Browsing Category

ରାଜ୍ୟ

ସରକାରୀ ସ୍କୁଲରେ ଲାଗୁ ହେବ ନୂଆ ନିୟମ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା, ଗଣଶିକ୍ଷା ବିଭାଗର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରଙ୍କ ପାଇଁ ଏକ ନୂଆ ଖବର ଆସିଛି । ଆସନ୍ତା ଶିକ୍ଷାବର୍ଷ ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ସରକାରୀ ସ୍କୁଲରେ ଏହି ନୂଆ ନିୟମ ଲାଗୁ ହେବ । ଷଷ୍ଠରୁ ଆରମ୍ଭ କରି…

Jaga Mission: ରାଜ୍ୟର ୫ଟି ମହାନଗର ନିଗମର ଭୂମିହୀନଙ୍କୁ ମିଳିବ ମାଗଣା ଜମି ପଟ୍ଟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରେ ନିଜର ସ୍ୱପ୍ନର ଘର ଘଣ୍ଡିଏ ପାଇବା ଅଧିକାଂଶ ଲୋକଙ୍କର ସ୍ୱପ୍ନ ଥାଏ । ତେବେ ଏନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ରାଜ୍ୟର ୫ଟି ମହାନଗର ନିଗମର ବାସିନ୍ଦାଙ୍କୁ ମିଳିବ ସ୍ଥାୟୀ…

୬ଟି ରାଜ୍ୟର ୭ ଉପନିର୍ବାଚନ ରେଜଲ୍ଟ: ଓଡ଼ିଶା, ବିହାର, ୟୁପି, ହରିୟାଣାରେ ଜିତିଲା BJP

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ଟି ଉପନିର୍ବାଚନ ଆସନର ଭୋଟିଂ ରେଜଲ୍ଟ ସାମ୍ନାକୁ ଆସିଛି । ତେବେ ୭ଟି ସିଟ ମଧ୍ୟରୁ ବିଜେପି ୪ଟିରେ ବାଜିମାତ କରିଥିବା ବେଳେ ଅନ୍ୟ ୩ଟି…

ଧାମନଗର ଉପନିର୍ବାଚନ: ଫଳାଫଳକୁ ନେଇ କେଉଁ ଦଳର ନେତା କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଧାମନଗର ଉପନିର୍ବାଚନରେ ବିଜୟର ବାନା ଉଡ଼ାଇଛି ବିଜେପି । ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ଲାଗିଛି ରୋକ । ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ…

ଧାମନଗର ମହାମୁକାବିଲାରେ ବାଜି ମାରିଲା ବିଜେପି;ଭାଙ୍ଗିଲା ବିଜେଡିର ଉପନିର୍ବାଚନ ଜିତିବା ଟ୍ରେଣ୍ଡ

ଭୁବନେଶ୍ୱର: ଅପେକ୍ଷାର ଘଟିଲା ଅନ୍ତ । ଧାମନଗର ଉପନିର୍ବାଚନ ହାରିଲା ବିଜେଡି । ପ୍ରକାଶ ପାଇଲା ଧାମନଗରେ ଉପନିର୍ବାଚନ ଫଳ । ଆଉ ଧାମନଗର ଆସନ ହାତେଇଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟ ବଂଶୀ ସୁରଜ । ୧୮ ରାଉଣ୍ଡ ଗଣତି…

Andhra B.Ed କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା: ବଦଳିଲା ନିୟମ, କ୍ଲାସ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଇଡିରେ ନାମଲେଖାଉଥିବା ଦେଖାଯାଉଛି । ଆନ୍ଧ୍ର ବିଇଡିରେ ଆଡମିସନ କରିଥିବା ଅନେକ ଛାତ୍ରଛାତ୍ରୀ କେବଳ ପରୀକ୍ଷା ବେଳେ ସେଠାକୁ…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିର ଆନନ୍ଦ ବଜାରରେ ବସି ଖାଇବେ ମହାପ୍ରସାଦ

ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୁର୍ମୁଙ୍କ ସ୍ୱାଗତ ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଶ୍ରୀମନ୍ଦିର ପରିଦର୍ଶନ କରିବେ ବୋଲି…

କାମ କରିବା ସମୟରେ ବାରହା ଆକ୍ରମଣ: ୧ ମୃତ, ୭ ଗୁରୁତର

ଖଲ୍ଲିକୋଟ: ରାଜ୍ୟରେ ଦିନକୁ ଦିନ ଜଙ୍ଗଲୀ ଜୀବଜନ୍ତୁଙ୍କ ଉପଦ୍ରବ ବଢିବାର ଲାଗିଛି । ଖାସ କରି ହାତୀ ଏବଂ ବାରହା ଭଳି ଜଙ୍ଗଲୀ ଜନ୍ତୁ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରିବା ସହ ସେମାନଙ୍କୁ ବିପଦରେ ପକାଉଛନ୍ତି । ତେବେ…

ମହିନ୍ଦ୍ରା ହୋମ ଫାଇନାନ୍ସ ପକ୍ଷରୁ ଓଡ଼ିଶାର ୪ଟି ଜିଲ୍ଲାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଟକ: ପରିବେଶର ସବୁଜ ଆବରଣର ଉନ୍ନତି ଏବଂ ଜୈବ ବିବିଧତା ରକ୍ଷା ଉପରେ ଧ୍ୟାନ ରଖି ମହିନ୍ଦ୍ରା ହୋମ ଫାଇନାନ୍ସ ପକ୍ଷରୁ 'ହରିଆଲି ପ୍ରୋଜେକ୍ଟ' ଆରମ୍ଭ। ନଭେମ୍ବର ୫ତାରିଖ ଏହା ଓଡିଶାର ୪ଟି ଜିଲ୍ଲାରେ ଏହି ବୃକ୍ଷ ରୋପଣ…

ଧାମନଗର ଉପନିର୍ବାଚନ : ଆଗରେ ସୁରଜ ,ଦ୍ଵିତୀୟ ରାଉଣ୍ଡରେ ମଧ୍ୟ ଆଗୁଆ ବିଜେପି

ଧାମନଗର: ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି ।…