Browsing Category

ରାଜ୍ୟ

ଭୁବନେଶ୍ୱର ଏମ୍ସରେ ବାହାରିଲା ନିଯୁକ୍ତି, ଦରମା ୩୫୦୦୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ) ଭୁବନେଶ୍ୱରରେ ସିନିୟର ରିସର୍ଚ୍ଚ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ସ୍ନାତକୋତ୍ତର ପାସ୍ କରିଥିବା ଯୁବକମାନେ ଏହି…

ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବକ, ବରିଷ୍ଠ ଏନଡିଏ ନେତା ଉପସ୍ଥିତ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ। ମୁର୍ମୁ ପ୍ରଥମେ ସଂସଦରେ ପହଁଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ…

(Video) ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲା: ଥାନାରେ ବୟଫ୍ରେଣ୍ଡ ସନ୍ତୋଷଙ୍କୁ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ଛାନଭିନ୍ । ଏହାରି ମଧ୍ୟରେ ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ସନ୍ତୋଷ ପାତ୍ର । ଏସିପିଙ୍କ ନେତୃତ୍ୱରେ…

ରାଉରକେଲାରେ ଅଘଟଣ, ସ୍କୁଲ ଫାଟକ ପଡ଼ି ୨ ମୃତ

ରାଉରକେଲା(ଓଡ଼ିଶା ଭାସ୍କର): ସ୍କୁଲ୍‌ରେ ନୁଆ କରି ଲାଗିଥିବା ଲୁହା ଫାଟକ ପଡ଼ି ଚାଲିଯାଇଛି ଦୁଇ କର୍ମଚାରୀଙ୍କ ଜୀବନ। ରାଉରକେଲା ସେକ୍ଟର-୯ ଅଞ୍ଚଳରେ ଥିବା ବିକାଶ ପବ୍ଲିକ୍ ସ୍କୁଲରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା।…

ରାଜ୍ୟରେ ସକାଳ ୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଜାଣନ୍ତୁ କେବେଠୁଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ନେଇ ଆସିଛି ବଡ଼ ଖବର । ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଜୁନ୍‌ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ…

କାଳ ହେଲା ଅନ୍ୟଜାତିରେ ବିବାହ: ପୁଅକୁ ହତ୍ୟା ପରେ ଅତ୍ମହତ୍ୟା କଲା ବାପା

ନୂଆପଡ଼ା(ଓଡ଼ିଶା ଭାସ୍କର): ପୁଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଧରମବନ୍ଧା ଥାନା ଫୋକଟପଡ଼ାରେ। ପରିବାରରେ ଥିବା ପୁରୁଣା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବଚସା ପରେ ଏଭଳି ଏକ…

ପୁଣି ବଢ଼ୁଛି କରୋନା ସଂକ୍ରମଣ! ଓଡ଼ିଶାରେ ୬୧ ତ’ ଦେଶରେ ୧୭ ହଜାର ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ମାସର ବ୍ୟବଧାନ ପରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳୁଛି । ରାଜ୍ୟରୁ ଗତ…

(Video) ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଂ ଗାର୍ଡ ।…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚାଲିଛି ଚିକିତ୍ସା

ବାଲିମେଳା, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ପାଣ୍ଡରିପାଣି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିାଣି…

ଅଣସର ପିଣ୍ଡିରେ ଚକାବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଏକାଦଶୀରେ ମହୌଷଧୀ ଦଶମୂଳ ମୋଦକ ଖାଇ ସୁସ୍ଥ ହେବେ ମହାପ୍ରଭୁ

ପୁରୀ, (ଭାସ୍କର ନ୍ୟୁଜ୍‌) : ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର…