Browsing Category

ରାଜ୍ୟ

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ: ଉଦ୍‌ଘାଟନ କରିବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍ ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖା ଦେଇଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ…

ଆଜିଠାରୁ ଓଡ଼ିଶାରେ ୫-ଜି: ଭୁବନେଶ୍ୱର, କଟକ ସମେତ ପ୍ରମୁଖ ସହରରେ ମିଳିବ ସେବା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦେଶର ପ୍ରମୁଖ ସହରଗୁଡ଼ିକରେ ୫-ଜି ସେବା ଆରମ୍ଭ ହୋଇଥିବାବେଳେ ଗୁରୁବାରଠାରୁ ଓଡ଼ିଶାର ପ୍ରମୁଖ ସହର ଓ ଅନ୍ୟ କେତେକ ସ୍ଥାନରେ ଏହିସେବା ଆରମ୍ଭ କରାଯିବ ବୋଲି ଟେଲିକମ୍‌ ବିଭାଗ ପକ୍ଷରୁ…

ରାଜ୍ୟରେ ଆସନ୍ତାକାଲିଠାରୁ ବଢ଼ିବ ଶୀତ! ତାପମାତ୍ରା ୩ ରୁ ୫ ଡିଗ୍ରୀ ଖସିବାର ସମ୍ଭାବନା, ଏହି ଜିଲ୍ଲାକୁ ସତର୍କ ସୂଚନା 

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍‍ ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାସହ ଶୀତ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ପାଳିତ ହେଲା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ…

ଦ୍ୱିତୀୟ ଥର ପାଇଁ ଓଡିଶାର ଜାଗା ମିଶନ୍ କୁ ମିଳିଲା ୨୦୨୩ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର

ଭୁବନେଶ୍ୱର:ଓଡ଼ିଶାର ଜାଗା ମିଶନ୍, ଏକ ପ୍ରକଳ୍ପ ମାଧ୍ୟମରେ ବସ୍ତିରେ ରହୁଥିବା ଏକ ଲକ୍ଷ ସହରୀ ଗରିବ ଲୋକଙ୍କୁ ଉପକୃତ କରି ଦ୍ୱିତୀୟ ଥର ପାଇଁ ‘ବିଶ୍ୱ ହାବିଟାଟ୍ ପୁରସ୍କାର’ ହାସଲ କରିଛି ଓଡ଼ିଶା। ୨୦୨୩ ପାଇଁ ଏହା…

ନିରଞ୍ଜନଙ୍କ ଜୀବନ ରଖିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା; ଓଡିଶା ମୋ ପରିବାର ର ସହାୟତା

କେନ୍ଦ୍ରାପଡ଼ା: ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲ ଯିବାକୁ ଭୟ କରୁଥିଲେ ନିରଞ୍ଜନ । ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର, ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ନିରଞ୍ଜନ । ତେବେ…

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‍କୁ ଆସନ୍ତାକାଲି ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ରାଉରକେଲା ଗସ୍ତରେ ଯାଇ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସେ ରାଉରକେଲା ସହରରେ ‘ମୋ ବସ’ ସେବାର ମଧ୍ୟ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ୬ ଜଣ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର…

ଭୁବନେଶ୍ୱର ଓ କଟକ ସହରରେ ଆସନ୍ତାକାଲିଠାରୁ 5-ଜି ସେବା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ଆସନ୍ତାକାଲିଠାରୁ ଫାଇଭ୍‍-ଜି ସେବା ଆରମ୍ଭ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଦୂରସଂଚାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ଇବ୍ ନଦୀରେ ୨ ଯୁବକ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସୁନ୍ଦରଗଡ଼: ଇବ୍ ନଦୀରେ ଭାସି ଯାଇ ଦୁଇ ଜଣ ଯୁବକ ନିଖୋଜ ହୋଇଛନ୍ତି । ଜଣେ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ଏଭଳି ଅଘଟଣ ତଳସରା ଥାନା କନାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଘଟିଯାଇଛି । ସୂଚନା ଅନୁଯାୟୀ ପିକନିକ୍ ପାଇଁ…