Browsing Category
ରାଜ୍ୟ
ପଥର ସନ୍ଧିରୁୁ ୮ ଘଣ୍ଟାର କଠିନ ଉଦ୍ୟମ ପରେ ଉଦ୍ଧାର ହେଲା ନାବାଳକ, ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଖସିପଡିଥିଲା
ନବରଙ୍ଗପୁର, (ଭାସ୍କର ନ୍ୟୁଜ୍): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସି ଦୀର୍ଘ ୮ ଘଣ୍ଟା ପରେ ଉଦ୍ଧାର ହେଲା ନାବାଳକ । ସକାଳୁ ରାତି ପର୍ଯ୍ୟନ୍ତ ଦୁଇଟି ପଥର ସନ୍ଧିରେ ଜଣେ ୧୨ ବର୍ଷୀୟ ବାଳକର ମୁଣ୍ଡ ଫସି…
ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ମୁନାକୁ ବାନ୍ଧିଲା ପୋଲିସ, ଏବେ ବି ଫେରାର ଅଛନ୍ତି ଡିଜେ ମାଲିକ ଓ ଅନ୍ୟଜଣେ…
ଗୋପ, (ଭାସ୍କର ନ୍ୟୁଜ) : ଗୋପ ଥାନା ଅଧୀନ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟା କାଣ୍ଡ ଘଟଣାରେ ଦ୍ବିତୀୟ ଅଭିଯୁକ୍ତକୁ ଦୀର୍ଘ ଦେଢ ମାସ ପରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ମାତ୍ର ମୁଖ୍ୟ ଅଭିଯୁକ୍ତ…
ବିବାହ ଲଗ୍ନ ଧାର୍ଯ୍ୟ ଦିନ ଫେରାର ହୋଇଗଲେ ଯୁବକ, ପ୍ରତାରଣା ଅଭିଯୋଗ ଆଣିବା ସହ ପ୍ରେମିକ ଦୁଆରେ ଧାରଣାରେ ବସିଲେ ପ୍ରେମିକା ଓ ଗ୍ରାମବାସୀ
ତିହିଡ଼ି,(ଭାସ୍କର ନ୍ୟୁଜ) : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏ…
ନୟାଗଡ଼ରେ ଫାଟିଲା ତେଲ ଟ୍ୟାଙ୍କର: ୪ ଜୀବନ୍ତ ଦଗ୍ଧ
ନୟାଗଡ଼(ଓଡ଼ିଶା ଭାସ୍କର): ବ୍ରିଜରୁ ଖସି ବିସ୍ଫୋରଣରେ ଫାଟିଛି ତେଲ ଟ୍ୟାଙ୍କର । ତେଲ ଟ୍ୟାଙ୍କର ଫାଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଶନିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୨ଟି ଜିଲ୍ଳାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ପ୍ରବଳ…
ଫାଟିଲା ନନ୍ଦିଘୋଷ ଚକର ଅଖ: ପରିବର୍ତ୍ତନ ପାଇଁ ନିଆଗଲା ନିଷ୍ପତ୍ତି
ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଜାରି ରହିଛି ପ୍ରସ୍ତୁତି । ରଥଖଳାରେ ଜୋର ସୋରରେ ଚାଲିଛି ରଥ ନିର୍ମାଣ । କିନ୍ତୁ ଏହାରି ମଧ୍ୟରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ଦେଖାଦେଇଛି…
୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଥିଲା ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଫଳରେ ଦୁଇଟି…
ଚାକିରିରୁ ବିଦା ହେଲେ Vigilance ଇନ୍ସପେକ୍ଟର: ପଡ଼ିଥିଲେ ଖୋଦ୍ ଭିଜିଲାନ୍ସ ହାବୁଡ଼ରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଏବେ ଚାକିରିରୁ ହେଲେ ବହିଷ୍କୃତ । ଲାଞ୍ଚ ନେଇ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କୃତ…
ବାରବାଟୀ ମ୍ୟାଚ ପାଇଁ ବ୍ୟାପକ ବ୍ୟବସ୍ଥା: MO BUS ଯୋଗାଇବ ସ୍ୱତନ୍ତ୍ର ସେବା
କଟକ(ଓଡ଼ିଶା ଭାସ୍କର): ଜୁନ୍ ୧୨ ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ମ୍ୟାଚ…
ଅନୁଭବ-ବର୍ଷା ବିବାଦ: ଷ୍ଟାର ଦମ୍ପତିଙ୍କ କଳହରେ ଆସିଲା ପୁଣି ନୂଆ ଟ୍ୱିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ତାରକା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଯୋଡ଼ି ହେବାରେ ଲାଗିଛି । ତେବେ ବର୍ଷା ତାଙ୍କର ସ୍ୱାମୀ…