Browsing Category
ରାଜ୍ୟ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ…
ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼: ଚାଲିଗଲା ସର୍ବେଶ୍ୱରଙ୍କ ଜୀବନ
ଭୁବନେଶ୍ୱର : ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ । ଏହି ମାମଲରେ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ…
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ମାମଲା; ଜିମରୁ ୧୯ ଲକ୍ଷ ଟଙ୍କା ଜବତ
ବଲାଙ୍ଗିର: ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂଙ୍କୁ ଗିରଫ କରାଯାଇଥିଲା । କଣ୍ଟାବଞ୍ଜିର ଆଲିଶାନ ସିନେମା ହଲ ମାଲିକ ପୁଅଙ୍କ ସହ କୌଣସି ଏକ କାରଣରୁ ଗଣ୍ଡଗୋଳ ହୋଇଥିଲା । ତେବେ ଏହି…
୧୧ଟି ବଗି ଲାଇନଚ୍ୟୁତ, ଟ୍ରେନ ବାତିଲ
କୋରାପୁଟ: ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଟ୍ରେନ କୋତାବାଲସାରୁ ଆର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏଥିରେ କୌଣସି ମୃତାହତ ହୋଇନି ବୋଲି ସୂଚନା ଦେଇ ରେଲୱେ ଅଧିକାରୀ କହିଛନ୍ତି ।…
ସିନେମା ହଲରେ ଗଣ୍ଡଗୋଳ: ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ
ବଲାଙ୍ଗିର: ସିନେମା ହଲରେ ଗଣ୍ଡଗୋଳ କରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । କଂଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ…
ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପିକୁ କଲେ ସମାଲୋଚନା
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ଆଜି ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତକାଳର ଐତିହାସିକ ବଜେଟ୍ ଭାବେ ଅଭିହିତ କରିଥିବା…
ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର
ବାଲିଗୁଡ଼ା: ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ୩ ଜଣ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ରୁତୁଙ୍ଗିଆ ଠାରେ ଥିବା ଏକ ଇଂରାଜୀ ମାଧ୍ୟମ…
ନବ ଦାସ ହତ୍ୟା ମାମଲା: ତଦନ୍ତ କାର୍ଯ୍ୟ ତଦାରଖ କରିବେ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଯେ.ପି. ଦାଶ
ଭୁବନେଶ୍ୱର: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜତୀନ୍ଦ୍ର ପ୍ରସାଦ ଦାଶ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ କାର୍ଯ୍ୟ ତଦାରଖ କରିବେ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ…
(ଭିଡ଼ିଓ)ପୁଣି ସାମ୍ନାକୁ ଆସିଲା ହିନ୍ଦୁ ଦେବତାଙ୍କୁ ଅପମାନର ଦୃଶ୍ୟ; ଗାଡି ପଛରେ ବନ୍ଧାହେଲେ ହନୁମାନ
ଭୁବନେଶ୍ୱର: ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଏଭଳି କୌଣସି ଲୋକ ନାହାନ୍ତି ଯେଉଁମାନେ ଏହି ଅଲୌକିକ ଶକ୍ତିକୁ ବିଶ୍ୱାସ କରନ୍ତି । କିନ୍ତୁ ଭଗବାସଙ୍କ ସହିତ ଅସମ୍ମାନ କଥା ଏବେ ବହୁ ଦେଖିବାକୁ…
ପୁଣି ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି; ଏହିସବୁ କାର୍ଯ୍ୟକ୍ରମରେ ଦେବେ ଯୋଗ
ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି । ସେ ୨ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବେ । ତେବେ…