
Browsing Category
ରାଜ୍ୟ
୨୮ରେ ଲଘୂଚାପ: ଆଗାମୀ ୬ ଦିନ ପ୍ରବଳ ବର୍ଷା, ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇତିମଧ୍ୟରେ ରାଜ୍ୟର ସବୁ ଅଞ୍ଚଳକୁ ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ…
ରାଜ୍ୟର ସବୁ ଅଞ୍ଚଳକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଟ୍ୱିନ୍ ସିଟି ପାଇଁ ଆଲର୍ଟ ଜାରି
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇତିମଧ୍ୟରେ ରାଜ୍ୟର ସବୁ ଅଂଚଳକୁ ଛୁଇଁଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ…
(Video) ଭାବଗ୍ରାହୀ କାଳିଆ ଠାକୁର: ଭକ୍ତଙ୍କୁ ଦର୍ଶନ ଦେବାକୁ ‘ପହଡ଼’ରୁ ବାହାରି ଆସିଲେ ଶ୍ରୀଜିଉ
ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଭକ୍ତବତ୍ସଳ ଭାବଗ୍ରାହୀ ବୋଲି କୁହାଯାଏ । ଭକ୍ତର ଦୁଃଖ ବୁଝିବା ପାଇଁ ବର୍ଷକୁ ଥରେ ରତ୍ନ ସିଂହାସନରୁ ଓହ୍ଲାଇ ରଥଯାତ୍ରା କରିଥାନ୍ତି ମହାବାହୁ କୋଟି ଓଡିଆଙ୍କ ମଉଡ଼ମଣୀ । ବିପଦରେ…
5-ଟି ଉପକ୍ରମରେ ରୂପାନ୍ତର ହେବ ନନ୍ଦନକାନନ: ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର ଶ୍ରୀ କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular…
ରାଜ୍ୟର ପ୍ରତି ସମବାୟ ସମିତିରେ ପ୍ରତିଷ୍ଠା ହେବ ମାଇକ୍ରୋ ଏଟିଏମ୍: ଚାଷୀଙ୍କ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଲା ସମବାୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି…
ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା
ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ…
ଆଜିଠାରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ: HSRP ନଥିଲେ ୫ରୁ ୧୦ ହଜାର ଫାଇନ୍ ଆଦାୟ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ନେଇ ରାଜ୍ୟ ସରକାର ଗତବର୍ଷ ବାଧ୍ୟତାମୂଳକ କରିଥିଲେ ।…
ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ ହେବା ନେଇ ମୋଡ଼ାଲିଟି ପ୍ରକାଶ
ଭୁବନେଶ୍ୱର: ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଡ଼ାଲିଟି ପ୍ରକାଶ ପାଇଛି । ୨୦୧୩ ମସିହା…
ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୯ଟି ସ୍ଥାନରେ ଚାଲିଛି ଖୋଳତାଡ଼
ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ନବରଙ୍ଗପୁର…