fbpx
BJD SKY
BJD SKY
Browsing Category

ରାଜ୍ୟ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆଜି ଲୋକସେବା ଭବନରେ ପହଞ୍ଚିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ଭାବେ ସେଠାରେ ସାକ୍ଷାତ କରିଛନ୍ତି ଶଶିକାନ୍ତ…

ଡିସେମ୍ବର ୧୫ରୁ ତୋଷାଳି ମେଳା

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆସନ୍ତା ୧୫ ତାରିଖରୁ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ମେଳା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଛି ଏହି ଜାତୀୟ ହସ୍ତଶିଳ୍ପ ମେଳା ।…

ରାଜ୍ୟରେ ହେବ ୪ଟି ନୂଆ ଫ୍ୟାମିଲି କୋର୍ଟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଫ୍ୟାମିଲି ବା ପରିବାର କୋର୍ଟ । ଅନୁଗୁଳ, ରାୟଗଡ, ବୌଦ୍ଧ ଓ ଜଗତସିଂହପୁରରେ ହେବ ନୂଆ ଫ୍ୟାମିଲି କୋର୍ଟ । ଚଳିତ ଆର୍ଥିକ…

ବଜ୍ରକାପ୍ତା ଚୋରା ଚାଲାଣ : ଓଡିଶାରେ ଡବ୍ଲୁସିସିବିର ଟିମ୍

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଓଡିଶାରେ ପହଞ୍ଚିଲା ଡବ୍ଲୁସିସିବିର ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ଉପରେ ତଦନ୍ତ କରିବ ଏହି ୱାଲ୍ଡ ଲାଇଫ୍ କଣ୍ଟୋଲ ବ୍ୟୁରୋର ଟିମ୍ ।…

ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ…

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି କୃଷି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା । ବୈଠକ ପରେ…

ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ ବାବୁ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ପରିବେଶ ପ୍ରଦୂଷଣ ପାଇଁ ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ କର୍ମଚାରୀ । ବିଏମସି, ବିଡିଏ, ବିଏସସିଏଲ ଓ ସ୍ମାର୍ଟସିଟି କର୍ମଚାରୀଙ୍କୁ ସାଇକେଲରେ ଆସିବାକୁ ନିର୍ଦ୍ଦେଶ ହୋଇଛି…

୫-ଟିରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର):ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଯୋଜନା ଓ ସମିଶ୍ରଣ ବିଭାଗକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ ସରକାରୀ କଲେଜଗୁଡ଼ିକରେ…

ମିଶନ ଶକ୍ତି ମେଳାରୁ ସପିଙ୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ମିଶନ ଶକ୍ତି ମେଳାରେ ସପିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରୁ ଗହଣା ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ କିଣି ୫୦୦ ଟଙ୍କା ଦେଲେ ନବୀନ । ଏସଏଚଜି…

DAVକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର,୧୧ା୧୨(ଓଡ଼ିଶା ଭାସ୍କର): ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ ଜାରି କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୨୦୧୮-୨୦ ଯାଏ…