Browsing Category

ରାଜ୍ୟ

ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କାହିଁକି ଓ କେତେ ତାରିଖ ପର୍ଯ୍ୟନ୍ତ ?

ଭୁବନେଶ୍ୱର: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ଏହି ସମୟରେ…

ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ମୌସୁମୀ ବୈଠକରେ ଓଡିଶାର କଳାସଂସ୍କୃତି ପରିବେଷିତ

ଭୁବନେଶ୍ବର: ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଦୁଇଦିନିଆ ମୌସୁମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରଠାରେ ଆୟୋଜିତ ଏହି…

ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ ହୋଟେଲ, ଜଳିଗଲେ ଯୁବତୀ, ପରିବାର ଆଣିଲା ହତ୍ୟା ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣେ ଯାଇଥିଲେ ସହରରେ ଥିବା ଏକ ହୋଟେଲକୁ । ହୋଟେଲଟି ଥିଲା ରାଉରକେଲା ଷ୍ଟେସନ ରୋଡରେ । ସେଠାରେ ଉଭୟ ଏକ ରୁମ ନେଇଥିଲେ । କିନ୍ତୁ ପଛରେ ଯୁବତୀଙ୍କୁ…

ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲା BMC, ଜାଣନ୍ତୁ କ’ଣ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଲୋକମାନଙ୍କୁ ଉତ୍ତମ ସ୍ଵଛ ଏବଂ ପରିଷ୍କାର ଖାଦ୍ୟ ଉପଲବ୍ଧ କରାଇବାକୁ ଏଭଳି ପଦକ୍ଷେପ…

କାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କଲେ ଜିଲ୍ଲାପାଳ

ଭୁବନେଶ୍ୱର: ଆସନ୍ତାକାଲି ପାଇଁ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜକୁ ରେଡ୍ ଆଲର୍ଟ…

ଆସିବ କାମଧେନୁ ଯୋଜନା: ପଶୁ ସମ୍ପଦରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା । ଦୁଗ୍ଧ ଉତ୍ପାଦନ ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶାରେ ପଶୁ ସମ୍ପଦ ସହିତ ଦୁଗ୍ଧ ଉତ୍ପାଦନକୁ ଆଉ ଏକ ପାଦ ଆଗେଇ ନେବା…

ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଗଣଶିକ୍ଷାମନ୍ତ୍ରୀ , ଜାଣନ୍ତୁ ଛାତ୍ରଛାତ୍ରୀଙ୍କୁ କିପରି ମିଳିବ ଏହାର ଫାଇଦା

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ ମାଧ୍ୟମରେ ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏ ସଂପର୍କରେ ମନ୍ତ୍ରୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଉପାନ୍ତ…

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ମୌସୁମୀ ବୈଠକ; ନୂତନ କ୍ଷୀର ପ୍ୟାକେଟ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ପ୍ରଥମ ଥର ପାଇଁ  ଓଡ଼ିଶାରେ ଆୟୋଜିତ ହୋଇଛି ମୌସୁମୀ ବୈଠକ । କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା…

୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଜଣଙ୍କୁ ଗିରଫ କଲା ପୋଲିସ

ବରଗଡ଼: ଗଞ୍ଜେଇ ଚୋରା ଚାଲାଣବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଟୋଲଗେଟ୍ ବାଇପାସ୍ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ସୂତ୍ରରୁ ପ୍ରକାଶ । ପ୍ରାୟ ୬ କ୍ୱିଣ୍ଟାଲ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ…

ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ଘଟଣା: ସାତ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ଆଧାର କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡ଼ୁ…