CHARIDHAM
Browsing Category

ରାଜ୍ୟ

କୋର୍ଟରେ ହାଜର ହେବେ ଅର୍ଚ୍ଚନା,ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି

ଭୁବନେଶ୍ୱର: ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡିବ୍ଲାକମିଲର ଅର୍ଚ୍ଚନା ନାଗଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଝାରପଡା ଜେଲରୁ ବ୍ୟାପକ କଡା ସୁରକ୍ଷା ଭିତରେ ତାଙ୍କୁ ଆଜି କୋର୍ଟରେ ହାଜର…

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଜି-୨୦ ଅଧ୍ୟକ୍ଷତାକୁ ନେଇ ବୈଠକରେ ହେବେ ସାମିଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଜି-୨୦ ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସେ ଯୋଗ ଦେବେ ।…

ବଢିଲା ଶୀତର ପ୍ରକୋପ, ୩ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ୱର: ଗତକାଲି ସଂଧ୍ୟାରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହୋଇସାରିଛି । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରି ପାରଦ ସ୍ତରରେ ହ୍ରାସ ଘଟିବ । ତେଣୁ ଆଗକୁ ଆସୁଥିବା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଥଣ୍ଡା…

ଭୋଟ ଦେଉଛନ୍ତି ପଦ୍ମପୁରବାସୀ:୯ଟା ଭିତରେ ୮.୫ ପ୍ରତିଶତ ମତଦାନ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ଆଜି ସକାଳ ୭ଟାରୁ ଆରମ୍ଭ ହୋଇସାରିଛି ଭୋଟିଂ ପ୍ରକ୍ରିୟା । ନିର୍ବାଚନରେ ୧୦ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ ୨ଲକ୍ଷ…

କଂଗ୍ରେସର ୮ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା : ଜୋର ଧରିଲା ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି

ଭଦ୍ରକ:ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ । ବନ୍ଦ ଡାକରା ଦେଲା କଂଗ୍ରେସ । ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ଜୋର ଧରିଥିବା ଦେଖିବାକୁ ମିଳିଛି । ଯାହା ପାଇଁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ।…

୩୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମିଶନରେ ସଫଳ ହେଲେ ମହିଳା, ଜଙ୍ଗଲକୁ ପୁନର୍ଜୀବିତ କରି ସୃଷ୍ଟି କଲେ ଉଦାହରଣ

କୋରାପୁଟ: କଥାରେ ଅଛି ଯଦି ଲକ୍ଷ୍ୟ ସ୍ଥିର ଥାଏ, ତେବେ ସଫଳତା ନିଶ୍ଚୟ ମିଳେ। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଓଡିଶାର କୋରାପୁଟ ଜିଲ୍ଲାରେ। ଉପାନ୍ତ ଜିଲ୍ଲାର ଆଞ୍ଚଲା ଗାଁର ମହିଳାମାନେ ଏକ ଜଙ୍ଗଲକୁ…

Double Chin ରୋକିବା ପାଇଁ ଆଜି ହିଁ ବନ୍ଦ କରନ୍ତୁ ଏହି ଖାଦ୍ୟ,ଡାଏଟ ଚାର୍ଟରୁ କରନ୍ତୁ ଦୂର

ନୂଆଦିଲ୍ଲୀ : ଡବଲ୍ ଚିନ୍ ମୁହଁ ର ସୁନ୍ଦରତକୁ ନଷ୍ଟ କରିବା ସହ ବଢୁଥିବା ବୟସର ସଙ୍କେତ ଭାବରେ ବିବେଚନା କରାଯାଏ। ସାଧାରଣତଃ ମଧ୍ୟମ ବୟସ ଆଡକୁ ଗଲାବେଳେ ମୁହଁରେ ଚର୍ବି ବଢିବାରେ ଲାଗେ। ସେଥିପାଇଁ ଅଧିକାଂଶ ଲୋକ ଏହାକୁ…

ଶ୍ରୀମନ୍ଦିର ଉପରେ ଭିଡିଓ ସୁଟ ପାଇଁ କ୍ଷମା ପ୍ରାର୍ଥନା କରୁଛି: ବଙ୍ଗୀୟ ୟୁଟ୍ୟୁବର

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଆସିବା ପରେ ବର୍ତ୍ତମାନ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡିଛି । ତେଣୁ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଛି ଦିନ ତଳେ ଶ୍ରୀ ମନ୍ଦିରର ଭିତର କାଠ ନିକଟରେ ଫଟୋ…

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଧୂଆରେ ଆଚ୍ଛାଦିତ ଚର୍ତୁପାଶ୍ୱ

କଳାହାଣ୍ଡି: ଓଲଟିଲା ଗ୍ୟାସ ଟ୍ୟାଙ୍କର । କଳାହାଣ୍ଡିର କର୍ଲାପଡାଏନଏଚ-୧୬ ଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଟ୍ୟାଙ୍କରରୁ ବହୁ ପରିମାଣର ଗ୍ୟାସ ନିର୍ଗତ ହେଉଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ଘଟଣାସ୍ଥଳରେ…

ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ୍ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ରବିବାର ଅଦଳବଦଳ କରାଯାଇଛି । ଏ ନେଇ ପୋଲିସ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେଟ୍…