fbpx
Browsing Category

ରାଜ୍ୟ

ଚାକିରି ଛାଡି କଲେ ମାଛ ଚାଷ: ମଧୁର ଜଳ ପ୍ରକଳ୍ପ ବନାଇଛି ସ୍ୱାବଲମ୍ବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରୀ ରୁ ଅବସର ପରେ ଆରମ୍ଭ କରିଛନ୍ତି ମଧୁର ଜଳରେ ଜାଆଁଳ ଉତ୍ପାଦନ ଓ ମାଛ ଚାଷ । ନିଜ ବାଡିରେ ଦୁଇ ଏକରର ଜାଗାରେ ଦୁଇଟି ପୋଖରୀ ଖୋଳି ମାଛ ଚାଷ କରିବା ସହ ଜାଆଁଳ ଉତ୍ପାଦନ କରି ତାକୁ…

ନୟାଗଡ଼ରେ ବସ୍-ଟ୍ରକ୍ ମୁହାଁମୁହିଁ: ଜଣେ ମୃତ, ୧୫ ଆହତ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଜିଲ୍ଲା ଟାକେରା ଘାଟି ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ୧୫ ଜଣଙ୍କର ମଧ୍ୟରୁ ୭ ଜଣ ଗୁରୁତର…

ଓକିଲଙ୍କ ଘରେ ପଶି କଳାକନା ବୁଲାଇଲେ ଲୁଟେରା: ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘରେ ପଶି କଳାକନା ବୁଲାଇଲେ । ଯାହା ଥିଲା ସବୁ ଲୁଟି ନେଇଗଲେ । ଏଭଳି ଘଟଣା ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର କ୍ରାନ୍ତିନଗରରୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି କାରନାମା କରିଛନ୍ତି…

(Video)ସରିଲା ହାଇଡ୍ରାମା: ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ, ଅଭିଯୋଗକୁ SDPOଙ୍କ ଖଣ୍ଡନ

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ହାଇଡ୍ରାମା ଶେଷ ହୋଇଛି । ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ…

(video) ଭିଜିଲାନ୍ସ ଜାଲରେ RMC ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଆରଏମସି ଇନ୍ସପେକ୍ଟର । ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଟାଉନରେ ଥିବା ବନମାଳୀଙ୍କ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୪୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

(ଦେଖନ୍ତୁ Video)ଛତ୍ରପୁରରେ ହାଇଡ୍ରାମା: ୧୨ ସମିତି ସଭ୍ୟଙ୍କୁ ଅଟକ ରଖିଛି ପୋଲିସ, ଉଦ୍ଧାର ପାଇଁ…

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା ଖେଳ । ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନରେ ପୁଣି ଥରେ ଆରମ୍ଭ ହୋଇଛି ହାଇଡ୍ରାମା । ଗୋଟିଏ ଗୋଷ୍ଠୀର ୧୨ ସମିତି…

ଲାଗୁ ହେଲା ନୂଆ ଅବକାରୀ ନୀତି: ଏଣିକି ଠାକୁର କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମଦ ଦୋକାନରେ ରହି ପାରିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଦପ୍ରିୟ ଯୁବକଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ…

ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ଗୁରୁତର

ସୋର(ଓଡ଼ିଶା ଭାସ୍କର): ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି । ବିଲ ଭିତରୁ ଅପସରପ୍ରାପ୍ତ ଅଧ୍ୟାପକଙ୍କ…

ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍…