Browsing Category

ରାଜ୍ୟ

କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ୍ , ୨ ଦିନ ତଳେ କରାଇଥିଲେ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍କ୍ରବ ଟାଇଫସ୍ ଆତଙ୍କ ଖେଳାଇ ଦେଇଛି । ଏହି କ୍ରମରେ କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗତ ୨…

ପ୍ରେମିକା ପାଇଁ ବିଷ ପିଇ ଜୀବନ ହାରିଲେ ଯୁବକ : ପ୍ରତାରଣା ପରେ ନେଲେ ଏପରି ପଦକ୍ଷେପ

ବାଲେଶ୍ୱର : ଦିନକୁ ଦିନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । କିଏ ନଦୀକୁ ଡେଉଁଛି ତ କିଏ ବିଷ ପିଇ ଆତ୍ମହତ୍ୟା କରୁଛି । ସେହିଭଳି ଏକ ହୃଦୟଧରା ଘଟଣା ବାଲେଶ୍ୱରର ଖଇରା ଗାଁରୁ ସାମ୍ନାକୁ ଆସିଛି । ଜଣେ ଯୁବକ…

ପଛୁଆ ବର୍ଗଙ୍କୁ ନେଇ ସରିଛି ସର୍ଭେ, ଶୀଘ୍ର ଏ ନେଇ ରିପୋର୍ଟ ଜାରି କରିବେ ଓଡିଶା ସରକାର

ଭୁୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ମଧ୍ୟ ଏବେ ପଛୁଆ ବର୍ଗକୁ ନେଇ ସର୍ଭେ ରିପୋର୍ଟ ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ସମ୍ବନ୍ଧରେ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭିଜିଲାନ୍ସ ଜାଲରେ ଫସିଲେ ଏମ୍‌ଆଇ : ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବାର ଧରାପଡିଛନ୍ତି

ଭବାନୀପାଟଣା : ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି । ସେହିଭଳି ଥୁ. ରାମପୁର ବ୍ଲକର ଏମ୍‌ଆଇ ଭିଜିଲାନ୍ସ ଜାଲରେ…

Big Breaking: ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ଶୁଣାଣି ହୋଇଛି । ୪୨୯ଟି ରାସ୍ତା ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଯାତାୟତ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ରାସ୍ତା…

ପୁଣି ଏକ ଟ୍ରେନ ଦୁର୍ଘଟଣା : ଟ୍ରାକ ନିକଟରେ ଧସିଲା ମାଟି

ବାଲେଶ୍ୱର : କିଛି ମାସ ପୂର୍ବେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣାକୁ ଏବେ ପର୍ଯ୍ୟନ୍ତ ଲୋକେ ଭୁଲି ପାରୁ ନାହାନ୍ତି । ବାହାନଗା ଘଟଣାର କଥା ଶୁଣିବା ମାତ୍ର ଲୋକଙ୍କ ରୁମ ଟାଙ୍କୁରି ଉଠୁଛି । ସେହିଭଳି ଆଜି ସକାଳେ ରେଳ…

+୨ ନାମଲେଖା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଆରମ୍ଭ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଖାଲିଥିବା ସିଟରେ ତୃତୀୟ ପର୍ଯ୍ୟାୟ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆବେଦନ…

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩୨୮କୁ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୭କୁ ବୃଦ୍ଧି ପାଇଛି । ଗତକାଲି ପୁଣି ୪ ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ…

BMC ସହ ଆଲୋଚନା ପରେ, ଖୋଲିବ ୟୁନିଟ-୧ ହାଟ

ଭୁବନେଶ୍ୱର : ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ଦୀର୍ଘ ୬ ଦିନ ପରେ ପୁଣି ଥରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିବ ଏଠାରେ । ତେବେ ଦଶହରା ପୂର୍ବରୁ ଏଠାରେ ଥିବା ସମସ୍ୟାର ସମାଧାନ ହୋଇଛି । ଏଥି ପାଇଁ ବ୍ୟବସାୟୀମାନଙ୍କ…

ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଗାଡ଼ି : ଘଟଣାସ୍ଥଳରେ ୨ ମୃତ

କୁଚିଣ୍ଡା : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକେ ମର୍ଣ୍ଣିଂ ୱାକ୍ କରନ୍ତି । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ବି ଭଲ ରୁହେ । କିନ୍ତୁ ଆଜି ସକାଳ ସମୟରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଘଟିଥିଲା ଏକ…