fbpx
Browsing Category

ରାଜ୍ୟ

ଭୁବନେଶ୍ୱରରେ ଶତକ ମାରିଲା ପେଟ୍ରୋଲ ଦର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସମୟରେ ବଢ଼ି ଚାଲିଛି ପେଟ୍ରୋଲ ଦର । ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି । ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବିନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି…

୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌, ଦୁଇଟି ଡୋଜ୍‌ କୋଭିଡ୍‌ ଟିକା ନେଇ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତ୍‌ଉର୍ଦ୍ଧ୍ବ ପାହ୍ୟାର…

୨୩ ଜିଲ୍ଳାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆସନ୍ତା ୨୪ ଘଂଟା ମଧ୍ୟରେ ୫ ଟି ଜିଲ୍ଲା…

ରାଜ୍ୟରେ ଟିକା ଅଭାବ ହେବ ଦୂର: ଭୁବନେଶ୍ୱର ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା, ଆଜି ଆଉ ୮ଲକ୍ଷ ଟିକା ଆସିପାରେ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ପହଞ୍ଚିଛି ୧ ଲକ୍ଷ କୋଭିସିଲ୍ଡ ଟିକା । ଶୁକ୍ରବାର ଆଉ ୮ଲକ୍ଷ ଟିକା ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌…

ଜାତୀୟ ଡାକ୍ତର ଦିବସ: ଏଫଏଲଓ ଭୁବନେଶ୍ୱର ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲରେ କୋଭିଡ଼ ୱାରିୟର୍ସ ସମ୍ମାନିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସହରର କ୍ୟାପିଟାଲ ହସ୍ପିଟାଲରେ ୧୩୦୦ ରୁ ଅଧିକ କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରି ଏଫଏଲଓ ,ଭୁବନେଶ୍ୱର ଗୁରୁବାର ଦିନ ଜାତୀୟ ଡାକ୍ତର ଦିବସ ପାଳନ କରିଛି। କାର୍ଯ୍ୟକ୍ରମରେ ଡାକ୍ତରଖାନାର…

ବଢିଲା ବସ୍ ଭଡା; ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନା ଲକଡାଉନକୁ ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ଆରମ୍ଭ ହୋଇଛି ବସ୍ ସେବା । ବସ ସେବା ଆରମ୍ଭ ହେବା ସହିତ ସ୍ୱୟଂକ୍ରିୟ ଭାବରେ ବସ୍ ଭଡା ବଢିଯାଇଛି । ବର୍ଦ୍ଧିତ ବସ ଭଡା…

କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ: କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଆରମ୍ଭ କରିଛନ୍ତି ଅନଲକ ପ୍ରକ୍ରିୟା ଆରମ୍ଭ । ବିଭିନ୍ନ କଟକଣାରେ କିଛି ମାତ୍ରାରେ କୋହଳ ହୋଇଥିଲେ ବି ସଂପୂର୍ଣ୍ଣ ଭାବରେ କୋଭିଡ ନିୟମ…

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାକୁ ପ୍ରଥମ ଇକମୋ ମେସିନ୍ ଆସିଛି। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ।…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୪୫୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଅଫଲାଇନ ମେଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ ସରକାର; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ଅସନ୍ତୋଷକୁ ଦୃଷ୍ଟିରେ ରଖି ନୂତନ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ଜୁଲାଇ ୩୦ ତାରିଖରୁ ଦଶମ ଛାତ୍ରଛାତ୍ରୀଙ୍କ…