CHARIDHAM
Browsing Category

ରାଜ୍ୟ

ରାଜ୍ୟର ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ’ ଯୋଜନା: ମିଳିବ ୩ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହା ମଧ୍ୟରେ ସହରାଞ୍ଚଳର ବାସହୀନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ…

ଆସନ୍ତାକାଲି ୫ଟି ସ୍ଲୁଇସ୍‍ ଗେଟ୍‍ ଦେଇ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‍ରୁ ଆସନ୍ତାକାଲି ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ୫ଟା ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ଛଡ଼ାଯିବ । ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି…

ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ପାଠ୍ୟକ୍ରମକୁ ଛାତ୍ରଛାତ୍ରମୀାନେ ନିଜ ଭାଷାରେ ପଢ଼ିପାରିବେ । ଏହିକ୍ରମରେ ଛାତ୍ରଛାତ୍ରୀମାନେ ଓଡ଼ିଆରେ ମଧ୍ୟ ସିବିଏସ୍‍ଇରେ ଦ୍ୱାଦଶ…

ନକଲି ମସଲା ଉତ୍ପାଦନ କାରଖାନା ଉପରେ ଚଢାଉ, ଜଣେ ଅଭିଯୁକ୍ତ ଗିରଫ

କଟକ: ଦିନକୁ ଦିନ ବଢୁଛି ନକଲି ଖାଦ୍ୟ ଉତ୍ପାଦନ । ଶନିବାର ଦିନ କଟକ ମାଲଗୋଦାମ ସ୍ଥିତ ଏକ ନକଲି ମସଲା ପ୍ରସ୍ତୁତ କରୁଥିବା କାରଖାନା ଉପରେ କଟକ ମୁନିସିପାଲ କର୍ପୋରେସନ(ସିଏମସି) ଏବଂ ପୋଲିସ ମିଳିତ ଭାବରେ ଚଢାଉ…

ଜନ୍ମଦିନ ମନାଇଲେନି ଫଡନବିସ ଓ ପାୱାର, ସେବା ଦିବସ ଭାବରେ ବନ୍ୟା ପ୍ରଭାବିତଙ୍କୁ ସେବା ଯୋଗାଇଲେ ନେତା ଓ କର୍ମୀ

ମୁମ୍ବାଇ:ନାଗପୁରରେ ଦଳର କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ର ସଂଯୁକ୍ତ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାରଙ୍କୁ ସେମାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ହୋର୍ଡିଂ ଲଗାଇଥିଲେ । ଆଜି ଅର୍ଥାତ୍ ୨୨…

ଓଡ଼ିଶାରେ ଖୋଲିବ ୧୧ଟି କ୍ୟାନ୍ସର ୟୁନିଟ, ୧୦୦୧,୧୪ କୋଟି ଟଙ୍କାର ବିଲ୍ ପାରିତ କରିଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟରେ କ୍ୟାନ୍ସର ସେବାର ପ୍ରସର କରିବା ଲାଗି ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତେଣୁ ଓଡ଼ିଶା ସରାକର ଏନେଇ ୧୦୦୧.୧୪ କୋଟି ଟଙ୍କାର ବଜେଟକୁ ପାରିତ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ଆସନ୍ତା…

(video)ପ୍ରଳୟଙ୍କରୀ ବର୍ଷା; ଅଚାନକ ନଦୀରେ ବନ୍ୟା ଆସି ଭାସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍

ହରିଦ୍ୱାର:ଉତ୍ତରାଖଣ୍ଡରେ ଆକାଶରୁ ଏବେ ଯେପରି ପ୍ରଳୟ ବରଷୁଛି । ଭୀଷଣ ବର୍ଷା ପରେ ଏଠାରେ ନଦୀଗୁଡିକ ଭୟଙ୍କର ରୂପ ଧାରଣ କରିଛି । ଉତ୍ତରାଖଣ୍ଡରେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ହରିଦ୍ୱାରରେ ଏପରି ଏକ ମାମଲା…

ମା’ ଗାଳି ଦେବାରୁ ୯ ବର୍ଷର ଶିଶୁ ନେଲା ଭୟଙ୍କର ନିଷ୍ପତ୍ତି, ସ୍କୁଲ ଡ୍ରେସ୍ ଟାଇରେ ଫାଶୀ ଲଗାଇ ଆତ୍ମହତ୍ୟା

କାନପୁର:ଉତ୍ତରପ୍ରଦେଶ କାନପୁରରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ । ଏଠାରେ ତୃତୀୟ ଶ୍ରେଣୀରେ ପଢୁଥିବା ଏକ ୯ ବର୍ଷର ବାଳକ ସ୍କୁଲ ଟାଇକୁ ବ୍ୟବହାର କରି ବେକରେ ଫାଶୀ…

ଭାରତୀୟ ରାଜନୀତିରେ ନୂଆ ରେକର୍ଡ କଲେ ନବୀନ: ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ରଚିଲେ ଇତିହାସ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସର୍ବାଧିକ କାଳ ଶାସନ କ୍ଷମତାରେ ରହିବାରେ ଶନିବାର ନବୀନ ଜ୍ୟୋତି ବସୁଙ୍କ ସମକକ୍ଷ ହୋଇଥିବା ବେଳେ ରବିବାର ତାଙ୍କୁ…

କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ: ଚାଷୀଙ୍କ ଋଣ ଉପରେ ୫ ବର୍ଷପାଇଁ ସୁଧ ଛାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ…