Browsing Category

ରାଜ୍ୟ

ବଡ଼ ଖବର… ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ: ଜଳୁଛି ରାଜସ୍ୱ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକସେବା ଭବନର ପ୍ରଥମ ମଲାରେ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଭବନର ରାଜସ୍ୱ ବିଭାଗର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା…

ଆଜିଠୁ ହବିଷ୍ୟାଳି ଯୋଜନାରେ ପଞ୍ଜିକରଣ ଆରମ୍ଭ: ଜାଣନ୍ତୁ କିପରି ନିଜକୁ କରିବେ ରେଜିଷ୍ଟ୍ରେସନ

ପୁରୀ: ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳି ଯୋଜନାରେ ଆଜିଠାରୁ ନାମ ପଞ୍ଜିକରଣ ଆରମ୍ଭ ହେବ । ଆଗ୍ରହୀ ମା’ମାନେ ନିଜନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିମ୍ବା ଅନ୍‍ଲାଇନ୍‍ ଜରିଆରେ…

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ବାଲିଗୁଡ଼ା : ବାଲିଗୁଡ଼ା ରେ ଘଟିଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ପାଟଖଣ୍ଡା ସାହିରେ ଥିବା ଏକ ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବିସ୍କୁଟ ଓ ଚକୋଲେଟ ଜଳିଯାଇଛି । ତେବେ…

୨୪ ଘଣ୍ଟାରେ ପୁଣି ୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮

ସୁନ୍ଦରଗଡ଼ : ଦିନକରେ ପୁଣି ୪ ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଲାଣି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ରୋଗରେ…

ଅଧିକ ଘନୀଭୂତ ହେଲା ଲଘୁଚାପ : ରାଜ୍ୟର ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଉପକୂଳ, ଉତ୍ତର ପୂର୍ବ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା; ଡିଏନଏ ରିପୋର୍ଟ କହିବ ସେଦିନ ପୁଅ ହୋଇଥିଲା ନା ଝିଅ

ଓଡିଶା ଭାସ୍କର; ଶିଶୁ ଅଦଳବଦଳ ଘଟଣାରେ ଶିଶୁର ପରିଚୟ ଦେବ ଡିଏନଏ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଏକ ଚର୍ଚ୍ଚା ଲାଗିରହିଛି । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ…

ଆଗକୁ ଆସୁଛି ବିଧାନସଭା ନିର୍ବାଚନ: ସୌମ୍ୟଙ୍କୁ ନେଇ ବଢ଼ୁଛି ରାଜନୈତିକ ମହଲରେ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଜାରି ରହିଛି । ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ବାଦକୀୟ ମାଧ୍ୟମରେ ସୌମ୍ୟ…

ଭବାନୀପାଟଣାରେ ଓଲଟିଲା କୋଇଲା ବୋଝେଇ ଟ୍ରକ, ଗାଡି ତଳେ ଫସିରହିଛନ୍ତି ଡ୍ରାଇଭର

ଓଡିଶା ଭାସ୍କର; ଭବାନୀପାଟଣାରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଥିବା ଖବର ଏବେ ସାମ୍ନାକୁ ଆସିଛି । ଫୁରଲୀଝରନ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏଥିରେ ଥିବା ହେଲପର ଜଣଙ୍କ ଗୁରୁତର…

ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି…

ଏସ.ସି.ବିରେ ପାଣି ସମସ୍ୟା ପାଇଁ ରୋଗୀ ହନ୍ତସନ୍ତ

କଟକ: ଏସସିବିରେ ଦେଖାଦେଇଛି ପାଣି ସମସ୍ୟା । ବିଦ୍ୟୁତ ସମସ୍ୟା ପରେ ଏବେ ପାଣି ସମସ୍ୟା । କାଲି ରାତିରୁ ମେଡ଼ିକାଲର ସବୁ ୱାର୍ଡ଼ରେ ପାଣି ବନ୍ଦ ହୋଇ ଯାଇଛି । ଶୌଚାଳୟରେ ପାଣି ଆସୁ ନଥିବା ସହ ପିଇବା ପାଣି ପାଇଁ…