fbpx
BSKY SKY
BSKY SKY
Browsing Category

ରାଜ୍ୟ

ଭୁବନେଶ୍ୱରରେ ଖେଳାଳିଙ୍କୁ ସିନିୟରଙ୍କ ନିର୍ଯ୍ୟାତନା ! ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖେଳିବାକୁ ଆସି ଜଣେ ଆଥଲେଟ୍ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ଖେଳାଳି ଜଣକ ଉତ୍ପୀଡ଼ନର ଶିକାର ହୋଇଥିବା…

ମଦନିଶାରେ ହିତାହିତ ଜ୍ଞାନ ହରାଇଲେ ଯୁବତୀ: ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ହଙ୍ଗାମା, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ରାଜଧାନୀ ଭୁବନେଶ୍ୱରରେ ମଦ ପିଇ ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ଯୁବତୀ । ମଦ ନିଶାରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହଙ୍ଗାମା କରିଥିଲେ । କେହି ଜଣେ ଏହାର ଭିଡିଓ ବନାଇଥିବା ବେଳେ ଏହା ବେଶ…

ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାଟଣାଗଡ଼(ଓଡ଼ିଶା ଭାସ୍କର): ପାଟଣାଗଡ଼ର ଏକ ସ୍କୁଲରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି, ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାପୁଜୀ ହାଇସ୍କୁଲର ୭…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ରାଜଧାନୀରେ ବିଳମ୍ବିତ ରାତ୍ରିରେ ମର୍ଡର: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର, ଅନାଥ ହୋଇଗଲା ଏକମାତ୍ର ସନ୍ତାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହୋଇପଡ଼ିଛି । ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଏକ ପରିବାରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କର…

ମହାନଦୀରୁ ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଯୋବ୍ରା ନିକଟରେ ଗାଧୋଇବାବେଳେ ବୁଡ଼ିଯାଇଥିଲେ ୩ ଜଣ

କଟକ: ଯୋବ୍ରା ବ୍ୟାରେଜ ଠାରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ତିନିଜଣକ ମଧ୍ୟରୁ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏବେବି ଅନ୍ୟ…

ବସ୍ ଓଲଟି ୬ ଯାତ୍ରୀ ଆହତ: ଗାଈକୁ ବଞ୍ଚାଇବା ବେଳେ ଘଟିଲା ଅଘଟଣ

ବସ୍ ଓଲଟି ୬ ଯାତ୍ରୀ ଗୁରୁତର ଆହତ । ବସ ଚାଲୁଥିବା ବେଳେ ହଠାତ୍ ଏକ ଗାଈ ରାସ୍ତା ମଝିକୁ ପସିଆସିଥିଲା । ଆଉ ଗାଈକୁ ବଞ୍ଚାଇବାକୁ ଯାଇ ପ୍ରୟାସ କରିବା ବେଳେ ଭାରସାମ୍ୟ ହରାଇ ବସଟି ରାସ୍ତାକଡ଼କୁ ଓଲଟିପଡ଼ିଥିଲା ଫଳରେ ୬…

ବସ୍ତା ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳିତ ମୃତଦେହ: କେହି ଦୁର୍ବୁତ୍ତ ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ

ସୁନ୍ଦରଗଡ଼: ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ଅର୍ଦ୍ଧଗଳିତ ମୃତଦେହ । ବଡ଼ଗାଁ ଥାନା ଗରିଆମାଲ ନିକଟ ୧୦ ନଂ ରାଜ୍ୟ ରାଜପଥରୁ ଏକ ବସ୍ତା ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳିତ ମୃତଦେହ । ଯୁବକଙ୍କୁ ହତ୍ୟା ପରେ ଅଖାରେ…

ମହାନଦୀରେ ବୁଡ଼ି ୨ ନିଖୋଜ: ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍

କଟକ: ମହାନଦୀର ଯୋବ୍ରା ବ୍ୟାରେଜ ନିକଟରେ ବୁଡ଼ିଗଲେ ୩ ଯୁବକ । ୩ ଜଣ ଯୁବକ ଯୋବ୍ରାରେ ଗାଧୋଇବା ପାଇଁ ଯାଇଥିବାବେଳ ଘଟିଛି ଅଘଟଣ । ତେବେ ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ତାଙ୍କୁ…

SBI ଏଟିଏମରୁ ଲୁଟିନେଲେ ବ୍ୟାଟେରୀ: ଲିଙ୍ଗିପୁର ଏଟିଏମ୍ ଲୁଟେରା ଲିଙ୍କ ସନ୍ଦେହ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରାଜଧାନୀରେ ଘଟିଯାଇଛି ଆଉ ଏକ ଚୋରି । ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚୋରି ହୋଇଛି ଏକ ଏଟିଏମ୍ ବ୍ୟାଟେରୀ ।…