Browsing Category

ରାଜ୍ୟ

ଜଳାର୍ଣ୍ଣବ ହେଲା ଲିଙ୍ଗରାଜ ମନ୍ଦିର: ବର୍ଷାପାଣିରେ ବୁଡ଼ିଲା ମନ୍ଦିରର ବାଇଶି ପାହାଚ

ଭୁବନେଶ୍ୱର: ଗତକାଲି ରାଜଧାନୀରେ ହୋଇଥିବା ବର୍ଷାରେ ଲିଙ୍ଗରାଜ ମନ୍ଦିରର ପରିସର ଜଳାର୍ଣ୍ଣବ ହୋଇଯାଇଛି। ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର…

ଆସୁଛି ଗହ୍ମା ପୂର୍ଣ୍ଣିମା: ଜଟଣୀରେ ଖୋଲିଲା ରାକ୍ଷୀର ପସରା, ବିଭିନ୍ନ ଡିଜାଇନ୍‌ର ରାକ୍ଷୀ ନେବାକୁ ଗ୍ରାହକଙ୍କ ଭିଡ

ଜଟଣୀ,(ଭାସ୍କର ନ୍ୟୁଜ): ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ମଧ୍ୟରୁ ଏକ ସ୍ୱତନ୍ତ୍ର ପର୍ବ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ରାକ୍ଷା ବନ୍ଧନ ଉତ୍ସବ ବିଧି ଓ ପରମ୍ପରା ଅନୁଯାୟୀ ପାଳନ ହୋଇଥାଏ । ସେହିଦିନ ଭଉଣୀ ଭାଇକୁ…

ଏ ବର୍ଷ ଇଗ୍ନୋରେ ୧୮ଟି ନୂତନ ପାଠ୍ୟକ୍ରମ ସାମିଲ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଦ୍ୟା ଅର୍ଜନ କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟିକରିଛି ।…

ଆଜି ହେରା ପଞ୍ଚମୀ : ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ, ରାଗରେ ରଥର କାଠ ଖଣ୍ଡିଏ ଭାଙ୍ଗି ମାଆ

ପୁରୀ (ଭାସ୍କର ନ୍ୟୁଜ୍):  ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିର ଉତ୍ସବକୁ ହେରା ପଞ୍ଚମୀ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେବ ହେରା ପଞ୍ଚମୀ ନୀତି ।…

ଦେଶରେ ପୁଣି ଆରମ୍ଭ ହେଲାଣି କାରନା ପ୍ରକୋପ: ଚିହ୍ନଟ ହେଲା ୯ ପ୍ରକାରର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସରେ ଦେଖାଯାଇଛି ନୂଆ ପରିବର୍ତ୍ତନ। ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ଦୀର୍ଘ ମାସ ପରେ କରୋନା ଭାଇରସରେ ପରିବର୍ତ୍ତନ ଦେଖାଯାଇଛି। କରୋନା ଭାଇରସ…

ଚୋରା ମଦ କାରବାର ବେଳେ ଚଢ଼ଉ କଲା ସ୍ପେସାଲ୍‌ ସ୍କ୍ୱାଡ୍‌: ୧୭ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ବାଲିପାଟଣା,(ଭାସ୍କର ନ୍ୟୁଜ):  ବାଲିପାଟଣା ଥାନା ଅନ୍ତର୍ଗତ ବଦଳାର ପଶ୍ଚିମଖଣ୍ଡ ଗ୍ରାମରୁ ଚାଲିଥିଲା ଚୋରା ମଦ କାରବାର।  ହଠାତ୍‌ ଚଢ଼ଉ କରି ଜଣେକ ବ୍ୟକ୍ତିକୁ ବାଲିପାଟଣା ଥାନା ପୋଲିସ ଗିରଫ୍‌ କରିଥିବା ଥାନା…

ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ: ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉତ୍ତର ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୪ରୁ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ…

(Video) ଅପୂର୍ବ ସେ କାଳିଆର ଲୀଳା, ବୃଦ୍ଧା ମାଉସୀଙ୍କୁ ଦର୍ଶନ କରାଇଲେ ପୋଲିସ୍ କର୍ମୀ

ପୁରୀ(ଓଡ଼ିଶା ଭାସ୍କର): କୁହାଯାଏ କାଳିଆର ଲୀଳା ସମସ୍ତଙ୍କୁ ଅଛପା । କାଳିଆର ଡୋରି ନଲାଗିଲେ ଦର୍ଶନ କରିହୁଏନା । କିନ୍ତୁ ଯେତେବେଳେ କାଳିଆ ଚାହେ ତ' ଭକ୍ତକୁ ଦେଖିବାକୁ ଭିଡ଼ ଭିତରୁ ଟାଣି ହୋଇଆସେ ଭକ୍ତ । ଏବେ ଏଭଳି…

ବିଧାନସଭାରେ ପାରିତ ହେଲା ୩ଟି ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ୩ଟି ବିଲ୍ ପାରିତ ହୋଇଛି । ଡ୍ରିମସ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ-୨୦୨୨, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଓଡ଼ିଶା ସଂଶୋଧନ ବିଲ-୨୦୨୨, ଗାନ୍ଧି…

(Video) ଏଟିଏମରୁ ବାହାରିଲା ଚିରା ଫଟା ଏବଂ ରଙ୍ଗୀନ ନୋଟ୍, ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାହକ

ଭଦ୍ରକ: ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଲାଇନ୍ ଛିଡ଼ା ହୋଇ ସମୟ ନଷ୍ଟ ନହେଉ ସେଥିପାଇଁ ଏଟିଏମରୁ ଟଙ୍କା  ସହଜରେ ଟଙ୍କା କାଢ଼ିଥାନ୍ତି ଗ୍ରାହକ । ଅନେକ ସମୟରେ ଲୋକମାନେ ଏଟିଏମ ଫ୍ରଡର ମଧ୍ୟ ଶିକାର ହୋଇଥାନ୍ତି । ତେବେ…