Browsing Category

ରାଜ୍ୟ

ଶୋଇଥିବା ବେଳେ ଘରେ ପଶିଗଲା କାର୍, ମହିଳା ମୃତ

ବୌଦ୍ଧ: ଘରେ ଶୋଇଥିବା ଅବସ୍ଥାରେ ଏକ କାର ମାଡିଯାଇଥିବା କଥା ସାମ୍ନାକୁ ଆସିଛି । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏନଏଚ ୫୭ ରାଧାନଗର ଛକ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ରାସ୍ତା ଅବରୋଧ କରିଛନ୍ତି…

ଯୁକ୍ତ ଦୁଇ ରେଜଲ୍ଟ ନେଇ ଦ୍ୱନ୍ଦ୍ୱ ଦୂର କଲା CHSE: କ୍ୱାର୍ଟର ପରୀକ୍ଷା ରେଜଲ୍ଟ ଆଧାରରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ବର: ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ଖୁବଶୀଘ୍ର ପ୍ରକାଶ ପାଇବ ପରୀକ୍ଷା ଫଳ । ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର…

୧୫ରୁ କଲବଲ କରିବ ତାତି: ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇଛି । ରବିବାର ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଫଳରେ ରବିବାରଠାରୁ ପାଗ ବଦଳିବା ସହ ତାତିର ପ୍ରଭାବ…

ଭୁବନେଶ୍ୱରଠାରେ ଆସନ୍ତାକାଲି ଆରମ୍ଭ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆସନ୍ତାକାଲି ଭୁବନେଶ୍ୱରଠାରେ ଆରମ୍ଭ ହେବ । ଏହି ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ତଥା ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନର…

ବନ୍ଦ ଘରୁ ଉଦ୍ଧାର ହେଲା ୩ ମୃତ ଦେହ, ହତ୍ୟା ସନ୍ଦେହ

ସମ୍ବଲପୁର: ଏକ ବନ୍ଦ ଘରୁ ୩ଟି ମୃତ ଦେହ ଉଦ୍ଧାର କରିବା କଥା ସାମ୍ନାକୁ ଆସିଛି । ସେହି ଘରୁ ମା’ ଓ ୨ ଶିଶୁଙ୍କ ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏହା ଏକ ହତ୍ୟା ମାମଲା…

ବିଜୟ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: କହିଲେ-‘ଝାରସୁଗୁଡ଼ାର ବିକାଶ ପାଇଁ ବିଜେଡି ଅଧିକ ଗୁରୁତ୍ୱ ଦେବ’

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ଫଳଫଳ ଘୋଷଣା ପରେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଝାରସୁଗୁଡା ବିଜୟ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବରେ…

ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଜି ଆଉ ଦୁଇଟି ବିଭାଗର ଦାୟିତ୍ୱ ମିଳିଲା । ତାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଭାର ଦିଆଯାଇଛି । ପୂର୍ବରୁ ସେ କେବଳ ରାଜସ୍ୱ ବିପର୍ଯ୍ୟୟ…

(Video) ମୋ ଛାଡ଼ପତ୍ର ଇତିହାସ ରଚିବ: ଏହା ଛାଡ଼ପତ୍ର ନୁହେଁ ଷଡ଼ଯନ୍ତ୍ର, କାନ୍ଦି କାନ୍ଦି କହିଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାହିକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି । ଗତ ମାର୍ଚ୍ଚ ମାସରେ…

ବାପାଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି ; ବିପୁଳ ଭୋଟରେ ବିଜୟଲାଭ

ଭୁବନେଶ୍ୱର : ବାଘର ଛୁଆ ସବୁବେଳେ ବାଘ ରହିବ । ବାପାଙ୍କ ରେକର୍ଡ ଭାଙ୍ଗି ବିପୁଳ ଭୋଟରେ ଜିତିଲେ ଦୀପାଳି । ବିଧିବଦ୍ଧଭାବରେ ଘୋଷଣା ହେଲା । ୧୦୭୦୦୩ ଭୋଟରେ ଦୀପାଳି ବିଜୟ ଲାଭ କରିଛନ୍ତି । ପ୍ରଥମଥର ପାଇଁ ବିଜେଡି ଏକ…

ଝାରସୁଗୁଡ଼ା ଉପନିର୍ବାଚନ: ୧୫ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି । ୧୩ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ବିଜେଡ଼ିର ଦୀପାଳି ଦାସଙ୍କୁ ୮୯୩୨୧ ଭୋଟ ମିଳିଥିବା ବେଳେ ସେ ଏହି ରେସରେ ଆଗୁଆ ଅଛନ୍ତି ।…