Browsing Category
ରାଜ୍ୟ
ନିଶା ଦେଇ ରାସ୍ତା କଡ଼ରେ ଫିଙ୍ଗିଲା, ସବୁ ଲୁଟିଲା…ଦୁଇ ଦିନ ପରେ ଉଦ୍ଧାର ହେଲେ ଯୁବକ
କାମାକ୍ଷାନଗର: ଦିନକୁ ଦିନ ଲୁଟ୍, ଚୋରି, ଛିନତାଇ ଭଳି ମାମଲା ବୃଦ୍ଧି ପାଉଥିବା ବେଳେ ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିମଧ୍ୟରେ ଲୁଟେରା/ଦୁର୍ବୃତ୍ତ ଲୋକଙ୍କୁ ଲୁଟିବା ପାଇଁ…
ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କୁ ୬ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ସେହି ସବୁ ପ୍ରସ୍ତାବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝୀ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ହିନ୍ଦୀ ସମିତିର…
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ; ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ
ଭୁବନେଶ୍ୱର: ଶିକ୍ଷା, ଗବେଷଣା, ଓ ସାଂସ୍କୃତିକ ସହଯୋଗ ମାଧ୍ୟମରେ ଉଭୟ ବିଶ୍ଵବିଦ୍ୟାଳୟ ଶୈକ୍ଷିକ ବିକାଶ ନିମନ୍ତେ ଆଜି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତି ପତ୍ର…
ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା; ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଚଳିତ ଖରିଫ୍ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ । ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି । ବରଗଡ଼ ଜିଲ୍ଲାରୁ ଧାନ…
ପଦ୍ମ ଧରିଲେ ସାହାରପଡ଼ା ବ୍ଲକ୍ ଅଧ୍ୟକ୍ଷା ରିନା ନାୟକ
କେନ୍ଦୁଝର: ସାହାରପଡ଼ା ବ୍ଲକ ଚେୟାରମ୍ୟାନ ରିନା ନାୟକ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଜିଲ୍ଳା ଓକିଲ ସଂଘ ସଭାପତି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।…
ନିଟ୍ ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଛି ସୁଇସାଇଡ ନୋଟ
ଭୁବନେଶ୍ୱର : ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ସନ୍ତୋଷ ହୁଗାର (୨୮)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ଘର…
ବିଜେଡି ନେତାଙ୍କ ଅଭିଯୋଗ ଥିଲା ମିଛ, କେନ୍ଦ୍ରାପଡାରୁ ଯିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ
କେନ୍ଦ୍ରାପଡା: ବିଜେଡି ନେତା ମିଛ କହୁଥିଲେ । କେନ୍ଦ୍ରାପଡା ଛାଡିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ । ଏନେଇ ଆଜି ସୂଚନା ଦିଇଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ କମ୍ପାନୀ ୨୪ ନିୟୁତ…
ବାତ୍ୟା ‘ଦାନା’ର ଆସିଲା କ୍ଷୟକ୍ଷତି ରିପୋର୍ଟ, ୬୦୦ କୋଟି କ୍ଷତି ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ବାତ୍ୟା ଦାନାରେ ଘଟିିଥିବା କ୍ଷୟକ୍ଷତିର ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି କ୍ଷୟକ୍ଷତିର ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬୦୦ କୋଟି…
ମାଗଣା କଣ କିଛି ହୁଏ, ବୁଝିଲାନି ଭିଜିଲାନ୍ସ, ଧରିଲା ଖାପ୍ କରି
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜେଇ । ଠିକାଦାରଙ୍କ ବିଲ କରେଇବାକୁ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡିବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜେଇ ଜଣକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅଶୋକ ପାଢୀ ।…
ସତ ହେଉଛି ମାଳିକା, ପାଞ୍ଜି! ଆଜି ଭୂମିକମ୍ପ, ଆଗକୁ ମାଡ଼ି ଆସୁଛି ବାତ୍ୟା: ପାଞ୍ଜି କହୁଛି ଓଡ଼ିଶାର ଭୟଙ୍କର ଭବିଷ୍ୟତ
ଓଡ଼ିଶା ଭାସ୍କର: ମାଳିକା ବଚନ ଭଳି ଗୋଟି ଗୋଟି କରି ସତ ହେଉଛି ପଞ୍ଜିକାବାଣୀ । ଓଡ଼ିଶାକୁ ନେଇ ଏକ ଭୟଙ୍କର ଭବିଷ୍ୟତ ଦେଖାଇଛି ପଞ୍ଜିକା । ନଭେମ୍ବର ମାସରେ ଓଡ଼ିଶାକୁ ଆଉ ଏକ ବାତ୍ୟାର ସାମନା କରିବାକୁ ପଡ଼ିବ ବୋଲି କହିଛି…