Browsing Category

ରାଜ୍ୟ

ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ବିରଜାଙ୍କ ଜନ୍ମ, ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ବିରଜା ।

ଯାଜପୁର:ଆଜି ଯାଜପୁରର ପ୍ରତ୍ୟେକ୍ଷଦେବୀ ମା’ ବୀରଜାଙ୍କ ସ୍ୱନକ୍ଷତ୍ର । ଆଜିର ଦିନରେ ମା’ ବିରଜା ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଜନ୍ମୋତ୍ସବ ପାଇଁ ସକାଳୁ ସକାଳୁ ବିରଜା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ, ହିସାବ ନଦେବାରୁ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ହିସାବ ନ ଦେବାରୁ ସ୍ଥଗିତ ରହିଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା। ବାରମ୍ବାର ନୋଟିସ୍ ସତ୍ତ୍ୱେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଲା ଉଚ୍ଚ ଶିକ୍ଷା ବିଭାଗା ମାନି ନଥିଲେ ନିୟମ:…

ବଦଳିବ ଧର୍ମଶାଳାର ଚିତ୍ର; ଡଙ୍କାରୀରେ ନିର୍ମିତ ହେବ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ ଠାରେ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ ପାଇଁ IOCLର ସମ୍ପାଦକଙ୍କ ସହ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏହା…

Video: ଭୁବନେଶ୍ୱରରେ ବେଦାନ୍ତ କମ୍ପାନୀ ମାଲିକଙ୍କୁ କଳା ପତାକା ଧରି ବିରୋଧ କଲେ ଆନ୍ଦୋଳନକାରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ବେଦାନ୍ତ କମ୍ପାନୀ ମାଲିକଙ୍କୁ ବିରୋଧ। କଳା ପତାକା ଧରି ବିରୋଧ କଲେ ଆନ୍ଦୋଳନକାରୀ। ଗାଡ଼ିକୁ ଅଟକାଇବା ସହ କଳା ପତାକା ଉଡ଼ାଇଲେ। ଭୁବନେଶ୍ୱରରେ ଚଲାଇ ଦେଲେ ନାହିଁ। ବେଦାନ୍ତ ମାଲିକ ଅନିକଲ…

ପକେଟରୁ ଖସିପଡ଼ି ଫୁଟିଲା ବୋମା, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ହରିପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବୋମା ଫୁଟିବାରୁ ପରିବାରର ୩ ଜଣ ଗୁରୁତର । ଘର ଲୋକଙ୍କୁ ବୋମା ଦେଖାଇବା ପାଇଁ ପକେଟରୁ ବାହାର କଲା ବେଳେ ଅସାବଧାନତା ହେତୁ…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍, ତେଜିଲା ଜନ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ଓ ପରିକ୍ରମା ମାର୍ଗ ଉପରି ଭାଗରେ ଉଡ଼ିଲା ଡ୍ରୋନ୍ । ପ୍ରାୟ ୨୫ ମିନିଟ୍ ଧରି ଉଡ଼ିଥିଲଲା ଡ୍ରୋନ୍ । ଏନେଇ ସେବାୟତ ଓ ଜନସାଧାରଣଙ୍କ ମଧ୍ୟରେ…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରିବ ସାଇଣ୍ଟିଫିକ ଟିମ୍

ମାଲକାନାଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ୨୨ ବର୍ଷୀୟ…

ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଚାଲିଛି ବାଲି ଚୋରା ଚାଲାଣ; କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ବାସିନ୍ଦା

ପୁରୀ: ଦିନକୁ ଦିନ ବାଲି ମାଫିଆଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୋଲିସର ନାକ ତଳୁ ମାଫିଆମାନେ ବାଲି ଚୋରି କରୁଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ…

ରାତି ହେଲେ ଡର ଲାଗୁଛି… ରାଜଧାନୀରେ ଡକାୟତି ବଢ଼ିବା ପ୍ରସଙ୍ଗରେ ନିରଞ୍ଜନଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ସୋମବାର ବିଳମ୍ବିତ ରାତିରେ ଏନ୍‌-୨୫ ଘରେ ପୁଣି ​‌ଚୋରି ଉଦ୍ୟମ ହୋଇଛି। ଏଥର ଚୋର ଧରା ପଡ଼ିଥିବାବେଳେ ପୋଲିସ ଗିରଫ କରି…

Breaking: ପୁରୀରେ ଜମି ଖୋଜୁଛି ବେଦାନ୍ତ, ତିଆରି କରିବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁରୀରେ ଜମି କିଣିବ ବେଦାନ୍ତ । ଏ ନେଇ ପୁରୀରେ ଜମି ଖୋଜୁଛନ୍ତି ଅନୀଲ ଅଗ୍ରୱାଲ । ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତର ଆଗ୍ରହ । ପୂର୍ବରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବିବାଦ…