fbpx
Browsing Category

ରାଜ୍ୟ

ବନ୍ଦ କୋଠରି ଘରୁ ୪ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର, ୧୧ା୧(ଓଡ଼ିଶା ଭାସ୍କର): ଗୋଟିଏ ଘରୁ ଏକ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର…

IES ପରୀକ୍ଷାରେ ଓଡିଆ ପୁଅ ଟପ୍ପର

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ଯ୍ୟ ହୋଇଥିବା…

ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଲାଗିଲା ଦଙ୍ଗା ମାମଲା

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ମାମଲା ହୋଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ଦଙ୍ଗା ପରି ମାମଲା ରୁଜୁ ହୋଇଛି । ଏହି…

୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଯାଜପୁର, ୧୧ା୧(ଓଡ଼ିଶା ଭାସ୍କର): ଯାଜପୁର ବଡ଼ଚଣା କଡ଼େଇ ଛକ ନିକଟରେ ଏକ ଏଚ.ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି । କଟକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି । ଟ୍ୟାଙ୍କରର…

ସିରିଜ ଜିତିଲା ଭାରତ

ପୁଣେ, ୧୦ା୧: ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଜିତିଛି ଭାରତ । ତୃତୀୟ ମ୍ୟାଚକୁ ୭୮ ରନରେ ଜିତି ସିରିଜ ଜିତିଲା ଭାରତ । ଭାରତ ୨୦୧/୬ ରନ କରିଥିଲା । ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩/୧୦ ରନ କରିଛି । ୩ଟିକିଆ…

ମୋ ସରକାରରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର):ଆଜି ମୋ ସରକାରରେ ସାମିଲ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି । ଏଣିକି ବିଭାଗୀୟ ସଚିବ…

ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ, ବାଡ଼େଇ ଭାଙ୍ଗିଲେ ୩୦ରୁ ଅଧିକ ଦୋକାନ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକ ମାତିଛନ୍ତି । ସେଠାରେ ଦୋକାନୀକୁ ସେମାନେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏହାସହ ୩୦ରୁ ଅଧିକ ଉଠା…

ପଞ୍ଚମହାଭୂତରେ ବିଲୀନ ହେଲା ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର

ପାରଳାଖେମୁଣ୍ଡି, ୧୦ା୧(ଓଡ଼ିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହୋଇଛି ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର । ପାରଳାଖେମୁଣ୍ଡିରେ ମାହାରାଜା ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ବାଚସ୍ପତି ଓ…

କଙ୍କଡାହାଡ ଏଏସଆଇ ନିଲମ୍ବିତ

ଢେଙ୍କାନାଳ,୧୦ ।୧(ଓଡିଶା ଭାସ୍କର): ଢେଙ୍କାନାଳ କଙ୍କଡାହାଡ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରୀଙ୍କ ଏତଲା ନରଖିବାରୁ ଯଶୋବନ୍ତଙ୍କୁ ନିଲମ୍ବନ କରିଛନ୍ତି ଏସପି ।

ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୦ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସଚେତନତା ରାଲି କରିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟା । ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ବାବୁଲ ମୁଖ୍ୟମନ୍ତ୍ରୀ ନବୀନ…