Browsing Category
ରାଜ୍ୟ
ଆଜି ରାଜ୍ୟରେ ୨୧୯ ପଜିଟିଭ୍ ଚିହ୍ନଟ, ୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ମହାନଦୀରେ ଛାତ୍ର ବୁଡ଼ିଯିବା ଘଟଣା, ୩ ମୃତଦେହ ଉଦ୍ଧାର
କଟକ(ଓଡ଼ିଶା ଭାସ୍କର): ମହାନଦୀରେ ୪ ଜଣ ଛାତ୍ର ବୁଡ଼ିଯିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ଛାତ୍ର ଏବେ ବି ନିଖୋଜ ଅଛନ୍ତି । ସମସ୍ତ ଛାତ୍ର ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର…
ପୁଣି ଚିନ୍ତା ବଢ଼ାଇଲା ଭିମସାର, ଚିହ୍ନଟ ହେଲେ ୫ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ପୁଣି ଚିନ୍ତା ବଢ଼ାଇଛି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର) । ଭିମସାରରୁ ପୁଣି ୫ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ…
ଆଜିଠାରୁ ଶିମିଳିପାଳରେ ବ୍ୟାଘ୍ର ଗଣନା ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ ହେଉଛି । ୭ ଦିନ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଏହି ଗଣନା କାର୍ଯ୍ୟ ସମାପ୍ତ ହେବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରାକୁ ବ୍ୟବହାର…
ମହିଳାଙ୍କୁ ଦୁଷ୍କର୍ମ ସହ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲା ରଙ୍ଗମଞ୍ଚର ଖଳନାୟକ, ଅଭିଯୋଗ ପରେ ଗିରଫ କଲା ପୋଲିସ
ସାଲେପୁର (ଭାସ୍କର ନ୍ୟୁଜ୍) : ଯାତ୍ରା ମଞ୍ଚରେ ଖଳନାୟକ ଭାବେ ଅଭିନୟ କରୁଥିବା ଜଣେ ଯୁବକ ଜନୈକା ମହିଳାଙ୍କ ଘର ଭଡ଼ା ନେଇ ରହୁଥିବାବେଳେ ତାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ରାତିରେ ନିଶାଦେଇ ବାରମ୍ବାର ଦୁଷ୍କର୍ମ…
ଦାମି ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଫ୍ଲାଇଂ ସ୍କ୍ୱାର୍ଡ଼, କ୍ୟୁଣ୍ଟାଲ୍ରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ, ଜଣେ ଗିରଫ
ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍) : କଟକ ଫ୍ଲାଇଂ ସ୍କ୍ୱାର୍ଡ଼ ତରଫରୁ ନିର୍ଗୁଣ୍ଡିରେ ଥିବା ପୁରୁଣା ଟୋଲ ପ୍ଲାଜା ନିକଟରୁ ବିପୁଳ ପରିବମାଣର ଗଂଜେଇ ସହ ଏକ ହୁଣ୍ଡାଇ ଭରେନା ଜବତ ହୋଇଥିବା ଜଣାପଡ଼ିଛି । ବିଶେଷସୂତ୍ରରୁ…
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୫ ଆହତ
ରାଇଘର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁରର ବ୍ଲକ୍ ଛକରେ ବସ୍ ସହିତ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଦୁର୍ଘଟଣାରେ ୧୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ଘରୋଇ ବସ୍ ଟି ଭୁବନେଶ୍ୱରରୁ ରାଇଘର…
ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ‘ବି.୧.୧.୧.୫୨୯’ ଚିହ୍ନଟ, ସତର୍କ ରହିବା ସହ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ପୁଣି ଚିନ୍ତା ବଢ଼ାଇବାରେ ଲାଗିଛି ମହାମାରୀ କରୋନା ଭାଇରସ୍ । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ସମ୍ପର୍କରେ ସୂଚନା ମିଳିବା ପରେ ଏହା…
ଏସ୍ସିବିକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା,ମୁଖ୍ୟ ଗେଟରେ ମୁତୟନ ହେଲେ ସିକ୍ୟୁରିଟି ଗାର୍ଡ
କଟକ(ଭାସ୍କର ନ୍ୟୁଜ୍): ଏସ୍ସିବି ମେଡ଼ିକାଲକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ…
ବିଧାନସଭାର ଶୀତ ଅଧିବେଶନ, ୨୮ରୁ ବିଧାୟକଙ୍କ କୋଭିଡ୍ ପରୀକ୍ଷା
ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା…