Browsing Category
ରାଜ୍ୟ
କାଶୀପୁରରେ ଝାଡ଼ାବାନ୍ତି ଯୋଗୁଁ ଚାଲିଗଲା ୪ ଜୀବନ: ପହଞ୍ଚିନି ମେଡିକାଲ ଟିମ୍
ରାୟଗଡ଼ା(ଓଡ଼ିଶା ଭାସ୍କର): କରୋନା ପୁଣି ବଢ଼ୁଥିବା ବେଳେ ରାୟଗଡ଼ା କାଶିପୁର ବ୍ଲକରେ ଝାଡ଼ାବାନ୍ତି ସାଜିଛି ମୁଣ୍ଡବିନ୍ଧାର କାରଣ । ଝାଡ଼ାବାନ୍ତି ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲି ରାତିରେ ଟିକିରି…
ଆସିଲା ଏଡିଆର୍ ରିପୋର୍ଟ: କରୋନା କାଳରେ ରାଜନୈତିକ ଦଳ ମାଲାମାଲ, ବିଜେପିକୁ ଅଜସ୍ର ଧନବର୍ଷା
ନୂଆଦିଲ୍ଲୀ: କରୋନା କାଳରେ ଭାରତର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଲୋକେ ହା ହୁତାସରେ ଦିନ କାଟିଥିଲେ । କିନ୍ତୁ ଏହି ସମୟରେ ଭାରତର କିଛି ରାଜନୈତିକ ଦଳଙ୍କ ଉପରେ ଅଜସ୍ର ଧନବର୍ଷା ହୋଇଛି । ବିଶେଷକରି ଭାରତୀୟ…
ରାଜ୍ୟରେ ଆଜିଠୁ ମାଗଣା ବୁଷ୍ଟର ଡୋଜ୍: କଲେଜ, ହଷ୍ଟେଲରେ ମଧ୍ୟ ଦିଆଯିବ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଥିବା ବେଳେ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ଆଜିଠାରୁ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ଆଜିଠୁ ସରକାରୀ ଟିକାକରଣ…
ମାଓବାଦୀଙ୍କ ଦମନ ପାଇଁ ବ୍ଲ୍ରୁିଣ୍ଟ ପ୍ରସ୍ତୁତ, ଆଗକୁ ଜୋରଦାର୍ ହେବ କମ୍ବିଂ ମାଓ ଅପରେସନ
ରାୟପୁର/ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ମାଓ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରେ ମାଓବାଦୀମାନେ ସେମାନଙ୍କ ଦବଦବା ଜାରି ରଖିଛନ୍ତି ।…
ରକ୍ଷକ ସାଜିଲା ଭକ୍ଷକ, ବର୍ଦ୍ଦିରେ ଲାଗିଲା କଳଙ୍କ ଛିଟା: ଯୁବତୀଙ୍କୁ ଦୁଷ୍କର୍ମ ଜେଲ୍ ଗଲେ ପୋଲିସ ଡ୍ରାଇଭର
ସୋନପୁର (ଭାସ୍କର ନ୍ୟୁଜ୍): ନ୍ୟାୟ ଦେବା ଲୋକ ଯଦି ନିଜେ ଅନ୍ୟାୟ ଓ ଅନୀତିରେ ଲିପ୍ତ ରହେ ତେବେ ନ୍ୟାୟ ଆଶା କରିବା କେବଳ ଯେ ବୃଥା ଏହା ନିଶ୍ଚିତ ଭାବେ କୁହାଯାଇପାରେ । ଲୋକଙ୍କୁ ସୁରକ୍ଷା ଦେବାକୁ ନିଯୁକ୍ତ ପୋଲିସ…
୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଚଳିତ ବର୍ଷ ଆଷାଢ଼ ମାସରେ ରାଜ୍ୟରେ ଯେତେ ପରିମାଣର ବର୍ଷା ହେବା କଥା ତାହା ହୋଇପାରି ନାହିଁ । କିଛି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଆଉ କେତେକ ଜିଲ୍ଲାରେ ସ୍ୱାଭାବିକ…
ରାଜଧାନୀରେ ସଂକ୍ରମଣ ରୋକିବାକୁ ପ୍ରୟାସ: ସଚେତନ କରାଇଲା କମିଶନରେଟ ପୋଲିସ
ଭୁବନେଶ୍ୱର: ସାରା ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କରୋନା ମହାମାରୀ । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ କଟକଣା ଆଣିବା ପାଇଁ ଆଲୋଚନା କରୁଛନ୍ତି । ସେପଟେ ମାସ୍କକୁ ମଧ୍ୟ ପୁଣି ତରେ ବାଧ୍ୟତାମୂଳକ…
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ JMM
ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଭାବରେ…
କଲେଜରେ ଦିଆଯିବ କରୋନା ଟିକା: ସୂଚନା ଦେଲେ ମୁଖ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କରୋନା ବିପକ୍ଷରେ ଟିକାକରଣକୁ ଆହୁରି ଶକ୍ତିଶାଳୀ ଏବଂ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଣିକି ମେଡିକାଲ…
ସ୍ନିଗ୍ଧାରାଣୀଙ୍କ କାର ଦୁର୍ଘଟଣା ମାମଲା: ବିନା DLରେ ଚଳାଉଥିଲେ ଗାଡି
ବଲାଙ୍ଗୀର: ସୋନପୁର କାର ଦୁର୍ଘଟଣା ମାମଲାରେ ନୂଆ ତଥ୍ୟ ପାଇଛି ପୋଲିସ । ଘଟଣାସ୍ଥଳରୁ ଫେରାର ଥିବା ମହିଳା ଇନ୍ସପେକ୍ଟର ବିନା ଲାଇସେନ୍ସ ଗାଡି ଚଳାଉଥିବା ଜାଣିବାକୁ ମିଳିଛି । ତେବେ ଆଇନର ଜଣେ ରକ୍ଷକ ହୋଇ ସୁଦ୍ଧା ସେ…