Browsing Category

ରାଜ୍ୟ

ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୧ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଓଡ଼ିଶାକୁ ପୁଣି ଫେରିଲା କି କରୋନା: ଗୋଟିଏ ଦିନରେ ୬୪ ଜଣ ପଜିଟିଭ୍, ବଢ଼ାଇଲା ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ କମି ଆସୁଥିବା ବେଳେ ଆଗକୁ ଚତୁର୍ଥ ଲହର ଆସିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ ୬୪ ଜଣ ପଜିଟିଭ୍ ଚିହ୍ନଟ ହେବା…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’: ସନ୍ଧ୍ୟା ସୁଦ୍ଧା ଭୀଷଣ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା ‘ଅସାନି’ । ବାତ୍ୟା ‘ଅସାନି’ର ରୂପ ନେଇଛି ସକ୍ରିୟ ଗଭୀର ଅବପାତ । ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଏହା ଉତ୍ତର ପଶ୍ଚିମ…

ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ: ହେଲମେଟ୍ ନ ପିନ୍ଧିଲେ, ବାଇକରେ ୩ ଜଣ ବସିଲେ, ଛୋଟ ପିଲା ଗାଡ଼ି ଚଳାଇଲେ ଫାଇନ୍ ସହ DL ବାତିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗାଡ଼ିଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ନିୟମ ନ ମାନିଲେ ଗାଡ଼ିଚାଳକମାନେ ଜରିମାନା ଦେବା ସହ ସେମାନଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଆସନ୍ତା ୧୫ ତାରିଖଠାରୁ…

କ୍ୟାପିଟାଲ୍‌ ରିଜିଅନ୍‌ ରିଂ ରୋଡ୍‌ କାର୍ଯ୍ୟ ତ୍ୱରାନ୍ୱିତ ହେବ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କ୍ୟାପିଟାଲ ରିଜିଅନ ରିଂ ରୋଡ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଖୁବ୍‌ ଶୀଘ୍ର ଏଥିପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଜାତୀୟ ରାଜପଥ ପ୍ରାଧିକରଣର ସମସ୍ତ ପୁରୁଣା ପ୍ରକଳ୍ପରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରହିଛି ଅଗ୍ନିଶମ ବିଭାଗ, ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ଟିମ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ ) :ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ଆଗୁଆ ପ୍ରସ୍ତୁତି ଜାରି କରାଯାଇଛି …

ରଥଖଳା ଅପଡେଟ୍…ତୁମ୍ବ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ୱକର୍ମା, ତିଆରି ହେବ ୪୨ ତୁମ୍ବ

ପୁରୀ, (ଭାସ୍କର ନ୍ୟୁଜ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି  । ଗତ ଅକ୍ଷୟ ତୃତୀୟ ଠାରୁ ରଥକାଠ ଅନୁକୂଳ ପରେ ତହିଁ ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ଥିବା…

ସକ୍ରିୟ ହେଉଛି ଗଭୀର ଅବପାତ, କିଛି ସମୟ ମଧ୍ୟରେ ବାତ୍ୟା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ସଂଧ୍ୟା ଆଡକୁ ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ବୋଲି କହିଛି…

ସରିଲା ମାଟ୍ରିକ ପରୀକ୍ଷା: ୨୦ରୁ ଆରମ୍ଭ ହେବ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା

କଟକ, (ଭାସ୍କର ନ୍ୟୁଜ୍‌) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା (ସମ୍ମେଟିଭ୍‌-୨) ପରୀକ୍ଷା ଶେଷ ହୋଇଛି । ୨ ବର୍ଷ ପରେ ଶ୍ରେଣୀ ଗୃହରେ ବସି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ଓଡ଼ିଶା ଉପରୁ ଟଳିଲା ବିପଦ, ଉପକୂଳ ଛୁଇଁବନି ବାତ୍ୟା: ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ ଅବପାତ, ପୁରୀଠୁ ୧୨୫୦ କି.ମି. ଦୂରରେ ଅବସ୍ଥିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଆଶଙ୍କା ଓ ଭୟ ରହିଥିଲା ଆପାତତଃ ତାହାର ଅବସାନ ଘଟିବାକୁ ଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ…