Browsing Category
ରାଜ୍ୟ
ବଡ଼ ଦୁଃଖ ଖବର: ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟିକାଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଏକ ବଡ଼ ଦୁଃଖ ଖବର ଆସିଛି । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ ଶେଷ ନିଃଶ୍ୱାସ କରିଛନ୍ତି ।…
(Video) ଝିଅକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଥିଲା ସାବତ ବାପା: ରାଜସ୍ଥାନକୁ ଚାଲାଣ ହେଉଥିଲା ନବମ ଶ୍ରେଣୀର ଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଆଧୁନିକତା ଆଳରେ ସମାଜରୁ ଭଲପାଇବା କ୍ରମେ ଦୂରେଇ ଯାଉଛି । ଏପରିକି ନିଜ ପରିବାରର ଆପଣାର ଲୋକମାନେ ମଧ୍ୟ ଧୋକ୍କା ଦେବାକୁ ପଛାଉ ନାହାନ୍ତି । କେଉଁଠି ବାପା ପୁଅକୁ ହତ୍ୟା କଲାଣି…
ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ: ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୀପ ଜେନା ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ…
ମାରାଥନରେ ଦୌଡ଼ିଲେ ୭୧ ବର୍ଷୀୟା ବୃଦ୍ଧା: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କଳିଙ୍ଗ ରନର୍ସ ଏକ ମାରାଥନ୍ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ…
ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ: ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପ୍ରଶାସନିକ କ୍ଷେତ୍ରରୁ ଏକ ବଡ଼ ଅପଡେଟ୍ ଆସିଛି । ପ୍ରଦୀପ ଜେନା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ପ୍ରଦୀପ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର…
ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ: ୭୩ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଭାବେ ପରିଚିତ ଅଜିତ ମହାନ୍ତଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୭୩ ବର୍ଷ…
କେନ୍ଦ୍ର ସରକାରଙ୍କ ଚେତାବନୀ: କେନ୍ଦ୍ରୀୟ ଯୋଜନାର ନାମ ଓ ଲୋଗୋ ପରିବର୍ତ୍ତନ ବନ୍ଦ କର, ନ ମାନିଲେ ରାଜ୍ୟକୁ ମିଳିବନି ପାଣ୍ଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନସାଧାରଣଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଏକାଧିକ ଯୋଜନା ଆରମ୍ଭ କରାଯାଇଥାଏ । ତେବେ ଅନେକ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ପରିଚାଳିତ…
ଭୁବନେଶ୍ୱରକୁ ଲୁଟୁଛନ୍ତି ବାଂଲାଦେଶୀ: ବଢ଼ୁଛି ସେକ୍ସ ରାକେଟ, ବ୍ରାଉନ ସୁଗର, ନକଲି ନୋଟ୍ କାରବାର, ଚିନ୍ତାରେ କମିଶନରେଟ୍ ପୋଲିସ ଓ ଗୁଇନ୍ଦା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରୁଛି । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏଠାକୁ ପାଠ ପଢ଼ିବା, ରୋଜଗାର ଆଶାରେ…
ସରକାରୀ ବିଶ୍ୱବିଦ୍ୟାଳୟରେ ଖୋଲିବ Artificial Intelligence ସେଣ୍ଟର! ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଲା IIT BBSR
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରିଥାନ୍ତି । ଗତକାଲି ବିଧାନସଭାରେ ବଜେଟ୍ ଆଗତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିକ୍ଷା କ୍ଷେତ୍ର…
ବିଜୁଙ୍କ ଜନ୍ମଦିନରେ ଚମକିବ ଡାକୋଟା: ବିମାନକୁ ଦେଖିବେ ସାଧାରଣ ଜନତା, ଅନାବରଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଗତ ଜାନୁଆରୀ ମାସ ୧୮ ତାରିଖରେ ଭୁବନେଶ୍ୱର ପହଞ୍ଚିଥିଲା । ବହୁ ପ୍ରତୀକ୍ଷାର ଅବସାନ ଘଟାଇ…