fbpx
Browsing Category

ରାଜ୍ୟ

ଶ୍ରୀଜୀଉଙ୍କ ଚକାବିଜେ ନୀତି ଅନୁଷ୍ଠିିତ; ସେବାୟତଙ୍କ ଆରଟିପିସିଆର ବାଧ୍ୟତାମୂଳକ

ପୁରୀ: ଘୋଷଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ । ସେପଟେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ନିୟମିତ ଭାବରେ ଛତିଶାନିଯୋଗ ବୈଠକ କରାଯାଉଛି । ସେପଟେ ଗତକାଲି…

କରୋନା କଟକଣାକୁ ଫୁ: ସିଲ୍ ହେଲା ଗ୍ରୀନ୍ ଚିଲିଜ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ଆଉ ଏକ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ବିଏମସି । ଭୁବନେଶ୍ୱରର ଗୋପବନ୍ଧୁ ନଗର ସ୍ଥିତ ଗ୍ରିନ ଚିଲିଜ୍ ରେଷ୍ଟୁରାଣ୍ଟକୁ ରବିବାର ବିଏମସି ପକ୍ଷରୁ ସିଲ୍ କରି…

ସୌମ୍ୟଙ୍କ ସପକ୍ଷରେ ଭର୍ତ୍ତୃହରି; କହିଲେ ‘ଭିନ୍ନ ମତକୁ ଦିଆଯାଉ ସମ୍ମାନ’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ମତ ପ୍ରକାଶ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ତଥାଗତ ନିଜର ସମ୍ପାଦକୀୟ ସ୍ତମ୍ଭ…

ଭୁବନେଶ୍ୱରରୁ ଆଜି ୨୩୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୨୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ ଜଣ ଚିହ୍ନଟ…

ବିଷ୍ଣୁଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଜି ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବିଷ୍ଣୁଙ୍କ ଆରୋଗ୍ୟ କାମନା କରିଛନ୍ତି…

ରଥଯାତ୍ରା ସୁରକ୍ଷା ସମୀକ୍ଷା କଲେ ଡିଜିପି, କହିଲେ…

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଭୟ । ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୫୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଖୋଲିଲା ଗୁମର! ଅନୀତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ, ବାହାଘର ପରେ ବି ରଖୁଥିଲା ଶାରୀରିକ ସମ୍ପର୍କ

ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ଓଏସଏପି ବାଟାଲିୟନରେ ୭୨ତମ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଓଏସଏପି ୭ମ ବାଟାଲିଅନରେ ପାଳିତ ହୋଇଛି ୭୨ ତମ ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ଏକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସଚେତନତା ସୃଷ୍ଟି ପାଇଁ…

ଭିଡିଓ କଲରେ କଥା ହେଉଛନ୍ତି କି! ସତର୍କ କରାଇଲେ କଟକ ଡିସିପି

କଟକ (ଓଡ଼ିଶା ଭାସ୍କର) : ସାଇବର ଲୁଟେରା ମାନେ ଦିନକୁ ଦିନ ଠକେଇର ନୂତନ ଉପାୟ ବାହାର କରୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କଟକ ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି । କେବଳ ପୁରୁଷ…