ ଓ ବିକାଶ ହେଉଛି ବିଜେଡିର ପରିଚୟ: ନବୀନ ପଟ୍ଟନାୟକ

ଭୁବନେଶ୍ଵର: ବିଜେଡି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ଆଜି ପଦଯାତ୍ରା ମାଧ୍ୟମରେ ପ୍ରୟାସ ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ କିଭଳି ଭାବେ ପୁର୍ନବାର ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପରିବ, ତାକୁ…

୨୭ ବର୍ଷ ପରେ ଆସିଲା ବିରଳ ସୁଯୋଗ: ଅକ୍ଟୋବର ୧୫ରେ ଖାଲି ଆଖିରେ ‘ଧୂମକେତୁ’ ଦେଖିବେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୭ ବର୍ଷ ପରେ ଆସୁଛି ଏକ ବିରଳ ସୁଯୋଗ । ଅକ୍ଟୋବର ୧୫ରୁ ୨୦ ତାରିଖ ମଧ୍ୟରେ ଜନସାଧାରଣ ଖାଲି ଆଖିରେ ଧୂମକେତୁ ଦେଖି ପାରିବେ । ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ…

ବିଜେପି ମିଛ କହି କ୍ଷମତାକୁ ଆସିଛି: ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଜନତାଙ୍କ ହୃଦୟ ଜିତି ପାରିବେନି- ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରିବା ପରେ ନବୀନ ପଟ୍ଟନାୟକଙ୍କ ବିଜେଡି ୨୦୨୪ ବିଧାନସଭା ନିର୍ବାଚନରେ ପ୍ରଥମ ଥର କ୍ଷମତାଚ୍ୟୁତ ହୋଇଥିଲା । ଅନ୍ୟପକ୍ଷରେ ବିଜେପି…

ହବିଷ୍ୟାଳି ଯୋଜନା; ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟବରାଦ, ଜାଣନ୍ତୁ କେତେ ଟଙ୍କା..

ପୁରୀ(ଓଡିଶା ଭାସ୍କର): ପାଖେଇ ଆସୁଛି କାର୍ତ୍ତିକ ବ୍ରତ । କର୍ତ୍ତିକ ବ୍ରତ ପାଳନ କରିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସରକାର କହିଛନ୍ତି । ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସରକାରଙ୍କ…

ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ, ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୫ ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଭଦ୍ରକ ହିଂସା: ଧିରେ ଧିରେ ସ୍ଥିତି ସୁଧୁରୁଛି, ୪ ଦିନ ପରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା

ଭଦ୍ରକ: ଧୀରେ ଧୀରେ ଭଦ୍ରକର ସ୍ଥିତି ସୁଧୁରିବାରେ ଲାଗିଛି । ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍‌ ସେବା । ତେବେ ଗତ ୪ ଦିନ ପରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଧାରା ୧୬୩…

ଥିଲା ସବୁଜ, ହେଲା ବାଦାମୀ: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମ ରଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇସ୍କୁଲ ପିଲାଙ୍କ ୟୁନିଫର୍ମକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସ୍କୁଲ ୟୁନିଫର୍ମ ରଙ୍ଗ ବଦଳିଛି । ଫଳରେ ଏଣିକି…