Browsing Category
ରାଜ୍ୟ
ସ୍କୁଲ ବସ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଫାଷ୍ଟ ଏଡ୍ ରହିବା ବାଧ୍ୟତାମୂଳକ
ଭୁବନେଶ୍ୱର: ସଡ଼କ ଓ ପରିବହନ ବିଭାଗ ଦ୍ୱାରା ସ୍କୁଲ ବସ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ଗାଇଡଲାଇନ୍ ଅନୁଯାୟୀ ବସର ଆଗରେ ଓ ପଛ ପଟେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହ ଅଗ୍ନିନର୍ବାପକ ଯନ୍ତ୍ର…
ନୂଆବର୍ଷରେ ବଢ଼ୁଛି ଦୈନିକ ସଂକ୍ରମଣ: ଆଜି ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୫ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇ ନୂଆବର୍ଷ ୨୦୨୪ ପାଦ ଦେଇଥିଲେ ବି କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ନିସ୍ତାର ମିଳିପାରି ନାହିଁ । ଗତ ଦୁଇଦିନ ଧରି ରାଜ୍ୟରୁ କୋଭିଡ୍ ସଂକ୍ରମିତ ଚିହ୍ନଟ…
ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣି ନିଅନ୍ତୁ ବିଭିନ୍ନ ଷ୍ଟ୍ରିମ୍ରେ କେତେ ଷ୍ଟାଇପେଣ୍ଡ ବଢାଇଲେ ସରକାର
ଭୁବନେଶ୍ୱର: ବଢିଲା ନର୍ସିଂ ଓ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ସରକାର ବିଭିିନ୍ନ ଷ୍ଟ୍ରିମ୍ରେ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଫଳରେ ଏବେ ସେମାନଙ୍କ ଉପରେ ଆଉ ଅଧିକ ଆର୍ଥିକ ବୋଝ ପଡିବ ନାହିଁ ।…
(Video) ନୂଆବର୍ଷରେ ଅନୁଭବଙ୍କୁ କି ଗିଫ୍ଟ ଦେଲେ ବର୍ଷା ଯେ ସୋସିଆଲ ମିଡ଼ିଆରେ ଏମିତି ପୋଷ୍ଟ କଲେ ଅଭିନେତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନିକଟରେ ହାଇକୋର୍ଟ ଏକ ବଡ଼ ରାୟ ଦେଇଥିଲେ । ଗତ ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ…
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ; କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ, ନିମନ୍ତ୍ରିତ ଅତିଥିଙ୍କ ପାଇଁ ସଂରକ୍ଷିତ ରହିବ କୋଠରୀ
ପୁରୀ: କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ । ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । କାଲିଠୁ ସଂରକ୍ଷିତ ରହିବ ପୁରୀର ସବୁ ଧର୍ମଶାଳା ବିଭିନ୍ନ ଧର୍ମାନୁଷ୍ଠାନର କୋଠରୀ ମଧ୍ୟ ସଂରକ୍ଷିତ…
ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ…
Big Breaking: ହାଇୱା ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ
ଭୁବନେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକ ନିକଟରେ । ତେବେ ରାସ୍ତାରେ ଏକ ହାଇୱା ସ୍କୁଟିକୁ ଧକ୍କା…
ଏଣିକି ଉଚ୍ଚଶିକ୍ଷା-ବୈଷୟିକ ଶିକ୍ଷାନୁଷ୍ଠାନରେ ଆଡମିଶନ ବେଳେ ନିଶାମୁକ୍ତି ଘୋଷଣାନାମା ଦେବେ ପିଲା
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା । ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ନିଶାମୁକ୍ତି ଘୋଷଣାନାମା ଦେବା ପାଇଁ ନିର୍ଦ୍ଦେଶ ରହିଛି ।…
ସମ୍ବଲପୁର: ଗାଡ଼ି ନଯାଇ ଟୋଲ୍ କଟିଥିବାରୁ ଟୋଲ୍ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ
ସମ୍ବଲପୁର: (ଓଡ଼ିଶା ଭାସ୍କର) ଗାଡ଼ି ନଯାଇ ଟୋଲ୍ କଟିଥିବାରୁ ଟୋଲ୍ପ୍ଲାଜାକୁ ଜରିମାନା ହୋଇଛି । ୨ଟି ଅଲଗା ଅଲଗା ମାମଲାରେ ୨୫ ହଜାର ଲେଖାଏଁ ଜରିମାନା କଲେ ଖାଉଟି ଅଦାଲତ । ଏଭଳି ମାମଲା ଦେଖିବାକୁ ମିଳିଛି…
ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ: ଜାଣନ୍ତୁ, ଏହି ନିର୍ଦ୍ଧାରିତ ସମୟସୀମା
ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। କାରଣ ଆସନ୍ତାକାଲି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଟିତ ହେବ। ଏହି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଅପରାହ୍ନ…