Browsing Category
ରାଜ୍ୟ
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ସୃଷ୍ଟି ହେଲା ଲଘୁଚାପ: ୪୮ ଘଣ୍ଟାରେ ନେବ ଅବପାତର ରୂପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ…
ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ମେ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକଙ୍କ ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚଳିତ ମାସ ୩୧ ତାରିଖରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୋର୍ଟାଲରେ…
ରାୟଗଡ଼ାରେ ଅଘଟଣ: ହଷ୍ଟେଲ ଛାତରୁ ଖସିପଡ଼ି ମାଟ୍ରିକ ପରୀକ୍ଷାର୍ଥୀ ମୃତ
ରାୟଗଡ଼(ଓଡ଼ିଶା ଭାସ୍କର): ରାୟଗଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ହଷ୍ଟେଳ ଛାତରୁ ଖସିପଡ଼ିବା ଯୋଗୁଁ ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି । ବିଷମକଟକ ଥାନା କପାପଦର ଆଶ୍ରମ ସ୍କୁଲ ହଷ୍ଟେଲ ଛାତରୁ ପଡ଼ି…
ମୋ ବସ୍ ସେବାରେ ସାମିଲ ହେବ ଇ-ବସ୍ ସେବା, ଖୁବ୍ଶୀଘ୍ର ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ୍
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ମୋ ବସ୍ ସେବାରେ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସାମିଲ ହେବ ବୋଲି ରାଜ୍ୟରେ ‘ମୋ ବସ’ ସେବା, କ୍ରୁଟ୍ ସଂପର୍କରେ ସମୀକ୍ଷା କରି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…
ସକ୍ରିୟ କାଳବୈଶାଖୀ: ୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାକି ଏବେ ଘନୀଭୂତ ହେବାରେ ଲାଗିଛି । ସକ୍ରିୟ କାଳବୈଶାଖୀ ପ୍ରଭାବରେ ୬ ଜିଲ୍ଲାରେ…
ଭାରତୀୟ ସୀମାରେ ପାକିସ୍ତାନୀ ସୁଡ଼ଙ୍ଗ,ଅନୁପ୍ରବେଶ ପାଇଁ ଖୋଳିଥିଲେ ଆତଙ୍କୀ ! ସନ୍ଦିଗ୍ଧ ଟନେଲ୍କୁ ଚିହ୍ନଟ କଲେ ଭାରତୀୟ ଯବାନ
ଶ୍ରୀନଗର, : ଯେତେ ଯାହା କଲେ ମଧ୍ୟ ପାକିସ୍ତାନର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଘଟୁ ନାହିଁ କିମ୍ବା ଚିତ୍ର ଓ ଚରିତ୍ର ବଦଳିବାର ନାଁ ଧରୁନାହିଁ । ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ବିଭିନ୍ନ…
ଏଥର ବିନା କଟକଣାରେ ଘୋଷଯାତ୍ରା ! ନବକଳେବର ଭଳି ଜମିବ ଭକ୍ତଙ୍କ ଗହଳି, ଏନେଇ ରଥଯାତ୍ରା ସମନ୍ୱୟ ବୈଠକରେ ଆଲୋଚନା
ପୁରୀ,(ଭାସ୍କର ନ୍ୟୁଜ୍) : କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବିନା ଭକ୍ତରେ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କ ମେଳରେ…
ଆଜି ଲଘୁଚାପ ରୂପ ନେଇ ଘୂର୍ଣ୍ଣିବଳୟ, ସ୍ପଷ୍ଟ ହେବ ଚିତ୍ର: ଏବେ ହେଉଥିବା ବର୍ଷା କାଳବୈଶାଖୀ ଜନିତ
ନୂଆଦିଲ୍ଲୀ/ଭୁବନେଶ୍ୱର : ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଏଯାଏଁ କୁହାଯାଇନି । ବାତ୍ୟା ହେବ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ଦିଆଯାଇ ନାହିଁ । ତେଣୁ ବିଭିନ୍ନ ଗଣମାଧ୍ୟମର ବାତ୍ୟା…
AIIMS ଭୁବନେଶ୍ୱରରେ ପାଳନ ହେଲା ବିଶ୍ୱ ହାତଧୁଆ ଦିବସ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଗୁରୁବାର ବିଶ୍ୱ ହାତଧୁଆ ଦିବସ ପାଲିତ ହୋଇଯାଇଛି । ଡାକ୍ତରଖାନା ସଂକ୍ରମଣ ନିୟନ୍ତ୍ରଣ କମିଟି ଏବଂ ଏମ୍ସ ଭୁବନେଶ୍ୱର ଗୁଣାତ୍ମକ ପରିଷଦର ସଦସ୍ୟଙ୍କ ସହ ମେଡିକାଲ୍ ଅଧୀକ୍ଷକ ଡ.…