CHARIDHAM
Browsing Category

ରାଜ୍ୟ

ଝାରସୁଗୁଡା ଉପନିର୍ବାଚନରେ ମହିଳାଙ୍କର ରହିବ ମୁଖ୍ୟ ଭୂମିକା: ବାଛିବେ ଉପଯୁକ୍ତ ନେତା

ଝାରସୁଗୁଡା: ଆଜିଠୁ ଆରମ୍ଭ ହେଉଛି ଝାରସୁଗୁଡା ଉପନିର୍ବାଚନର ରଣ ହୁଙ୍କାର । ଏହି ଉପନିର୍ବାଚନରେ ନୂଆ ଦାୟିତ୍ୱ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । କିନ୍ତୁ…

ଜୀବନଯାପନ ହେଲା ସ୍ୱାଭାବିକ ; ଜୟପୁରରୁ ହଟିଲା ୧୪୪ ଧାରା

କୋରାପୁଟ: ଜୟପୁର ସହରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି । କଟକଣା ଲାଗିବାର ମାତ୍ର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହାକୁ ହଟାଇ ଦିଆଯାଇଛି । ଚାରି ଆଡୁ କଡା ବିରୋଧ କରାଯିବାରୁ ପ୍ରଶାସନ ନିଷ୍ପତ୍ତି…

ଜୟପୁର ସହରରେ ୭ ଦିନ ପାଇଁ ୧୪୪ ଧାରା ଲାଗୁ, ଅପରାହ୍ନ ୩ରୁ ସକାଳ ୯ଟା ଯାଏଁ କଟକଣା

କୋରାପୁଟ: ଜୟପୁର ସହରରେ ୭ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା। ସହରର ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଅପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ। ଅପରାହ୍ନ ୩ଟାରୁ ପରିବର୍ତ୍ତି ଦିନ ସକାଳ…

କୋଲାବ ଜଳଭଣ୍ଡାରର ଡ଼ଙ୍ଗା ବୁଡି ୪ ମୃତ, ୪ ପହଁରୀ ଜୀବନ ବଞ୍ଚାଇଲେ

ସେମିଳିଗୁଳି: କୋଲାବ ଜଳଭଣ୍ଡାରର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ…

ଓଡିଶା ହାଇକୋର୍ଟରେ ଏବେ ବି ୫ ବର୍ଷର ୫୩% ମାମଲା ବାକି: ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ: ରାଜ୍ୟରେ ପ୍ରତିଦିନ ଅନେକ ପ୍ରକାରର ଘଟଣା-ଦୁର୍ଘଟଣା ସହ ଅପରାଧ ଘଟିଚାଲିଛି । ଏଥିରୁ ଅନେକ ମାମଲା ପୋଲିସ ଏବଂ ପରେ ମାନ୍ୟବର ହାଇକୋର୍ଟଙ୍କ ପାଖକୁ ମଧ୍ୟ ଯାଉଛି । ତେବେ ଇଣ୍ଡିଆନ୍ ଜଷ୍ଟିସ…

ସର୍ବୋଚ୍ଚ ସ୍ତରରେ ଝାରସୁଗୁଡା ପାରଦ; ଜାଣନ୍ତୁ ଭୁବନେଶ୍ୱର, ସମ୍ବଲପୁର ଓ ପୁରୀରେ ତାପମାତ୍ରା କେତେ

ଭୁବନେଶ୍ୱର : ଆଜି ପୁଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱର ରେ ୪୦.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ପଶ୍ଚିମ ଓଡିଶାର ଦୁଇଟି…

ରାଜ୍ୟରେ ଚିନ୍ତା ବଢେଇଛି ତାତି : ବସରେ ORS, ପାଣି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ତାପମାତ୍ରା ବୃଦ୍ଧି ପାଉଛି। ଗ୍ରୀଷ୍ମ ପ୍ରବାହକୁ ନେଇ ମନ୍ତ୍ରୀ ବୈଠକ ଡାକିଛନ୍ତି । ଆଉ ଏଭଳି ଗରମକୁ ଦେଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକ ବୈଠକ ଡାକିଥିଲେ ।ରାଜ୍ୟରେ…

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ’ ୧୦ରେ ଭୋଟ୍

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଏହା ସହ ଏପ୍ରିଲ ୨୧ରେ ଯାଞ୍ଚ ଓ ୨୪ ତାରିଖରେ ପ୍ରତ୍ୟାହାର କରାଯିବ ।…

ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର(ଓଡ଼ିଶା ଭାସ୍କର) : ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ…

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ, ପାଳନ ପାଇଁ ସହର ଉତ୍ସବମୁଖର

ଭୁବନେଶ୍ୱର: ଆଜିକୁ ଠିକ ୭୫ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ସେତେବେଳେ ରାଜଧାନୀ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେହି ଜଙ୍ଗଲକୁ ସଫା କରି ସହରର ଶିଳାନ୍ୟାସ କରାଯାଇଥିଲା । ତେବେ ଆଜି…