Browsing Category
ରାଜ୍ୟ
ଟ୍ରେନ୍ ଦୁର୍ଘଟଣାକୁ କିପରି ରୋକାଯାଇପାରିବ? ଏହି ଦେଶମାନଙ୍କ ଠାରୁ ଶିଖିପାରିବ ଭାରତ, ଜାଣନ୍ତୁ କ’ଣ ରହିଛି ଟେକ୍ନୋଲୋଜି
ଭୁବନେଶ୍ୱର: ଓଡିଶା ଟ୍ରେନ୍ ଦୁର୍ଘଟଣା ପୁଣିଥରେ ଭାରତର ରେଳ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନବାଚୀ ପାଲଟିଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୮୮ରୁ ଅଧିକ ଲୋକଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକ…
କୋରାପୁଟରେ ହଇଚଇ: ଆଇସକ୍ରିମ ଖାଇ ୫୦ରୁ ଅଧିକ ଅସୁସ୍ଥ
କୋରାପୁଟ: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ କୋରାପୁଟରେ ଏକ ଘଟଣା ପୁଣି ହଇଚଇ ସୃଷ୍ଟି କରିଛି । ଆଇସକ୍ରିମ ଖାଇ ୩ଟି ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।…
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ସଜେଇ ହେଉଛି ସ୍ନାନବେଦୀ, ସୁରକ୍ଷା କଡ଼ାକଡ଼ି
ପୁରୀ: ରବିବାର ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହାତୀ ବେଶରେ ଦେଖି ଶ୍ରଦ୍ଧାଳୁ ବିମୋହିତ ହେବେ । ରାତି ପାହିଲେ…
ତାତିରୁ ମିଳୁନି ମୁକ୍ତି: ଜଳୁଛି ପଶ୍ଚିମ ଓଡ଼ିଶା, ଆହୁରି ଦୁଇ ଚାରିଦିନ ରହିବ ପ୍ରଭାବ
ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ପଶ୍ଚିମ ଓଡ଼ିଶା କିନ୍ତୁ ତତଲା କଡେଇରେ ଭାଜି ହେଉଛି । ସତେ ଯେପରି ପଶ୍ଚିମ ଓଡ଼ିଶା ଜଳୁଛି । ସେହିପରି ଉପକୂଳ ଓଡ଼ିଶାରେ…
Video: ରଜରେ ବେପାର ପାଇଁ ଡ୍ରେସ ଆଣିବାକୁ କଲିକତା ଯାଇ ଫେରୁଥିଲେ, ହେଲେ ସବୁଦିନ ପାଇଁ ଫେରିଗଲେ
ବାଲେଶ୍ୱର: ରଜରେ ବେପାର ପାଇଁ ଡ୍ରେସ ଆଣିବାକୁ ବାପା ଯାଇଥିଲେ କଲିକତା। ଆଉ ଫେରିଲା ବେଳେ ଘଟିଲା ଦୁର୍ଘଟଣା। ଦୁର୍ଘଟଣାରେ ବାପା ଚାଲିଗଲେ..ଏମିତି କହି କାନ୍ଦୁଥିଲା ଝିଅ ଆଉ ସେପଟେ ପତ୍ନୀ। କାରଣ ଭୟଙ୍କର ଦୁର୍ଘଟଣାରେ…
ଟ୍ରେନ୍ ଟ୍ରାକରେ ଥିଲା ଟାୟାର: କରମଣ୍ଡଳ ପରେ ଏଗମୋର ଏକ୍ସପ୍ରେସ ଉପରେ ଦୁର୍ଘଟଣାର ଛାୟା
ତ୍ରିଚି: ବର୍ତ୍ତମାନ ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ମାମଲାକୁ ନେଇ ସାରା ଭାରତ ଶୋକ ପାଳନ କରୁଛି । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୮୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ…
(Video) ବାହାନଗା ଟ୍ରେନ ଦୁର୍ଘଟଣା: କୁଆଡେ ଗଲେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ?
ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଶେଷ ହୋଇନି । ଲଗାତାର ଅନ୍ତରାଳରେ ମୃତଦେହ ଉଦ୍ଧାର…
ବାହାନଗା ଟ୍ରେନ ଦୁର୍ଘଟଣା: ମୃତଦେହ ଚିହ୍ନଟ ନ ହେବାରୁ ଭୁବନେଶ୍ୱରକୁ ଆସିବ ୧୬୦ ଶବ
ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟସ୍ଥ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮ ଛୁଇଁଛି । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ କିଛି ଶବକୁ ଭୁବନେଶ୍ୱର ଅଣାଯିବ । ମୃତକମାନଙ୍କ ମଧ୍ୟରେ…
Video: ରାଣୀ ପଣ୍ଡାଙ୍କ ମହାନତା, ମୃତାହତଙ୍କୁ ୨ ଲକ୍ଷ ଟଙ୍କାର ସାହାଯ୍ୟ
ବାଲେଶ୍ୱର: କରମଣ୍ଡଳ ରେଳ ଦୂର୍ଘଟଣାରେ ସାହାଯ୍ୟର ହାତ ବଢାଇଲେ ଅଭିନେତ୍ରୀ ରାଣୀ ପଣ୍ଡା। ଆହତଙ୍କ ଚିକିତ୍ସା ନିମନ୍ତେ ସେ ସରକାରଙ୍କ ପାଣ୍ଠିକୁ ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେ କହିଥିଲେ ଏହା ହେଉଛି ଏକ ହୃଦୟ…
ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି: ପୀଡ଼ିତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଦିଆଗଲା ନିର୍ଦ୍ଦେଶ
ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର…