Browsing Category
ରାଜ୍ୟ
(Video) ‘ମୋ ବସ’ ମଧ୍ୟରେ ମାତିଛନ୍ତି ମୋବାଇଲ ଲୁଟେରା, ଗାୟବ ହେବାରେ ଲାଗିଛି ଫୋନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ମୋବାଇଲ ଲୁଟେରା । ମୋ ବସରେ ଯାଉଥିଲେ ହୋଇଯାଆନ୍ତୁ ସତର୍କ । ବସ ଭିତରେ ଆପଣଙ୍କର ବି ଯାଇପାରେ ମୋବାଇଲ୍ ଫୋନ । ରାଜଧାନୀ ଭୁବନେଶ୍ୱର ସହରର ଏକ ଫୁଟେଜ ଏବେ ସୋସିଆଲ…
ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍କୁ ପିଟିଲା ଟ୍ରଲର, ୪ ମୃତ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଘଟିଛି ବଡ଼ ଦୁର୍ଘଟଣା। ବସ୍କୁ ଟ୍ରଲର ପିଟିବାରୁ ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ…
ବସ ସହ ଟ୍ରକ ଧକ୍କା:୩ମୃତ
ଝାଡସୁଗୁଡା :ବସ ଦୁର୍ଘଟଣାରେ ୩ଜଣ ମୃତ । ବସ ଟ୍ରକ ମୁହାଁ ମୁହିଁରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହାତ ହୋଇଥିବା ନେଇ ସୂଚନା ମିଳୁଛି । ଘଟଣାସ୍ଥଳରେ…
ଦୁର୍ଗାପୂଜା ପୂର୍ବରୁ ବଢ଼ିଲା ବେଆଇନ ଦାଦାବଟି ଆଦାୟ, ସଜାଗ କମିଶନରେଟ ପୋଲିସ୍
ଭୁବନେଶ୍ୱର: ରାଜ୍ୟରେ ଗଣେଶ ପୂଜା ଶେଷ ହେବାପରେ ଆରମ୍ଭ ହୋଇଯାଇଛି ପାର୍ବଣର ଆଗମନ । ଯାହାକୁ ନେଇ ରାଜଧାନୀବାସୀଙ୍କ ସମେତ ରାଜ୍ୟର ବିଭିନ୍ନ ସହରର ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । ପ୍ରାୟ ଦୁଇ…
ସ୍କୁଲରେ ଅଘଟଣ: ଗେଟ୍ ପଡ଼ିବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ଗୁଣପୁର(ଓଡ଼ିଶା ଭାସ୍କର): ସ୍କୁଲ ଗେଟ୍ ପଡ଼ି ପଞ୍ଚାମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ କରିଥିବା ଜଣାପଡିଛି । ପଦ୍ମପୁର ବ୍ଲକ ବିଚିକୋଟ ଉ.ପ୍ରା.ସ୍କୁଲରେ ଏହି ଅଘଟଣା ଘଟିଥିବା…
ମନ ମୋହୁଛି ଜଙ୍ଗଲୀ ଛତୁର ଡିସ୍, ଚାହିଦା ବଢିବା ସହ ପଶାରା ମେଲାଇଛନ୍ତି ବେପାରୀ
କୋରାପୁଟ: ଲଗାଣ ବର୍ଷାରେ ଜୟପୁରରେ ଲାଗିଛି ଛତୁର ଆସରା । ଏବେ ଘରେ ଘରେ ହାଣ୍ଡିଶାଳରେ ପ୍ରସ୍ତୁତ ଛତୁର ବିଭିନ୍ନ ପ୍ରକାର ଡିସ । ପୂର୍ବରୁ କୋରାପୁଟ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଆଦିବାସୀଙ୍କ ପ୍ରିୟ ଭୋଜନ ରହିଥିଲା ଏହି…
ଅନୁଭବଙ୍କ ଟ୍ୱିଟର ଆଟାକ: ସୋସିଆଲ ମିଡିଆରେ ପତ୍ନୀ ବର୍ଷାଙ୍କୁ ମାରିଲେ ପ୍ରଶ୍ନବାଣ
କଟକ: କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟ ବାରଣ କରିବା ପରେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି ସାଂସଦ ଅନୁଭବ । ଯାହାକୁ ନେଇ ପୁଣି ଆରମ୍ଭ…
କୂଳରେ ଲାଗିଲା ଆହତ ଡଲଫିନ: ଉଦ୍ଧାର ପରେ ଗଭୀର ସମୁଦ୍ରରେ ଛାଡି ଆସିଲେ ମତ୍ସଜୀବୀ
କୋଣାର୍କ: କୋଣାର୍କ ଚନ୍ଦ୍ରଭାଗାର ସମୁଦ୍ର କୂଳରେ ଆସି ଲାଗିଛି ଏକ ଡଲଫିନ୍ । ମହାନତା ଦେଖାଇ ମତ୍ସଜୀବୀମାନେ ଡଲଫିନକୁ ଉଦ୍ଧାର କରିବା ପରେ ଗଭୀର ସମୁଦ୍ରରେ ଛାଡିଛନ୍ତି । ଟ୍ରଲର ମାଡରେ ଡଲଫିନଟି ଆହତ ହୋଇଥିବା ଅନୁମାନ…
(Video) କିଶୋର ମଟନ ଦୋକାନରେ ଚାଲିଲା ବୁଲଡୋଜର: ସିଲ୍ ପରେ ବି ଦୋକାନ ଖୋଲିବାରୁ ଆକ୍ସନ ନେଲା ବିଏମସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ କିଶୋର ଭାଇନା ମଟନ ଦୋକାନକୁ ଭାଙ୍ଗି ଦିଆଯାଇଛି । ସିଲ ପରେ ବି ଦୋକାନ ଖୋଲି ବେପାର କରିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…
Surya Kiran Show Live ଦେଖନ୍ତୁ: ଓଡ଼ିଶାରେ ବାୟୁବୀରଙ୍କ ବୀରତ୍ୱ ପ୍ରଦର୍ଶନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରସ୍ଥିତ କୂଆଖିଆ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଏୟାର ଶୋ’ ‘ସୂର୍ଯ୍ୟ କିରଣ’ ଆରମ୍ଭ ହୋଇଛି । ଏହି ଶୋ’ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ…