Browsing Category

ରାଜ୍ୟ

ଏଣିକି ପୁରୁଷ ଓ ମହିଳା କଏଦୀଙ୍କୁ ମିଳିବ ଟେଲରିଂ, କମ୍ପ୍ୟୁଟର ଓ ନର୍ସିଂ ଟ୍ରେନିଂ: ରାଜ୍ୟ ସରକାର ଗଠନ କଲେ କଏଦୀ ଉନ୍ନୟନ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନଙ୍କୁ ମିଳିବ କମ୍ପ୍ୟୁଟର ଶିକ୍ଷା ଓ ନର୍ସିଂ ଟ୍ରେନିଂ । ଜେଲ ବିଭାଗରେ ୫ଟି ଲାଗୁ ହେବା ପରେ କଏଦୀ ଓ କାରାଗାର ବିଭାଗରେ ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ ମିଳିଛି ।…

Video: ଠକ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରିଲେ ସ୍ତ୍ରୀ, ମିଛ କହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ପାଲଟିଲାଣି ଭଦ୍ର ଠକଙ୍କ ସାମ୍ରାଜ୍ୟ। କେତେବେଳେ ଚାକିରି ନାଁରେ ଠକେଇ ତ କେତେବେଳେ ବାହାଘର ସ୍ୱପ୍ନ ଦେଖାଇ ମହିଳାଙ୍କୁ ଠକେଇ କରୁଛନ୍ତି । କିଛି ଦିନ ତଳେ ରାଜ୍ୟରେ ଜଣେ ଡାକ୍ତର…

ସ୍ୱିଗି ବୟଙ୍କୁ ମାରି ଫିଙ୍ଗିଦେଲେ! ସନ୍ଦେହଜନକ ଭାବେ ଉଦ୍ଧାର ହେଲା ମୃତଦେହ

କଟକ: ଟ୍ୱିନ ସିଟିରେ ବଢୁଛି ଅପରାଧ । ବିଭିନ୍ନ ସ୍ଥାନରୁ ଅନେକ ଅପରାଧିକ ମାମଲା ରେକର୍ଡ କରାଯାଉଥିବା ବେଳେ ଏବେ ଏକ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଜଣେ ସ୍ୱିଗି ଡେଲିଭରୀ ବୟଙ୍କର ହୋଇଥିବା…

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି: ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ, ଶ୍ବଶୁର ଟାଙ୍ଗିଆ ଚୋଟରେ ବୋହୁ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ସାମାନ୍ୟ ବଚାସାରୁ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି। ସେହିପରି ଶ୍ୱଶୁରର…

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଫୁଲବାଣୀ: ବ୍ରିଜ ଉପରେ ଚାଲୁଛି ଅଣ୍ଟାଏ ପାଣି

ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ହୋଇଛି ଫୁଲବାଣୀ ସହର । ଲଘୁଚାପ ଜନିତ ଲଗାଣ ବର୍ଷାପାଣି ଯୋଗୁଁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡିଛି । ପ୍ରବଳ ପାଣିରେ ସାରା ଜିଲ୍ଲାର ଅଧିକାଂଶ ଅଞ୍ଚଳର ଅବସ୍ଥା ସଂକଟାପନ୍ନ…

ଡ୍ରଗ୍ସ ମାଫିଆଙ୍କ ଆଡ୍ଡା ପାଲଟିଲାଣି ଓଡ଼ିଶା, ନିଶା ବେପାର ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ

ଭୁବନେଶ୍ୱର: ଡ୍ରଗ୍ସ ମାଫିଆଙ୍କ ଆଡ୍ଡା ପାଲଟିଲାଣି ଓଡ଼ିଶା। ରାଜ୍ୟରେ ଗତ କିଛି ବର୍ଷ ହେଲା ନିଶା କାରବାର ଅହେତୁକ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା…

ଓଡ଼ିଶାରୁ ଆଜି ୮୭୨ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ଦୈନିକ ସଂକ୍ରମଣରେ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ରାଜ୍ୟରେ ମଦ ନେଇଛି ୫୦ଜୀବନ, ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ମରିଛନ୍ତି ୯ ଜଣ

ଭୁବନେଶ୍ୱର: ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ ଯାଇଛି ୫୦ ଜଣଙ୍କର ଜୀବନ। ଏନେଇ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ପାତ୍ର। ରାଜ୍ୟରେ ମଦ ପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି…

ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲାରେ ଭୂସ୍ଖଳନ: ଧସିଲା ମାଟି ଅତଡ଼ା ଭାଙ୍ଗିଲା ଘର

ଗଜପତି: ଲଗାଣ ବର୍ଷା ଫଳରେ ଧସିଲା ମାଟି ଅତଡ଼ା। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଥିବାର ଖବର ଆସିଛି। ଗୁମ୍ମା ବ୍ଲକ ଜାଙ୍ଗିଡ଼ିତୁଲ ଗାଁରେ ଆଜି ସକାଳୁ ଭୂସ୍ଖଳନ…

ଦେଶରେ ପୁଣି ଶସ୍ତା ହେବ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଆଜି କେଉଁ ସହରରେ କେତେ ରହିଛି ନୂତନ ମୂଲ୍ୟ

ଭୁବନେଶ୍ୱର: ସରକାରୀ ତୈଳ କମ୍ପାନୀଗୁଡିକ ରବିବାର ପାଇଁ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଶେଷ ଥର ପାଇଁ ମେ ୨୧ ରେ…