Browsing Category

ରାଜ୍ୟ

୧୦୭ଟି ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏନେଇ ଆପତ୍ତି ଅଭିଯୋଗ/…

୬ ସପ୍ତାହ ମଧ୍ୟରେ ନିର୍ବାଚନ କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଭୋଟ ଦେବାରୁ ବାଦ୍ ପଡ଼ିବେ ବାର୍ କାଉନସିଲର ୧୭ ହଜାର ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବାର କାଉନସିଲରେ ଓକିଲ ଭାବେ ପଞ୍ଜୀକୃତ ହୋଇ ଅନେକ ଲାଇସେନ୍ସ ପାଇଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ଅଦାଲତରେ ଓକିଲାତି ପ୍ରାକ୍ଟିସ୍ କରୁନାହାନ୍ତି । ତେବେ ସମଗ୍ର ରାଜ୍ୟରେ…

ଲକ୍ଷଣ ନଥିଲେ ଟେଷ୍ଟିଂର ଆବଶ୍ୟକତା ନାହିଁ; କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଭିଡ୍ କୁ ନେଇ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହା ଅନୁଯାୟୀ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି…

ଆଜି ରାଜ୍ୟରେ ୧୧ ହଜାର ନିକଟତର ହେଲା କୋଭିଡ୍ ପଜିଟିଭ୍, ଖୋର୍ଦ୍ଧାରେ ୩ ହଜାର ଉପରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: ୪ ଜଣ ଦୁର୍ବୃତ୍ତ ଆସିଲେ, ଖଣ୍ଡା ଓ ଛୁରିରେ ହାଣି ସବୁ ନେଇଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ । ଗତକାଲି ରାତିରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ସାମ୍ବାଦିକ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସୁନାମୁଦି, ମୋବାଇଲ ଫୋନ ଓ ଟଙ୍କା ହରାଇଛନ୍ତି ।…

ଆଗକୁ ପଞ୍ଚାୟତ ନିର୍ବାଚନ: ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ଉଚ୍ଚବୈଠକ ଡକାଇଛନ୍ତି । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ସମସ୍ତ…

୧୦୦ ବୋତଲ କଫ୍‌ ସିରଫ୍‌ ଜବତ: ଜଣେ ଗିରଫ

ଖଡ଼ିଆଳ/ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକରୁ ଖଡ଼ିଆଳ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୧୦୦ବୋତଲ କଫ ସିରଫ ଜବତ କରିଛି ଏବଂ ବିକ୍ରି କରୁଥିବାବର ଗାଁର ରୁନା ପଣ୍ଡା କୁ ଗିରଫ କରିଛି । ଏହି…

ପୁଣି ରାଜ୍ୟକୁ ଲେଉଟିବ ଜାଡ଼: ୩ ଦିନରେ ୪ ଡିଗ୍ରି ଖସିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ପୁଣିଥରେ ଲେଉଟିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ । ଗତ ୪ରୁ ୫ ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ କାରଣରୁ ପାଗ…

ନାବାଳିକାକୁ ଘର ସାମ୍ନାରୁ ଉଠାଇ ନେଇ ଦୁଷ୍କର୍ମ କଲା ପଡ଼ିଶା ଘର ଯୁବକ, ଅଭିଯୁକ୍ତ ଫେରାର

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅଂଚଳର ଜଣେ ୯ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୨୦ ବର୍ଷର ଯୁବକ ଦୁଷ୍କର୍ମ କରି ଫେରାର୍‌ ହୋଇଯାଇଥିବା ଅଭିଯୋଗ ବାଲିପାଟଣା ଥାନାରେ ହୋଇଛି । ସୂଚନା ଅନୁଯାୟୀ…

ବିନା ଫଳକରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ, ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ ନେଇ ଆସିଲା ଅଭିଯୋଗ

ଏରସମା, (ଭାସ୍କର ନ୍ୟୁଜ୍‌): ଏରସମା ବ୍ଲକ୍‌ରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ମାତ୍ର ଏହାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।…