fbpx
BJD SKY
BJD SKY
Browsing Category

ରାଜ୍ୟ

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପାଇଁ ନବନୀଙ୍କ ଚିଠି

ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ର ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନୂଆଦିଲ୍ଲୀରେ ଓଡ଼ିଶା ସଂସ୍କୃତ କେନ୍ଦ୍ର ଓ ପାଠାଗାର ପାଇଁ ଜାଗା ଦେବା…

ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର

ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର ମିଳିଛି । ଜାଗା ମିସନର ସଫଳତା ପାଇଁ ଓଡ଼ିଶାକୁ ବ୍ରିଟିଶ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ମିଳିିଥିବା ସୂଚନା ମିଳିଛି । ଏହି ସଫଳତା…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼, ୯ା୧୨(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଦମ୍ବବନ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି ଉପଜିଲ୍ଲାପାଳ । ଡିସେମ୍ବର ୩୧ରୁ ଜାନୁଆରି ୧୦ଯାଏଁ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି

କଟକ, ୯ା୧୨(ଓଡ଼ିଶା ଭାସ୍କର): ଆଜି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ, ଟିକେଟ ପାଇଁ ୧୨ଟି କାଉଣ୍ଟର ବ୍ୟବସ୍ଥା

କଟକ,୯ା୧୨(ଓଡ଼ିଶା ଭାସ୍କର): ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ଓସିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଆଗାମୀ ୨୨ରେ ବାରବାଟୀରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଏନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି ।…

କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ

ମାଲକାନଗିରି, ୯ା୧୨(ଓଡିଶା ଭାସ୍କର): ଆଜି କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ ଘଟିଛି । ରାମନ୍ନା ଓରଫ କେ.ଶ୍ରୀନିବାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବସ୍ତର ଜଙ୍ଗଲରେ ରାମନା୍ନ ପ୍ରାଣହରାଇଥିବା…

ସନ୍ଧ୍ୟା ସୁଦ୍ଧା କମିବ ପିଆଜ ଟେନସନ୍, ଜାଣନ୍ତୁ କେଉଁ ତାରିଖ ସୁଦ୍ଧା କେତେ ହ୍ରାସ ହେବ ଦର

ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧୫ ଟଙ୍କା କମିବ ପିଆଜ ଦର । ଡିସେମ୍ବର ୧୫ ସୁଦ୍ଧା ୪୦ରୁ ୫୦ ଟଙ୍କା ଦରରେ…

୨୦ ସୁଦ୍ଧା ରାଜ୍ୟ ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱ,୯ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୦ ସୁଦ୍ଧା ସରିବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏହାର ପରିଚାଳନା କରିବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଷ୍ଠି । ତେବେ ୧୪ରୁ ୧୬ ଯାଏ ୩୬ଟି…

ଅଇଁଠାପାଲି ଗଣଦୁଷ୍କର୍ମରେ ୪ ଗିରଫ

ସମ୍ବଲପୁର, ୯ା୧୨(ଓଡ଼ିଶା ଭାସ୍କର): ସମ୍ବଲପୁର ଅଇଁଠାପାଲି ନିକଟରେ ପୁଣିଥରେ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଏନେଇ ସମ୍ବଲପୁର ଏସପି କନୱର ବିଶାଲ…

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ଟି ସହର

ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଦାରିଙ୍ଗବାଡ଼ିଠାରେ…