fbpx
BSKY SKY
BSKY SKY
Browsing Category

ରାଜ୍ୟ

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ମାଲକାନଗିରି ଏସ.ପି. ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ ହାର୍ଡକୋର ମାଓବାଦୀ । ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଏରିଆ କମିଟି ମେମ୍ବର ବନ୍ତଲା ରାଜୁ ଓରଫ ସାଗର ମାଓ ସଂଗଠନ ଛାଡି…

ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ AISFର ନିନ୍ଦା: ରାଜ୍ୟବ୍ୟାପୀ ପ୍ରତିବାଦ ପାଇଁ ଆହ୍ୱାନ

ଭୁବନେଶ୍ୱର: ଜେଏନୟୁର ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ଉପରେ ଏବିଭିପି ଆକ୍ରମଣ ବର୍ବରତାର ସୀମା ଲଙ୍ଘନ କରିଛି । ରାମ ନବମୀ ଅବସରରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ହଷ୍ଠେଲରେ ଆମିଷ ଖାଇବାକୁ ବିରୋଧ କରି ଏବିଭିପି…

+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ: ଜାଣନ୍ତୁ କ’ଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ୨୮ରୁ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଏହାରି ମଧ୍ୟରେ ପରୀକ୍ଷା ସୂଚୀରେ କରାଯାଇଛି ସାମାନ୍ୟ ପରିବର୍ତ୍ତନ । ୩ଟି ବିଷୟ ଗଣିତ, ଗୃହ ବିଜ୍ଞାନ…

ଗଞ୍ଜାମ ଜିଲ୍ଲାରୁ ଭୂମିପୁତ୍ର ଏବଂ ଭୂମିକନ୍ୟା ସମ୍ମାନ ପାଇଁ କୁନି ତାରକା ଖୋଜିଲା “କେଦାର ଭାରତୀ”

ଗଞ୍ଜାମ: ଓଡ଼ିଶାର କୋଣ ଅନୁକୋଣରେ ଲୁଚି ରହିଥିବା ବଣମଲ୍ଲୀ ସଦୃଶ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବା ଦିଗରେ 'କେଦାର ଭାରତୀ' ସାପ୍ତାହିକ ସାହିତ୍ୟ ପତ୍ରିକା ଆରମ୍ଭ କରିଛି ଅଭିନବ ପ୍ରୟାସ। ଏହି ପରିପ୍ରେକ୍ଷୀରେ…

ସଂସଦୀୟ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ: ରଖିଲେ ପ୍ରତିକ୍ରିୟା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ସୋମବାର ଖୋର୍ଦ୍ଧା ସଂସଦୀୟ କ୍ଷେତ୍ରରେ ଗମନା ଗମନ ସରଳୀକରଣ , ଦୁର୍ଘଟଣା ରୋକିବା ଓ ସଡକ ପଥର ବିକାଶ କୁ ନେଇ ଚାଲିଥିବା…

ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଅଧ୍ୟାପକ: କଡା କାର୍ଯ୍ୟାନୁଷ୍ଠାନ ଦାବିରେ କଲେଜରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଟୋନୋମସ କଲେଜରେ ଦେଖିବାକୁ ମିଳିଛି ବଡ ଉତ୍ତେଜନା । ଜଣେ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜ ସାମନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଜଣେ ଛାତ୍ରୀଙ୍କୁ…

ଯୋଡା ଅଞ୍ଚଳରେ ୧୪୪ ଧାରା ଲାଗୁ: ଗୋଷ୍ଠୀ ସଂଘର୍ଷ ପରେ ପ୍ରଶାସନର କଡା କାର୍ଯ୍ୟାନୁଷ୍ଠାନ

ଯୋଡା: ପୁଣି ଚିନ୍ତା ବଢାଇଲା ଗୋଷ୍ଠୀ ସଂଘର୍ଷ । ଦୁଇ ଦଳ ଭିତରେ ଗଣ୍ଡଗୋଳ ଏତେ ବଢିଥିଲା ଯେ, ପ୍ରଶାସନ ଶେଷରେ ଏଠି ୧୪୪ ଧାରା ଲାଗୁ କରିବା ପାଇଁ ବାଧ୍ୟ ହୋଇଛି । ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଏମିତି ଏକ…

ଉଦଘାଟିତ ହେଲା ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀରେ ବହୁ ପ୍ରତୀକ୍ଷିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସେମାବାର ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ…

ସ୍ୱଚ୍ଛତାକୁ ସଂକଳ୍ପରେ ପରିଣତ କରିବାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସାଇକ୍ଲୋଥନ୍: ଉଦ୍ୟମକୁ ପ୍ରଶଂସା କଲେ ପୋଲିସ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିବା ନେଇ ଜନସାଧାରଣଙ୍କୁ ଉତ୍ସାହିତ କରିବା ଏବଂ ଏହି ଅଭିଯାନରେ ନିଜକୁ ସାମିଲ କରିବାର ମହତ ଉଦ୍ଦେଶ୍ୟରେ ଭୁବନେଶ୍ୱର ଏମ୍‌ସ…

ଭୁବନେଶ୍ୱରରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା, ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୂ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ସେହି…