Browsing Category
ରାଜ୍ୟ
ବିଜେଡିରୁ ବହିଷ୍କୃତ ହେଲେ ସିଟି କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପଞ୍ଚାୟତଠାରୁ ଠାରୁ ଆରମ୍ଭ କରି…
ରାଜ୍ୟରେ ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ ୫.୦
ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ୍ ଅଭିଯାନ ଫାଇଭ୍ ପଏଣ୍ଟ ଜିରୋ ଆଜିଠାରୁ ଆରମ୍ଭ ହୋଇଛି । ଏହା ଆଜି ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଅକ୍ଟୋବର ୯ରୁ ୧୪…
ଓଡ଼ିଶା ଷ୍ଟାର୍ଟ ଅପ୍ ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଷ୍ଟାର୍ଟ ଅପ୍ ଯାତ୍ରା ଓ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ ୨୦୨୩କୁ ଉଦ୍ଘାଟନ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରେ ୨୦୨୫ ପର୍ଯ୍ୟନ୍ତ ୫ ହଜାର ଷ୍ଟାର୍ଟ…
ମୁଖ୍ୟ ଶାସନ ସଚିବ ହସ୍ପିଟାଲରେ ଭର୍ତ୍ତି: ଡେଙ୍ଗୁରେ ସଂକ୍ରମିତ ହେଲେ ପ୍ରଦୀପ ଜେନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି । ଚଳିତ ମାସ ପହିଲା ସୁଦ୍ଧା ରାଜ୍ୟର ୮୨ ପ୍ରତିଶତ ସଂକ୍ରମିତ ବେଳ ୬ଟି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଗତବର୍ଷ ଯେଉଁସବୁ…
ବଙ୍ଗୋପସାଗରରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ ! ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ଆଜି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…
ପୂର୍ବତଟ ରେଳବାଇ ପକ୍ଷରୁ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ୍ ଆରମ୍ଭ
ଭୁବନେଶ୍ୱର: ଓଡ଼ିଶାରେ ଚାଲିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପରୀକ୍ଷାମୂଳକ ଭାବେ ଚଳାଚଳ କରିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହାକୁ ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ୍ ରନ୍ କରାଯାଇଛି । ଏହି…
ସୌରିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି : ବଢିଲା କଣ୍ଠଶିଳ୍ପୀଙ୍କ ଅଡ଼ୁଆ
ଭୁବନେଶ୍ୱର : କଣ୍ଠଶିଳ୍ପି ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା କମିଶନରେଟ ପୋଲିସ । କୋଲକତାକୁ ଯାଇ ଖାଲି ହାତରେ ପୋଲିସ ଫେରିବା ପରେ, ଏହି ନିଷ୍ପତି ନେଇଛି କମିଶନରେଟ ପୋଲିସ । କୋଲକାତାର ୩ଟି…
ବିଷ ନେଲା ସାରା ପରିବାରର ଜୀବନ : ପୁଅ ଓ ଝିଅ ପରେ ଆଖି ବୁଜିଲେ ମାଆ
ବରଗଡ଼ : ସୁଖର ସଂସାର ମିଶିଲା ମାଟିରେ । ଘରର ମୁଖ୍ୟାଙ୍କ ମୃତ୍ୟୁପରେ ମର୍ମାହତ ପରିବାରର ୩ଜଣ ସଦସ୍ୟ କୀଟନାଶକ ବିଷ ପିଇଥିଲେ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଧୀନ ମାଷ୍ଟର୍ପଡ଼ା ଠାରେ ରବିବାର…
କ୍ୟାନସର ପାଇଁ ବିକ୍ରି ହେଉଛି ନକଲି ଔଷଧ : ନଜର ରଖିବାକୁ ରାଜ୍ୟଙ୍କୁ ଡିସିଜିଆଇର ପରମାର୍ଶ
ନୂଆଦିଲ୍ଲୀ : ଭାରତର ବଜାରରେ ଲିଭର ଏବଂ କ୍ୟାନସର ରୋଗୀଙ୍କ ପାଇଁ ନକଲି ଔଷଧ ସହ ଇଞ୍ଜକସନ ବିକ୍ରି ହେଉଛି । ଏନେଇ ଡିସିଜିଆଇ ସୂଚନା ଦେଇଛନ୍ତି । ଏଥିସହିତ ନକଲି ଔଷଧ ଏବଂ ଇଞ୍ଜକସନ ଉପରେ କଡ଼ା ନଜର ରଖିବା ପାଇଁ ସବୁ…
୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆସନ୍ତା ୧୩ରୁ ଆବେଦନ, ଅକ୍ଟୋବର ୧୦ ଶେଷ ତାରିଖ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ ।…