Browsing Category
ରାଜ୍ୟ
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କମ୍, ମେଡିସିନ୍ ଦୋକାନରେ ବସି ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର, ଦାମୀ ଔଷଧ ଲେଖୁଥିବା ନେଇ ସାଧାରଣରେ ଅଭିଯୋଗ
ଲହୁଣୀପଡ଼ା, (ଭାସ୍କର ନ୍ୟୁଜ୍): ସାଧାରଣତଃ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଜନୌଷଧିକୁ କେନ୍ଦ୍ର ଖୋଲି ବହୁ କମ୍ ମୂଲ୍ୟରେ ଔଷଧ ଲୋକଙ୍କୁ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି…
ଆଜି-କାଲି ପ୍ରବଳ ଛେଚିବ ବର୍ଷା, ଶୀତର ପ୍ରକେପ କମିବ
ଭୁବନେଶ୍ୱର (ଓଡିଶା ଭାସ୍କର) : ଆଜି -କାଲି ରାଜ୍ୟରେ ପ୍ରବଳ ବର୍ଷିବ । ଆସନ୍ତା ୪୮ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ଅନ୍ୟ କିଛି…
କଟକରେ ବେଆଇନ ଲିଙ୍ଗ ନିରୂପଣ ଘଟଣା: ଗିରଫ ସଂଖ୍ୟା ୫କୁ ବୃଦ୍ଧି, ରାଞ୍ଚିକୁ ଲମ୍ବିଛି ଚେର
କଟକ (ଭାସ୍କର ନ୍ୟୁଜ୍): ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ଘଟଣାରେ ଆଲ୍ଫା ହେଲଥ୍ କେୟାର୍ର ୪ ଜଣ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଏହି ମାମଲାରେ ଗତକାଲି ଆଉ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ…
ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହେଲେ ୧୧ ପ୍ରାର୍ଥୀ: ଜାଣନ୍ତୁ କେଉଁଠି
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗମ୍ଭାରୀ ପଞ୍ଚାୟତର ସମସ୍ତ ପ୍ରାର୍ଥୀ ଅପ୍ରତିନ୍ଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ସରପଞ୍ଚ, ସମିତି ସଭ୍ୟ, ୧୧ ୱାର୍ଡ ମେମ୍ବର ଅପ୍ରତିନ୍ଦ୍ୱନ୍ଦୀ ଭାବେ ହୋଇଛନ୍ତି ବିଜୟୀ ।…
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାମଲା: ବହିଷ୍କାର ଦାବି କଲା ବିଜେଡି
ବାରିପଦା: ସରକାରୀ କର୍ମଚାରୀଙ୍କୁ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ମାମଲା । ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବର୍ଷିଲା ବିଜେଡି । ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ବହିଷ୍କାର…
ଅନଲାଇନ୍ ପାଠପଢାର ନଗ୍ନ ଚିତ୍ର: ଗଛ ଉପରେ ପାଠ ପଢୁଛି କୁନି ଶିଶୁ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋବାଇଲ ଗଛ ଉପରକୁ ଗଲେ ପାଇବ ନେଟୱାର୍କ । ଆଉ ଏ ପିଲା ପଢ଼ିବେ ପାଠ । ଏଭଳି ଭାବେ ଚାଲିଛି ଅନଲାଇନ ମାଧ୍ୟମରେ ପିଲାଙ୍କୁ ପାଠପଢ଼ା । ଏକଥା ଆମେ କହୁନୁ ଏ ଭାଇରାଲ ହୋଇଥିବା ଭିଜୁଆଲ ହିଁ…
ପଞ୍ଚାୟତ ଇଲେକ୍ସନ ୨୦୨୨: ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର
ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ୮ ହଜାର ୬୪୮ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏହା ମଧ୍ୟରୁ ୫୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀ, ୧୭୫୩ ସରପଞ୍ଚ ପ୍ରାର୍ଥୀ, ୧୧୧୯ ସମିତି…
ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟହଟା ହେଲା ହରିୟାଣା ପୋଲିସ୍
ସୋର: ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟାହଟା ହୋଇଛି ହରିୟାଣା ପୋଲିସ । ଖନ୍ତାପଡ଼ା ଥାନା ଷଠି ଗାଁକୁ ଗିରଫ ପାଇଁ ଆସିଥିଲା ହରିୟାଣା ପୋଲିସ୍ । ତେବେ ଅଭିଯୁକ୍ତକୁ ନ ପାଇ ତା’ର ମାଆକୁ ଉଠାଇ ନେବାରୁ, ଏଥିରେ…
ହିନ୍ଦୁ ବୋଲି ମୋ ପ୍ରାର୍ଥୀପତ୍ର ନାକଚ କରିଦେଲେ: ବିଡିଓ କାର୍ଯ୍ୟାଳୟ ଆଗରେ ଧାରଣାରେ ୩ ମାସର ଗର୍ଭବତୀ [Video]
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଂଚାୟତ କୁସୁମୀ ଗ୍ରାମ ର ସମିତି ସଭ୍ୟା ପ୍ରାର୍ଥୀନୀ ନମିତା ସଗରୀଆ ନିଜ ନାମାଙ୍କନ ନାକଚର ପ୍ରତିବାଦରେ ଗତ ରାତି ଠାରୁ…
ଲଭ୍, ସେକ୍ସ ଓ ଧୋକା: ବିଧବାଙ୍କ ସହିତ ଶାରୀରିକ ସମ୍ପର୍କ ପରେ ଚମ୍ପଟ ମାରିଲା ପ୍ରେମିକ(see video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ବିବାହର ପ୍ରତିଶ୍ରୁତି ପରେ ପ୍ରତାରଣା ଦେଇ ଫେରାର ହେଲା ପ୍ରେମିକ । ପ୍ରତିଶ୍ରୁତି ଦେଇ ଏଭଳି ହୃଦୟ ଭାଙ୍ଗିବା ଭଳି ଖବର…