Browsing Category
ରାଜ୍ୟ
ଗଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଆସିଲା ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ଗଣତନ୍ତ୍ର ଦିବସ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହେଉଛି । ଏହାରି ମଧ୍ୟରେ ଗଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ,…
ସରକାରୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ: ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୨ ସରକାରୀ କର୍ମଚାରୀ । କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ।…
(ଭିଡିଓ) ଅନାବିଳ ପ୍ରେମର ଉଦାହରଣ: ସ୍ୱାମୀର ଜୀବନ ପାଇଁ ଦାଦନ ଗଲେ ମହିଳା
କୁହାଯାଏ ପ୍ରେମ, ଦୁଇଟି ଆତ୍ମାର ଅଦୃଶ୍ୟ ମିଳନ । ଏହି ପ୍ରେମ ଚିରନ୍ତନ ଆଉ ଶାଶ୍ୱତ । ପ୍ରେମ ଶୁଣାଏ ନିରବତାର ଭାଷା ଆଉ ହୋଇଯାଏ ଏକାନ୍ତ ଆପଣା । ସତରେ ପ୍ରେମ ଏମିତି ଏକ ସମ୍ପର୍କ ଯାହା ଆଗରେ ହାର ମାନିଯାଏ ଦୁନିଆଁର…
ନିର୍ବାଚନକୁ ନା’ କହିଲେ ୫ ପଞ୍ଚାୟତବାସୀ: ଶେଷ ଦିନରେ ବି ଭରିଲେନି ନାମାଙ୍କନ
ଦେବଗଡ଼: ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ୫ ପଞ୍ଚାୟତବାସୀଙ୍କ ନିଷ୍ପତ୍ତି । ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ । ଗଣ୍ଡମ, ଡିମିରିକୁଦା, ପାରପୋଷି, ଝରାଗଗୁଆ ଓ ଝାରମୁଣ୍ଡା ପଞ୍ଚାୟତ । ଦାବି ପରେ ବି…
ନୟାଗଡ଼ ବାଇପାସକୁ ମିଳିଲା ମଞ୍ଜୁରୀ: ଖର୍ଚ୍ଚ ହେବ ୩ ଶହ କୋଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ରାଜପଥ-୫୭ରୁ ନୟାଗଡ଼ ଟାଉନ୍ ବାଇପାସ୍ ନିର୍ମାଣକୁ ମଞ୍ଜୁରୀ ମିଳିଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହି ବାଇପସେ୍…
ବହୁଦିନ ବିତି ଗଲାଣି, ଏସିଏଫ୍ ସୌମ୍ୟ ନ୍ୟାୟ ପାଇଲେ ନା ନାହିଁ, ଅଭିଯୁକ୍ତମାନେ ଏବେ କେଉଁଠି
ନୂଆଦିଲ୍ଲୀ: ଏକଦା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହପାତ୍ରଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ ଖାଲି ପଡ଼ିଥିଲା ଆଉ ଉଠିଥିଲା । ତେବେ ଗତ ୪ ମାସ ହେଲା…
ପାରିବାହିକ ବିବାଦ ଅଧାରେ ଅଟକିଛି: ନ୍ୟାୟ ପାଇଁ ଲଢ଼େଇ କରୁଥିବା ମହିଳାଙ୍କ ପାଇଁ ପ୍ରେରଣା ପାଲଟି ଗଲେଣି ତପସ୍ୱିନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ । ଏଇ ନାମଟି ଆଜି ଯେମିତି ସାରା ଓଡ଼ିଶାରେ ଘରେ ଘରେ ପରିଚିତ । ବିଶେଷ କରି ଅଧିକାଂଶ ଅବହେଳିତା ମହିଳାମାନେ ବ୍ରହ୍ମପୁରର ତପସ୍ୱିନୀ ଦାଶଙ୍କୁ ଆଜି ଆଦର୍ଶ ଭାବେ ଧରି ନେଇଛନ୍ତି ।…
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସୂଚୀରେ ଓଡ଼ିଶାର ନବୀନ ପଟ୍ଟନାୟକ ନମ୍ବର-୧, ପଛରେ ପଡ଼ିଲେ ବିଜେପି ନେତା
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ରହିଛି । ବିଭିନ୍ନ ଦଳୀୟ ନେତା ମନ୍ତ୍ରୀ ମାନେ ଲୋକମାନଙ୍କ ଭୋଟ ପାଇବାକୁ ନାନା ପ୍ରଲୋଭନ ଦେଖାଉଛନ୍ତି । ହେଲେ ନିର୍ବାଚନ ସରିବା ପରେ କଣ କଣ…
ରାଜ୍ୟରେ ତଳକୁ ଖସିଲା କରୋନା ସଂକ୍ରମଣ: ଜାଣନ୍ତୁ କେଉଁ ସ୍ଥାନରୁ କେତେ ଚିହ୍ନଟ ହେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ପ୍ରଥମେ ବଢ଼ିଲେ ଆକ୍ରାନ୍ତ, ଏବେ ବଢ଼ିଲାଣି କୋଭିଡ୍ ମୃତ୍ୟୁସଂଖ୍ୟା: ଆଜି ରାଜ୍ୟରେ ୬ ଜଣଙ୍କର ପ୍ରାଣ ଗଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…