Browsing Category

ରାଜ୍ୟ

ବଙ୍ଗୋପସାଗରରେ ସୃଷ୍ଟିହେଲା ଆଉ ଏକ ଲଘୁଚାପ କ୍ଷେତ୍ର; ଅତିପ୍ରବଳ ବର୍ଷା ହେବାନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା…

ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା, ମା’ଙ୍କ ପାଖରେ ଲାଗି ହେଲା ନୂଆ ସିନ୍ଦୁର

ସମ୍ବଲପୁର : ଆସନ୍ତା କାଲି ନୂଆଁ ଖାଇ । ଏଥି ପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର । ଓଡିଶାର କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ…

ବଜ୍ରପାତ ବେଳେ ମୋବାଇଲରେ କଥା ହେଉଥିଲେ ସାବଧାନ, ନ ହେଲେ ହୋଇପାରେ ଭୟଙ୍କର ପରିଣାମ

ଧର୍ମଶାଳା : ମୋବାଇଲରେ କଥା ହେବାବେଳେ ବଜ୍ରପାତ ହେବାରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚୟୀନୁହୁଡା ଗ୍ରାମରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ୱର ହୋଇଛନ୍ତି ।…

(Video) ତାଳଗଛରୁ ମିଳିବ ନୂଆ ଜୀବନ…ପଦକ୍ଷେପ ନେଉଛନ୍ତି ପରିବେଶବିତ

ଏଣିକି ତାଳଗଛ ରୋକିବ ମୃତ୍ୟୁ । ଯଦି ତାଳ ଗଛ ସବୁ ସ୍ଥାନରେ ଲଗାଯିବ ତାହା ସହ ତାଳ ଗଛ ରହିଲେ ମୃତ୍ୟୁ ସଂଖ୍ୟା କମିଯିବ । ଏବେ ତାଳ ଗଛ ରୋକିକ ମୃତ୍ୟୁକୁ । ଦିନ ଥିଲା ଗାଁ ଗହଳି, ଗହୀର ପାଟ ବିଲ ହିଡ଼ ଗୁଡିକରେ ପ୍ରଚୁର…

ପୁରୀ-ରାଉରକେଲାରେ ଚାଲିବ ବନ୍ଦେ ଭାରତ, ଆସନ୍ତା ୨୦ରେ ହେବ ଟ୍ରାଏଲ ରନ

ରାଉଲରକେଲା : ପୁରୀ-ରାଉରକେଲା ମଧ୍ୟରେ ଖୁବସିଘ୍ର ଚାଲିବ ବନ୍ଦେ ଭାରତ ଟ୍ରେନ । ଆସନ୍ତା ୨୦ରେ ଏଥିପାଇଁ ଟ୍ରାୟଲ ରନ ହେବ । ଏହି ଟ୍ରେନ ସକାଳ ୫ଟାରେ ପୁରୀ ଷ୍ଟ୍ରେସନ ଛାଡି ଅପରାହ୍ନ ୧୨ ଟା ୪୫ରେ ରାଉରକେଲା ଷ୍ଟେସନରେ…

ଓଡ଼ିଶାର ମେଡିକାଲ କ୍ୟାମ୍ପସରେ ହେବ ସ୍ଥାୟୀ ‘ହେଲିପ୍ୟାଡ’: ରୋଗୀଙ୍କୁ ଏୟାରଲିଫ୍ଟର ସୁବିଧା ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବର୍ତ୍ତମାନ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାକୁ ଚିକିତ୍ସା କ୍ଷେତ୍ରରେ ବିକାଶ କରାଇବା ପାଇଁ ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଉଛନ୍ତି ସରକାର । ବର୍ତ୍ତମାନ…

ଗଣେଶ ପୂଜାରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର

କଟକ : ଆଜି ହେଉଛି ପବିତ୍ର ଗଣେଶ ପୂଜା । ଏହି ଗଣେଶ ପୂଜାରେ ଘଟିଛି ଏକ ବଡ଼ ଅଘଟଣ । କଟକର ଏକ ଘରୋଇ ବିଦ୍ୟାଳୟର ୩ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଜଣଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଦୁଇ…

ଏଥର ବର୍ଷାରେ ଭିଜିବେ ଗଣପତି ବାପା : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଆଜି ଗଣପତି ବାପା ବର୍ଷାରେ…

ଓଡ଼ିଶାରେ ଭୟ ବଢାଉଛି ନୂଆ ଭାଇରସ: ‘ସ୍କ୍ରବ ଟାଇଫସ’ରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ

ସୁନ୍ଦରଗଡ଼: ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ସଂଖ୍ୟା ଏବେ…

ବିଜେଡି ସାଂସଦ ମମତାଙ୍କୁ ବଡ଼ ଦାୟିତ୍ୱ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ଜଗଦୀପ ଧନକର ଏନେଇ ଘୋଷଣା କରିଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ପ୍ୟାନେଲରେ…