Browsing Category
ରାଜ୍ୟ
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସତର୍କ ସୂଚନା: ୧୮ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ବର୍ଷାରେ ଆଜି ବେହୋଲ ହୋଇପଡ଼ିଛି ଦ୍ୱୈତ ନଗରୀ । ସନ୍ଧ୍ୟା ୬ଟାରୁ ପାଖାପାଖି ଏକ ଘଣ୍ଟା ସମୟ ଧରି ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ସାଙ୍ଗକୁ କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା । ଫଳରେ…
ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ: ୮୦ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଆଉ ନାହାନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା…
୧୫ ଜଣ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟରେ…
ପୂଜା ନାମରେ କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେନି: କମିଶନରେଟ୍ ପୋଲିସ ଜାରିକଲା ଟୋଲ୍ ଫ୍ରି ନମ୍ବର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ମା’ଙ୍କର ଆଗମନ ପୂର୍ବରୁ ରାଜଧାନୀର ଗଳିକନ୍ଦିରେ ଏବେ ସାଜସଜ୍ଜା, ତୋରଣ ବନ୍ଧା ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଆଗାମୀ ଦିନରେ ରାଜଧାନୀରେ ଗଣେଶ…
କଟକ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରହିଛି ଅତ୍ୟାଧୁନିକ ଆହାରକେନ୍ଦ୍ର ବ୍ୟବସ୍ଥା
କଟକ: ବହୁ ପ୍ରତିକ୍ଷିତ କଟକ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନ ସାଢ଼େ ୪ଟାରେ କଟକ ଖାନନଗରଠାରେ ପାଖାପାଖି ୧୫ ଏକର ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ…
ଏହି ରାଜ୍ୟରେ ବଢୁଛି କୋଟିପତିଙ୍କ ସଂଖ୍ୟା, ବିନା ଚାକିରୀରେ ବି ବର୍ଷା ହେଉଛି ପଇସା, କ’ଣ ରହିଛି କାରଣ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ଭାରତରେ ଜନସଂଖ୍ୟା ଯେପରି ବୃଦ୍ଧି ପାଉଛି ସେହିପରି କୋଟିପତିଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଭାରତର ଲୋକମାନେ ଏବେ କେବଳ ଗରିବୀ ରେଖାରୁ ବାହାରକୁ ଆସିନାହାନ୍ତି ବରଂ ଉଚ୍ଚ ଦରରେ ରୋଜଗାର କରି…
ଗ୍ରାହକଙ୍କ ଚିନ୍ତା ବଢ଼ାଉଛି ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ ?
ଭୁବନେଶ୍ୱର : ସୁନାକୁ ପିନ୍ଧିବା ସବୁ ମହିଳାଙ୍କ ଶୌକ, କିନ୍ତୁ ବର୍ତ୍ତମାନ ଏହାର ଯାହା ମୂଲ୍ୟ ତାହାକୁ ନେଇ ଗ୍ରାହକ କିଣିବା ପୂର୍ଵରୁ ଅନେକ ଥର ଭାବନ୍ତି । ସୁନା ଦରରେ ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ପଡିଛନ୍ତି ।…
ବଡ଼ ଖବର; ନୂଆଖାଇ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ତାରିଖ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ
ଭୁବନେଶ୍ୱର; ନୂଆଖାଇ ପାଇଁ ଘୁଞ୍ଚିଲା ଓଡିଶା ବାଚସ୍ପତି ନିର୍ବାଚନ । ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ପୂର୍ବରୁ ୨୧ ତାରିଖ ଅର୍ଥାତ ନୂଆଖାଇ ଦିନ ନିର୍ବାଚନ ହେବା ନେଇ ସ୍ଥିର ହୋଇଥିଲା।…
ରାତିରେ ଶୋଇଥିବା ସମୟରେ ଭାଙ୍ଗିପଡିଲା ଛାତ, ୩ ଶିଶୁଙ୍କ ସହ ଗୋଟିଏ ପରିବାରର ୫ ମୃତ
ଲକ୍ଷ୍ନୌ: ଆଜି ଅର୍ଥାତ୍ ଶନିବାର ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ରେଲୱେ କଲୋନୀରେ ଛାତ ଖସିପଡିବାରୁ ୩ ଜଣ ଶିଶୁଙ୍କ ସହିତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ…
ଅଙ୍ଗନବାଡ଼ି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଡିଇଓ
ଭୁବନେଶ୍ୱର: ଅଙ୍ଗନବାଡ଼ି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ । ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ବାହାରିଛି । ତେଣୁ ସ୍କୁଲ ପରିସରରେ ଥିବା ମଧ୍ୟାହ୍ନଭୋଜନରେ ଅଙ୍ଗନବାଡ଼ି ଦିଦିଙ୍କୁ…