
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଆରମ୍ଭ
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।
ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର…
୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଶିକ୍ଷକ ହେଲେ ନିଲମ୍ବିତ
କୁଚିଣ୍ଡା: ଛାତ୍ରଙ୍କୁ ମାଡ଼ମାରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରିବା ଯୋଗୁଁ ଶିକ୍ଷକଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି। ଏହି ଘଟଣାଟି ଜମନକିରା ବ୍ଲକ ଘୋଡ଼ାବାନ୍ଧୁଣୀ…
BIG BREAKING: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର
ମାଲକାନଗିରି: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର ହୋଇଛନ୍ତି।
ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ…
ଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା
ଭୁବନେଶ୍ୱର: ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା। ପ୍ରଥମ ଥର ପାଇଁ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ। ରାଜ୍ୟର ୯ଟି ମେଡିକାଲ କଲେଜରେ ଏହି ସେବା ମିଳିବ।
ସୂଚନାନୁଯାୟୀ, ୧୧…
ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ, ବାଣ ଓ ଲେଜର ଲାଇଟ୍ ଉପରେ ମଧ୍ୟ ଲାଗିଲା କଟକଣା
ଭୁବନେଶ୍ୱର: ପାଖେଇ ଆସୁଛି ମା ମହିଷାମର୍ଦ୍ଦିନୀଙ୍କର ପ୍ରସିଦ୍ଧ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଲାଣି ଗାଁ-ସହର। ବନ୍ଧା ଗଲାଣି ତୋରଣ। ହେଲେ ପୂଜା ଆରମ୍ଭରୁ ଆସିଛି ବଡ଼ ସୂଚନା। ଏଥର ଦୁର୍ଗାପୂଜା ଭସାଣୀରେ ବାଜିବନି…
(BREAKING) ମାଛ ମୁଣ୍ଡ ପାଇଁ ହତ୍ୟାକାଣ୍ଡ, ଯୁବକଙ୍କୁ ମାରି ବୁଦା ଭିତରେ ଫୋପାଡ଼ି ଦେଲେ ଅଭିଯୁକ୍ତ
ଖଲ୍ଲିକୋଟ: ମାଛ ମୁଣ୍ଡ ନେଲା ଜୀବନ। ଖାଇବା ବେଳେ ମାଛ ମୁଣ୍ଡ ନଦେବାରୁ ରୋଷେୟାକୁ ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରି ରୋଷେୟାକୁ ବିଲ ଭିତରେ ଥିବା ଏକ ଲଟାବୁଦା ମଧ୍ୟରେ ଫିଙ୍ଗି ଦେଇଥିଲେ।
ଘଟଣାଟି ଅଗଷ୍ଟ…
ସହିପାରୁ ନ ଥିଲେ ରୋଗ ଯନ୍ତ୍ରଣା, ଶେଷରେ ଯୁବକ ହାରିଦେଲେ ଜୀବନ
ବାଲିପାଟଣା: ରୋଗ ଯନ୍ତ୍ରଣା ଅସହ୍ୟ ହେବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ ବାଲିପାଟଣା ଥାନା ସରାଟ ଗ୍ରାମର କ୍ଷୀରୋଦ ପ୍ରଧାନ ଓରଫ ଟିକି ( ୩୬ ) ।
କ୍ଷୀରୋଦ କିଛି ଦିନ ହେଲା ହଳଦିଆ…
ଦୁଆରବନ୍ଧରେ ଆଉ ଏକ ଲଘୁଚାପ… ଭିଜିବ କୋରାପୁଟ, ମାଲକାନଗିରି, ନବରଙ୍ଗପୁର; ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ବର: ଆଜି ପୁଣି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ୩…
ମହାନଦୀରେ ଖୁଦୁରୁକୁଣୀ ବିସର୍ଜନବେଳେ ଭାସିଗଲେ ମହିଳା, ମିଳୁନି ଖୋଜଖବର
ବାଙ୍କୀ: ମହାନଦୀରେ ଭାସିଗଲେ ମହିଳା । ବାଙ୍କି ପଞ୍ଚାୟତ ରତାଗଡ଼ ଗାଁରେ ଘଟିଯାଇଛି ଦୁଃଖଦ ଘଟଣା ।
ଖୁଦୁରୁକୁଣୀ ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା ।
ମହିଳାଙ୍କ ପତ୍ତା ମିଳୁ ନ ଥିବାବେଳେ…
ଦ୍ରୁତଗାମୀ କାରର ତାଣ୍ଡବ…ଯାହାକୁ ପାଇଲା ତାକୁ ଉଡ଼ାଇ ଦେଲା, 15ରୁ ଅଧିକ ଆହତ
ଭୁବନେଶ୍ବର: ତାଳଚେର ସହରରୁ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାର ଖବର ଆସିଛି । ଏଠାରେ ଏକ ଦ୍ରୁତଗାମୀ ଧଳା କାର ରାସ୍ତାରେ ଯାଉଥିବା ଲୋକଙ୍କୁ ନିର୍ମମ ଭାବରେ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ମୋଟ 15 ଜଣ ଆହତ…