CHARIDHAM
Browsing Category

ରାଜ୍ୟ

ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର…

ଆଉ ୨ ଦିନ ସବୁ ସ୍କୁଲ ଛୁଟି: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ବଢିବାରେ ଲାଗିଛି । ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏହି…

ଆଇଭିଏନଏଫଏସ ନାମକ ନୂଆ କୃଷି ଜ୍ଞାନକୌଶଳ ଉଦ୍ଭାବନ କଲେ ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକ ଦଳ

ଭୁବନେଶ୍ୱର: ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପ ବିକାଶ କାରଣରୁ କୃଷି ଉପଯୋଗୀ ଭୂମି ସଙ୍କୁଚିତ ହୋଇଚାଲିଛି। ଗ୍ରାମୀଣ ପରିବାରର ଜୀବନଜୀବିକା ମୁଖ୍ୟତଃ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ।…

ଲୋକସଭା ଭବନରେ ଖୋଲିବ କ୍ରେଚ: ଆରମ୍ଭ ହେବ ରେଜିଷ୍ଟ୍ରେସନ, ମାନିବାକୁ ପଡ଼ିବ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି ଲୋକସେବା ଭବନରେ ଖୋଲିବ କ୍ରେଚ । ୬…

ଓଡ଼ିଶାରେ ପ୍ରଥମ: ରାଜ୍ୟରେ ଗଠନ ହେବ ‘ବାଣିଜ୍ୟ ପରିଷଦ’: ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସକାଶେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷିଠାରୁ…

ହଜିଗଲା ଶ୍ରୀମନ୍ଦିର ଫାଇଲ! ହଜିଯାଇଥିବା ଫାଇଲ୍‌କୁ ପ୍ରାଥମିକତା ଭିତ୍ତିରେ ଖୋଜିବାକୁ ସମସ୍ତ ବିଭାଗକୁ ଚିଠି

ଭୁବନେଶ୍ୱର: ବିପଦରେ ମହାବାହୁଙ୍କ ଶ୍ରୀମନ୍ଦିର ସମ୍ପତ୍ତି । ଆଗରୁ ରତ୍ନ ଭଣ୍ଡାର ଚାବି ହଜିଥିଲା ଏବେ ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇଦେଲେ । ଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ହଜିଯାଇଥିବା ସୂଚନା…

IAS ସ୍ତରରେ ପରିବର୍ତ୍ତନ: ସରୋଜ କୁମାର ସାମଲ ହେଲେ ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ୱର: ଆଇଏଏସ ସ୍ତରରେ ଏକ ଛୋଟ ଧରଣର ପରିବର୍ତ୍ତନ କରିଛନ୍ତି ମାନ୍ୟବର ରାଜ୍ୟ ସରକାର । ଏ ସମ୍ପର୍କରେ ସାଦାରଣ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆଯାଇଛି । ଏହି ପରିବର୍ତ୍ତନ ପରେ ଝାରସୁଗୁଡାର…

ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା: ଅଜଣା ବ୍ୟକ୍ତିଠାରୁ ସାହାଯ୍ୟ ନିଅନ୍ତୁନି, ଏଟିଏମରୁ ଟଙ୍କା ଉଠାଇବା ବେଳେ ସାବଧାନ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଫ୍ରଡଙ୍କର ରାଜୁତି ବଢ଼ିବାରେ ଲାଗିଛି । ଲୋକମାନେ ଯେତେ ଶିଖିତ ହେଲେ ମଧ୍ୟ ଠକଙ୍କ କବଳରୁ ତ୍ରାହି ପାଇ ପାରୁନାହାନ୍ତି । ପ୍ରଥମେ ଏହି ଠକମାନେ ଅତି ନିରୀହ ଭାବେ ଏକ…

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକଲାଗି ନୀତି; ଚାରିଘଣ୍ଟା ବନ୍ଦରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର…

ଚଳିତବର୍ଷ ଖରାଛୁଟିରେ ସ୍କୁଲ ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ପାଠ୍ୟକ୍ରମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଅବକାଶକାଳୀନ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଆସନ୍ତା ମେ’ ୪ ତାରିଖରୁ ସ୍କୁଲଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା…