Browsing Category
ରାଜ୍ୟ
୧୧୫୦ ସହକାରୀ ଶିକ୍ଷକ ପାଇଲେ ପଦୋନ୍ନତି, ପ୍ଲେସ୍ ଅଫ୍ ପୋଷ୍ଟିଂକୁ ନେଇ ଅଭିଯୋଗ ଆଣିଲା OSSTA
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷକଙ୍କର ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ୧୧୫୦ ଜଣ ସହକାରୀ ଶିକ୍ଷକ (ଜୁନିୟର ଏସଇଏସ)ଙ୍କୁ ପ୍ରଧାନଶିକ୍ଷକ (ସିନିୟର ଏସଇଏସ) ପଦବୀକୁ ପ୍ରମୋସନ ପାଇଛନ୍ତି । ଗତ…
ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ;ଗାଁକୁ ଯାଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ
ଧର୍ମଗଡ: ଜୋର ସୋର ଚାଲିଛି ଭିଜିଲାନ୍ସ ରେଡ । ପୁଣି ଭିଜିଲାନ୍ସପଞ୍ଝାରେ ଆଉ ଏକ ସରକାରୀ କର୍ମଚାରୀ । ଏଥର ଭିଜିଲାନ୍ସ କବ୍ଜାରେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ । ସଗଡା…
ସେପ୍ଟେମ୍ବର ୧୫ ରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପକାର୍ଟ ଶୁଣାଣି: ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ରାଜସ୍ଵ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି । ପ୍ରତ୍ୟେକ ଜିଲ୍ଲାର…
Video: ଖେଳନା ଭାବି ଧରିଲା ରଣା..ମାରିଦେଲା ଚୋଟ, ଚାଲିଗଲା ତିନି ବର୍ଷ ଝିଅ ରୂପାର ଜୀବନ
ବଲାଙ୍ଗୀର: କବାଟ କଣରେ ଛକି ବସିଥିଲା ମୃତ୍ୟୁ। ଖେଲୁ ଖେଲୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ। ୨୪ ଘଣ୍ଟା ଭିତରେ ଚାଲିଗଲା ଅମୂଳ୍ୟ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧୪ ତାରିଖରେ ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରଠୁ ମୁମ୍ବାଇ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଆସନ୍ତା ୧୫ ତାରିଖରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ଘଣ୍ଟି ବଜାଇବେ ବୋଲି ସୂଚନା ମିଳିଛି। ୧୪ ତାରିଖରେ…
Video: ଗଛ ଉପରେ ଭାଲୁ..ତଳେ ଲାଗିଛି ଲୋକଙ୍କ ପ୍ରବଳ ଭିଡ, ଡରରେ ତଳକୁ ଆସୁନି ଭାଲୁ
କୋରାପୁଟ: ଗଛ ଉପରକୁ ଚଢି ଯାଇଛି ଭାଲୁ। ଆଉ ଭାଲୁୁ ଦେଖିବା ପାଇଁ ଗଛ ତଳେ ଲାଗିଛି ଲୋକଙ୍କ ଗହଳିି। ଫଳରେ ଡରରେ ଭାଲୁଟି ଗଛ ତଳକୁ ଓହ୍ଲାଇ ପାରୁନି। ଲୋକଙ୍କ ଭିଡ଼ ଲାଗିଥିବାରୁ ଭାଲୁଟି ତଳକୁ ନଆସି ପାରି ଗଛ ଉପରେ…
ନକଲି ଔଷଧ ମାମଲାରେ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
କଟକ: ନକଲି ମେଡିସନ୍ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ଜଣ ଅଭିଯୁକ୍ତ । କଟକ ପୁରୀଘାଟ ଥାନାରେ କରିଲେ ଆତ୍ମସମର୍ପଣ । ତେବେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ଔଷଧ ବୋଲି ଅଭିଯୋଗ ହୋଇଥିଲା । ଫଳରେ ଏନେଇ ଡ୍ରଗ…
ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବ ଜଳକ୍ରୀଡା; ବାଲିଯାତ୍ରାରେ ଲୋକ ଦେଖିବେ …
କଟକ:କଟକ ଐତିହାସିକ ତଥା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାକୁ ଯିଏ ଥରେ ବୁଲି ଆସେ ପୁଣି ଥରେ ଏଠାକୁ ଆସିବାକୁ ଝୁରେ । ଛୁଞ୍ଚି ଠାରୁ ଆରମ୍ଭ କରି ଦାମୀ ଦାମୀ ଘରକରଣା ପର୍ଯ୍ୟନ୍ତ ସବୁ ଏଠାରେ ମିଳେ। ଏଠାକୁ ଆସୁଥିବା…
ଲଗାଣ ବର୍ଷାରେ ବୁଡ଼ିଲା ପୋଲ: ଓଡ଼ିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ
କାଲିମେଳା: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ବୁଡ଼ିଯାଇଛି ଆନ୍ଧ୍ର ସୀମାବର୍ତ୍ତୀ କୁଇଗୁରୁ ପୋଲ । ମୋଟୁ ନିକଟରେ ଥିବା ଗୁଇଗୁରୁ ପୋଲ ଉପରେ ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଦେଇ…
୧୫ରୁ ୨୦ ବର୍ଷର ପୁରୁଣା ଯାନ ଥିଲେ ସାବଧାନ ! କାର୍ଯ୍ୟକାରୀ ହେବ ଭେଇକିଲ୍ ସ୍କ୍ରାପେଜ୍ ପଲିସ, MoU ସ୍ୱାକ୍ଷର କରିବ ପରିବହନ ବିଭାଗ
ଭୁବନେଶ୍ୱର : ଓଡ଼ିଶା ରାସ୍ତାରେ ଆଉ ଗଡ଼ିବନି ପୁରୁଣା ଗାଡ଼ି । ରାସ୍ତାରେ ଚାଲିବନି ୧୫ରୁ ୨୦ ବର୍ଷର ପୁରୁଣା ଯାନ । ଏନେଇ ରାଜ୍ୟ ସରକାର ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଭେହିକିଲ ସ୍କ୍ରାପେଜ୍ ପଲିସି କାର୍ଯ୍ୟକାରୀ…